Jan 15, 2024, 11:42 IST

ମାତ୍ର ୨୧ ବର୍ଷ ବୟସ ରେ ଏହି ଯୁବତୀ କମାଉଛନ୍ତି କୋଟି କୋଟି ଟଙ୍କା, , ବର୍ଷ ର ଅଧା ଦିନ ତ କେବଳ ଖଟ ରେ ଶୋଇ ଶୋଇ ବିତାଉଛି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ କେବେ ଶୁଣିଛନ୍ତି କି ଜଣେ ମହିଳା କମ୍ ବୟସ ରୁ ଏତେ ଅଧିକ ଟଙ୍କା ରୋଜଗାର କରୁଥିବାର।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଝିଅ ଙ୍କ ବିଷୟ ରେ କହିବୁ ଯିଏ କି ମାତ୍ର ୨୧ ବର୍ଷ ବୟସ ରୁ ୮୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ସେ ନିଜ କଠିନ ପରିଶ୍ରମ ଯୋଗୁଁ ଆଜି ସଫଳତା ର ଶୀର୍ଷ ରେ ପହଞ୍ଚି ଛନ୍ତି।କିନ୍ତୁ ଏହି କାମ ରେ ବହୁତ ବିପଦ ରହିଛି।ଏହି କାମ କୁ କରିବା ପାଇଁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ।ତେବେ ଅଷ୍ଟ୍ରେଲିଆ ର ଜଣେ ଯୁବତୀ ସେହି କାମ କରି ଦିନ କୁ ଲକ୍ଷ ଟଙ୍କା ରୁ ଅଧିକ ରୋଜଗାର କରୁଛନ୍ତି।
Special Report
ଆଜି ଆମେ ତାଲେହ ଜେନ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଏପରି ଜଣେ ଯୁବତୀ ଯିଏ କି ମାତ୍ର ୨୧ ବର୍ଷ ବୟସ ରେ ୮୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ନିଜର ମଧ୍ୟ ବିଶ୍ୱାସ ହେଉ ନାହିଁ କି ସେ ଏତେ ଟଙ୍କା ରୋଜଗାର କରୁଛନ୍ତି।
ଏଥିପାଇଁ ତାଙ୍କୁ ଟିକେ ଅଧିକ କଷ୍ଟ କରିବାକୁ ପଡୁଛି।ସେ ମାଟି ଭିତରେ ପଶି ଏହି କଷ୍ଟ ଦାୟକ କାମ କରୁଛନ୍ତି।ଯେଉଁ କାମ ସେ କରୁଛନ୍ତି ଆଜି ଯାଏଁ ସେପରି କାମ କରିବା ପାଇଁ କେହି ରାଜି ହେଉ ନାହାନ୍ତି।ଏଥିପାଇଁ ବହୁତ ଟଙ୍କା ମିଳେ।
ଏକ ରିପୋର୍ଟ ଅନୁଯାୟୀ ତାଲେହ ମାଟି ତଳେ ଟାୟାର ଫିଟର ଟ୍ରେନି ରୂପେ କାମ କରନ୍ତି।ଏହି କାମ ପାଇଁ ତାଙ୍କୁ ବହୁ ପରିମାଣ ରେ ଟଙ୍କା ମିଳି ଥାଏ।ଆଜି ସେ ତାଙ୍କ ରାଜ୍ୟ ରେ ଗୋଟିଏ ଜଣା ଶୁଣା ଲୋକ ହୋଇଛନ୍ତି।ଏହି କାମ ତାଙ୍କୁ ଏକ ନୂଆ ପରିଚୟ ଦେଇଚି।
Special Report
ଯେଉଁ କାମ କେହି କରିବା ପାଇଁ ପସନ୍ଦ କରନ୍ତି ନାହିଁ।ସେହି କାମ ତାଲେହ ଅଳ୍ପ ସମୟ ମଧ୍ୟରେ କରି ଦିଅନ୍ତି।ଏଥିରେ ତାଙ୍କୁ ୬ ମାସ କାମ କରିବାକୁ ପଡେ।ଆଉ ଚାରି ମାସ ସେ ଛୁଟି ନିଅନ୍ତି।ଏହି ସମୟ କୁ ସେ ନିଜ ପରିବାର ସହିତ କାଟିବାକୁ ପସନ୍ଦ କରନ୍ତି।
ଏଥିରେ ୪୦ ଡିଗ୍ରୀ ତାପମାତ୍ରା ରେ ସେମାନେ ୧୨ ଘଣ୍ଟା କାମ କରନ୍ତି।ଏହି କାମ ସେ ତାଙ୍କ ବାପାଙ୍କ ଠାରୁ ଶିଖିଛନ୍ତି।ତାଙ୍କ ବାପା ଏହି କାମ ଆଗରୁ କରୁଥିଲେ।
ତାଙ୍କ ବାପା କହିଛନ୍ତି କି ମୁଁ ଏହି କାମ ରେ ଅନେକ ଲୋକ ଙ୍କୁ ମରିବାର ଦେଖିଛି।ଏହା ମୋତେ ବହୁତ କଷ୍ଟ ଦିଏ।ହେଲେ ସବୁ ଦେଖିକି ପୁଣି ଆଗକୁ ଚାଲି ଯାଏ।କେବେ ହେଲେ ପଛକୁ ଫେରି ଚାହିଁ ନାହିଁ।ତାଙ୍କର ଏହି କାମ କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement