Feb 19, 2024, 17:41 IST

ମାନ୍ୟବର ମୁଖ୍ୟମନ୍ତ୍ରୀ ନେଲେ ବଡ ନିଷ୍ପତି ଦେଖନ୍ତୁ ଏଥର ଖାତାକୁ ଆସିବ ୧୫୦୦୦/- ଟଙ୍କା ଦେଖନ୍ତୁ କେଉଁମାନେ ପାଇବେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ନବୀନ ସରକାର ତରଫରୁ ମହିଳା ମାନଙ୍କ ପାଇଁ ଜାରି ହେଲା ଅନେକ କିଛି ଆର୍ଥିକ ସହାୟତା ଯୋଜନା।
ନବୀନ ଯୋଜନା ଅନୁସାରେ ମହିଳା ମାନେ ୩୦୦୦ ଟଙ୍କା ଲେଖାଏଁ ପାଇବେ। ପୂର୍ବରୁ ନବୀନ ସରକାର ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କ ପାଇଁ ଏକ ମୋଟା ରକମର ଆର୍ଥିକ ରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ ପୁଣି ଆଉ ଏକ ଯୋଜନା ସାମ୍ନାକୁ ଆଣିଛନ୍ତି।
Special report
ଏହାସହ ବଢିଲା ମାଟ୍ରନଙ୍କ ପାରିଶ୍ରମିକ। ୫ ହଜାର ବଢିଲା ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ। ସେମାନଙ୍କ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ତେବେ କାର୍ଯ୍ୟରୁ ନିବୃତ୍ତ ପରେ ମିଳିବ ସେମାନଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି। କାର୍ଯ୍ୟବେଳେ ମୃତ୍ୟୁହେଲେ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
Special report
ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ନବୀନ ସରକାର ଆଣିଛନ୍ତି ଅନେକ ନୂଆ ନୂଆ ସୁବିଧା। ଯାହା ମାଧ୍ୟମରେ ମହିଳା ମାନେ ନିଜ ସ୍ଥିତିକୁ ସୁଧାରି ପାରିବେ। କେବଳ ସେତିକି ନୁହେଁ ଆର୍ଥିକ ସହାୟତା ସାଙ୍ଗକୁ ବିନା ସୁଧରେ ଲୋନ୍ ଯୋଗାଇ ଦେବେ ନବୀନ ସରକାର।
ପ୍ରାୟ ୭,୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏ ବାବଦକୁ ବ୍ୟୟ କରୁଛନ୍ତି ସରକାର। ପ୍ରତି SHG ମହିଳାଙ୍କୁ ଯୋଗାଇ ଦିଆଯିବ ୩,୦୦୦ ଟଙ୍କା। ପ୍ରଥମ କିସ୍ତିରେ ମହିଳା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ। ଯେଉଁଥିରେ ୟୁନିଫର୍ମ କିଣିବେ ମହିଳା ମାନେ।
ପରେ ଦ୍ଵିତୀୟ କିସ୍ତିରେ ଆଉ ବାକି ୨୦୦୦ ଟଙ୍କା ପ୍ରଦାନ କରାଯିବ। ଯେଉଁ ପଇସାରେ ବ୍ଲେଜର କିଣିବେ ମହିଳା ମାନେ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କ ଯୋଜନା ଉପରେ ଯୋଜନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisement