Updated: Feb 21, 2024, 18:56 IST

ମରୁ ମରୁ ବଞ୍ଚିଲେ ଦେଖନ୍ତୁ ଏବେ ଗୁଣ୍ଡା ପାଲଟିଛନ୍ତି Humman Sagar!! ଏବେ ଏବେ ଆସିଲା ବହୁତ୍ ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣେ ମହାନ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଜାଣିଥିବେ ।
Special report
ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । ଏହି କଣ୍ଠଶିଳ୍ପୀ ଜଣକ ଅନେକ ପ୍ରକାରର ଗୀତ ଗାଇଛନ୍ତି । ଏବେ ଏହି କଣ୍ଠଶିଳ୍ପୀ ଜଣଙ୍କୁ ନେଇ କିଛି ଖବର ଆସିଛି । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ଆସିଛି ସଙ୍ଗୀନ ଅଭିଯୋଗ । 
ହ୍ୟୁମାନ ସାଗର ଗୁଣ୍ଡା ପାଳିଛନ୍ତି ଆଉ ଟିକିଏ କଥା କହିଲେ ମାଡ ମାରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆସିଛି । ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିଛନ୍ତି କଣ୍ଠଶିଳ୍ପୀ ।
Special report
ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ମାଡ ମାରିଛନ୍ତି ଆଉ ତାଙ୍କୁ ୫ ଘଣ୍ଟା ମାଡ ମାରିବା ପରେ ସେ ଖରାପ ଅବସ୍ଥାରେ ଅଛନ୍ତି । ହ୍ୟୁମାନ ସାଗରଙ୍କ ମ୍ୟାନେଜର ତାଙ୍କୁ ମାଡ ମାରିଛନ୍ତି । ଯାହାକୁ ନିଜର ଭାବୁଥିଲେ ସେ ତାଙ୍କୁ ମାଡ ମାରିଛନ୍ତି । ଏହି ଗୀତିକାର ପ୍ରମୋଦ ପରିଡ଼ା କହିଛନ୍ତି ସେ ମରୁ ମରୁ ବଞ୍ଚି ଯାଇଛନ୍ତି । 
ଗତକାଲି ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ଥାନାରେ ଓଡ଼ିଶାର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଏହି ଗୀତିକାର ପ୍ରମୋଦ ପରିଡ଼ା । ତାଙ୍କ ଘରେ ପଶି ତାଙ୍କୁ ଆଣି ମାଡ ମାରିଛନ୍ତି ।
Special report
ଏହି ଗୀତିକାର ଜଣକ କିଛିଦିନ ପୂର୍ବରୁ ପୋଷ୍ଟ କରିଥିଲେ କି କିଛି କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ନିଜକୁ ବଡ ବୋଲି ମାନୁଛନ୍ତି ଆଉ କାହାକୁ ଖାତିର କରୁ ନାହାନ୍ତି । ଏହି କଥା ସେ ଫେସବୁକରେ ଲେଖିବା ପରେ ତାଙ୍କ ଭଡ଼ା ଘରକୁ ପଶି ଆସିଥିଲେ ହ୍ୟୁମାନ ସାଗରଙ୍କ ମ୍ୟାନେଜର । 
ତାଙ୍କ ମ୍ୟାନେଜର ଆଉ କିଛି ଗୁଣ୍ଡା ଆସି ତାଙ୍କୁ ମାଡ ମାରିଥିଲେ । ଏକ ରଡରେ ତାଙ୍କୁ ବାଡ଼େଇ ଦେଇଥିଲେ । ଗୀତିକାରଙ୍କ ମୁଣ୍ଡରୁ ରକ୍ତ ବାହାରୁଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗୀତିକାର କହିଛନ୍ତି ସେ କିଛି ଭାବନା ପାଇଁ ଏଭଳି ପୋଷ୍ଟ କରିଥିଲେ ।
ଆଉ ରହି ପୋଷ୍ଟ ପାଇଁ ସେ ଏଭଳି ଲେଖିଥିଲେ । ଆଉ ଏହା ଲେଖିବା ପରେ ଏହିସବୁ ଘଟଣା ଘଟିଥିଲା । ଏବେ ଏହି କଥାକୁ ନେଇ ଅନେକ ଖବର ଆସିଛି । ପୋଲିସ ଅଭିଯୋଗକୁ ଆଧାର କରି ଦୋଷୀମାନଙ୍କ ବିରୋଧରେ କଣ ପଦକ୍ଷେପ ନେଉଛି ତାକୁ ହିଁ ଦେଖିବାକୁ ଅପେକ୍ଷା ରହିଲା ।

Advertisement