Updated: Oct 27, 2023, 08:33 IST

ମନୋଜ ମିଶ୍ର ଙ୍କ ନାମ ରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଲେ ଯୁବତୀ : କହିଲେ ସେଦିନ ରାତି ରେ ମତେ ଫ୍ଲାଟ୍ କୁ ଡାକି..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ଖୁବ ବିବାଦ ଚାଲିଛି। ଆଉ ଏହାରି ମଧ୍ୟରେ ଏକ ବଡ଼ ଖବର ଯାହା ସାମ୍ନା କୁ ଆସିଛି
Special report
ତାହା ହେଉଛି ରୁପଶ୍ରୀ ପଣ୍ଡା ନାମକ ଜଣେ ଅଭିନେତ୍ରୀ ଅଭିନେତା ମନୋଜ ମିଶ୍ର ଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି। ରୂପଶ୍ରୀ କହିଛନ୍ତି ମନୋଜ ମିଶ୍ର ଅନେକ ଥର ଚେଷ୍ଟା କରିଛନ୍ତି ତାଙ୍କୁ ତାଙ୍କର ଫ୍ଲାଟ୍ କୁ ଡାକିବା ପାଇଁ।
ଏଥି ସହ ମନୋଜ୍ ମିଶ୍ର ଜଣେ କୁଟ ପ୍ରକୃତିର ଲୋକ ବୋଲି ମଧ୍ୟ ସେ କହିଥିଲେ। ଏଭଳି କି ସେ କହିଥିଲେ କି ମନୋଜ୍ ମିଶ୍ର ହେଉଛନ୍ତି ଜଣେ ତଣ୍ଟି ଚିପି ରକ୍ତ ପିଇଲା ଭଳି ଲୋକ।
ତାଙ୍କ ସ୍ତ୍ରୀ ଯିବା ପରେ ସେ ତାଙ୍କର ଫ୍ଲାଟ୍ ରେ ତାଙ୍କ ପ୍ରେମିକା କୁ ମଧ୍ୟ ରଖିଛନ୍ତି ଆଉ ଏକଥା ପୂରା ଇଣ୍ଡଷ୍ଟ୍ରି ଲୋକ ମାନେ ମଧ୍ୟ ଜାଣିଛନ୍ତି ବୋଲି ସେ କହିଥିଲେ। ଏଭଳି ଦିନେ ମନୋଜ୍ ମିଶ୍ର ରୂପଶ୍ରୀ ଙ୍କୁ ଫୋନ କରି ଡାକିଥିଲେ।
Special report
ଆଉ କହିଥିଲେ କି ତାଙ୍କର ପ୍ରେମିକା ଫ୍ଲାଟ୍ ରେ ନାହାଁନ୍ତି ଦୁଇ ଦିନ ପାଇଁ ସିରିଏଲ୍ କରିବାକୁ ବାହରକୁ ଯାଇଛନ୍ତି ସେଥିପାଇଁ ରୂପଶ୍ରୀ ଙ୍କୁ ତାଙ୍କ ଫ୍ଲାଟ୍ କୁ ଡ଼ାକିଥିଲେ। ଏହାପରେ ଅଭିନେତ୍ରୀ ଜଣକ କହିଥିଲେ କି ମନୋଜ୍ ମିଶ୍ର ହେଉଛନ୍ତି ବହୁତ୍ ଚାଲାକ୍।
ମନୋଜ୍ ମିଶ୍ର ଙ୍କ କୁଟ ପ୍ରକୃତି ପାଇଁ ତାଙ୍କୁ ତାଙ୍କର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କେହି ହେଲେ ମଧ୍ୟ ଆଦୌ ପଶନ୍ଦ କରୁ ନାହାଁନ୍ତି। ରୂପଶ୍ରୀ କହିଥିଲେ କି ଆଗରୁ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହି ପାରି ନଥିଲେ।
ଆଉ ଅନେକ ଦିନ ଧରି ସେ ସୁଯୋଗର ଅପେକ୍ଷା କରି ବସିଥିଲେ। ଆଉ ଆଜି ତାଙ୍କୁ ସେହି ସୁଯୋଗ ମଧ୍ଯ ମିଳି ସାରିଛି ଯେବେ କି ସେ ସବୁ ମୁହଁ ଖୋଲି କହି ପାରିବେ।
ତେବେ ରୂପଶ୍ରୀ ଓ ଅଭିନେତା ବିଭାସ ଏଭଳି ଅନେକ ଅଭିଯୋଗ ଆଣିଛନ୍ତି ଅଭିନେତା ମନୋଜ୍ ମିଶ୍ର ଙ୍କ ବିରୁଦ୍ଧରେ ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହି ଘଟଣା ପ୍ରତି ଆପଣ ମାନେ ଆପଣଙ୍କ ପ୍ରତିକ୍ରିୟା କଣ ରଖିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement