Dec 30, 2023, 19:13 IST

ମାତ୍ର କିଛି ଟଙ୍କା ପାଇଁ ସ୍ତ୍ରୀ ସହ ସ୍ଵାମୀ କରିଦେଲା ଏମିତି ଦେଖନ୍ତୁ କଣ ହେଇଗଲା ଏମିତି ଘଟଣା

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ପୁଣି ଥରେ ଯୌତୁକ ପାଇଁ ଗୋଟିଏ ଝିଅ ର ଜୀବନ ଚାଲି ଯାଇଛି।ଯାହା କୁ ବିବାହ କରି ସାତ ଜନ୍ମ ପାଇଁ ସାଥିରେ ରହିବାକୁ କଥା ଦେଇଥିଲେ।ଶେଷ ରେ ତାଙ୍କରି ହାତ ରେ ନିଜ ଜୀବନ ଚାଲିଯାଇଛି।
Special Report
ଏଭଳି ଏକ ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିରଜା ମନ୍ଦିର ନିକଟ ରେ।ସେଠାରେ ଜଣେ ମହିଳା ଛଅ ମାସ ପୂର୍ବ ରୁ ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ହେଲେ ଏବେ ସେହି ମହିଳା ଙ୍କ ମୃତ ଦେହ ତାଙ୍କ ବାସ ଭବନ ନିକଟ ରୁ ମିଳିଛି।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ବନ୍ୟା ରାଣୀନାମକ ଏହି ମହିଳା ଜଣକ ଗତ ଛଅ ମାସ ତଳେ ପ୍ରେମ କରି ବିବାହ କରି ଥିଲେ।ଏଥିରେ ପରିବାର ଲୋକେ ରାଜି ନ ଥିଲେ।ସେଥିପାଇଁ ସେ ଘରୁ ଲୁଚି ଯାଇ ବାହାରେ ବିବାହ କରି ଥିଲେ।
Special Report
ହେଲେ ବିବାହ ପରେ ସେ ଶାଶୁ ଘର କୁ ରହିବା ପାଇଁ ଯାଇ ଥିଲେ।ସେଠାରେ ଆରମ୍ଭ ହୋଇ ଯାଇଥିଲା ତାଙ୍କ ଉପରେ ଅତ୍ୟାଚାର।ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ସବୁଦିନ ଖୁବ୍ ପିଟି ଥିଲେ।ତଥାପି ବନ୍ୟା ରାଣୀ ସେ ଘରେ ପଡ଼ି ରହିଥିଲେ।
ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।କହୁଥିଲେ କି ତୁ ଶାଶୁ ଘର କୁ ଯାଇ ଦୁଇ ଲକ୍ଷ ଟଙ୍କା ଆଣିବୁ।ହେଲେ ବନ୍ୟା ଙ୍କ ର ଏତେ ସାହସ ନ ଥିଲା ସେ ତାର ବାପ ଘର କୁ ଯାଇ ପାରିବ।ତଥାପି ବନ୍ୟା ନିଜ ବାପ ଘର କୁ ଆସି ୮୦ ହଜାର ଟଙ୍କା ନେଇ ଥିଲେ।
Special Report
ଏହା ପରେ ମଧ୍ୟ ଶାଶୁ ଘର ଲୋକେ ରାଜି ହୋଇ ନ ଥିଲେ।ତାଙ୍କ ବାପ ଘର ଲୋକେ ପରେ ଆଉ ଅର୍ଥ ଦେବେ କହିଥିଲେ।ଏପରିକି ଏହି କଥା କୁ ନେଇ ଗାଁ ରେ ସଭା ମଧ୍ୟ ବସି ଥିଲା।ଅନେକ ଥର ସମାଧାନ ହେଉ ଥିଲା।
ହେଲେ କିଛି ବି ଲାଭ ମିଳୁ ନ ଥିଲା।ପରେ ଶାଶୁ ଘର ଲୋକେ ଫୋନ୍ କରି ବନ୍ୟା ଙ୍କ ଘରେ କହିଥିଲେ କି ବନ୍ୟା ଙ୍କ ଦେହ ଅସୁସ୍ଥ ଅଛି।ସେମାନେ ଯେତେବେଳେ ଆସି ଦେଖିଲେ ସେତେବେଳେ ବନ୍ୟା ଙ୍କ ମୃ-ତ୍ୟୁ ହୋଇ ସାରିଥିଲା।
ଏହାକୁ ଦେଖି ବନ୍ୟା ଙ୍କ ପରିବାର ଲୋକେ ସହି ପାରି ନାହାନ୍ତି।ସେମାନେ ଥାନା ରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ବନ୍ୟା ଙ୍କ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାରି ଦେଇଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement