Feb 3, 2024, 18:05 IST

ପୁନମ ପାଣ୍ଡେଙ୍କୁ ନେଇ ଆସିଲା ବଡ ଖବର ମରି ନାହାନ୍ତି ବଞ୍ଚିଛନ୍ତି ଦେଖନ୍ତୁ ହଠାତ୍ ସାମ୍ନାକୁ ଆସି କଣ କହିଲେ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ଏକ ବହୁତ ବଡ ଖବର ସାମ୍ନା କୁ ଆସି ଥିଲା।ଅଭିନେତ୍ରୀ ପୁନମ ପାଣ୍ଡେ ମୃ-ତ୍ୟୁ ହୋଇଛି ବୋଲି କୁହା ଯାଉ ଥିଲା।ଦୀର୍ଘ ଦିନ ରୁ ସେ କ-ର୍କ-ଟ ରୋଗ ରେ ପୀଡ଼ିତ ଥିଲେ।ଗତ କାଲି ତାଙ୍କର ମୃ-ତ୍ୟୁ ହୋଇ ଯାଇଛି।
Special report
କିଛି ଲୋକ ଏହାକୁ ବିଶ୍ଵାସ କରୁ ଥିବା ବେଳେ କିଛି ଏହାକୁ ମିଥ୍ୟା ବୋଲି କହିଥିଲେ।ତେବେ ଏ ନେଇ କେହି ମଧ୍ୟ ସଠିକ୍ ଖବର ଦେଇ ପାରୁ ନଥିଲେ।ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଚି।ସେ ଜୀବିତ ଅଛନ୍ତି।
ସେ ଆଜି ଗଣ ମାଧ୍ୟମ ସାମ୍ନା ରେ ନିଜ ପ୍ରତିକ୍ରିୟା ରଖିଛନ୍ତି।ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି।ତେବେ ଗତ କାଲି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଖବର ପୋଷ୍ଟ ହୋଇ ଥିଲା।ସେଥିରେ ଲେଖା ଥିଲା କି ସେ ୩୨ ବର୍ଷ ବୟସ ରେ କ-ର୍କ-ଟ ରୋଗରେ ମୃ-ତ୍ୟୁ ବରଣ କରିଛନ୍ତି।
ସେ ଦୀର୍ଘ ଦିନ ରୁ ଚିକିତ୍ସିତ ହେଉଥିଲେ।ତେବେ ଏହାକୁ ନେଇ କିଛି ଲୋକ ବିଶ୍ୱାସ କରୁ ଥିବା ବେଳେ କିଛି ଏହାକୁ ମିଛ ବୋଲି କହିଥିଲେ।ଆଜି ଏହାର ସଠିକ୍ ତଥ୍ୟ ମିଳିଚି।ପୁନମ୍ ପାଣ୍ଡେ ନିଜେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଇଛନ୍ତି।
Special report
ଅଭିନେତ୍ରୀ ପୂନମ ପାଣ୍ଡେ ଏକ ଭିଡିଓ ଆଜି ଜାରି କରିଛନ୍ତି।ଏଥିରେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବାର ଦେଖା ଯାଉଛି।ସେ ଏହି ଭିଡିଓ ରେ କହିଛନ୍ତି କି ସେ ସୁସ୍ଥ ଅଛନ୍ତି ତାଙ୍କର ମୃ-ତ୍ୟୁ ହୋଇ ନାହି।ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଗତ କାଲି ତାଙ୍କ ମ୍ୟାନେଜର ତାଙ୍କ ଆକାଉଣ୍ଟ ରେ ଏଭଳି ଭିଡିଓ ପୋଷ୍ଟ କରିଥିଲେ।ଯେଉଁଥିପାଇଁ ତାଙ୍କ ପ୍ରଶଂସକ ମାନେ ଖୁବ୍ ଡରି ଯାଇଥିଲେ।ତେବେ ଏ କଥା ଏବେ ଜଣା ପଡି ଯାଇଚି।ସେ ଏବେ ସୁସ୍ଥ ଅଛନ୍ତି।
ଅଭିନେତ୍ରୀ ପୁନମ୍ ପାଣ୍ଡେ କହିଛନ୍ତି କି ସେ ବଞ୍ଚି ଛନ୍ତି ବୋଲି।ତାଙ୍କର କିଛି ବି ରୋଗ ହୋଇ ନାହିଁ।ସୂଚନା ଅନୁସାରେ ଆପଣ ମାନେ ଅଭିନେତ୍ରୀ ପୁନମ ପାଣ୍ଡେ ଙ୍କୁ ଭଲ ଭାବେ ଜାଣି ଥିବେ।
ସେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି। ହଟାତ ତାଙ୍କର ମୃ-ତ୍ୟୁ ଖବର ଶୁଣି ସମସ୍ତେ ଦୁଃଖ ରେ ଭାଙ୍ଗି ପଡ଼ି ଥିଲେ।ହେଲେ ସେ ଏବେ କହିଛନ୍ତି ଏସବୁ ମିଥ୍ୟା।ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।

Advertisement