Feb 25, 2024, 17:17 IST

ମଣିଷ ପଶୁର ଏମିତି ସମ୍ପର୍କ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ମୃତ୍ୟୁ ପରେ ମଧ୍ୟ ମାଙ୍କଡ ଛାଡୁନି ମାଲିକ ହାତ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆପଣଙ୍କ ମନରେ ଅନେକ କଥା ଭାବିବେ । ଅନେକ ଜୀବଜନ୍ତୁ ଲୋକମାନେ ଘରେ ପୋଷି ଥାଆନ୍ତି । ଏହି ଜୀବଜନ୍ତୁ ମାଲିକ ଜଣଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ମାଲିକଙ୍କ କଥା ମାନିଥାନ୍ତି ।
ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ବନ୍ଧୁତା ନିଭାଇଛନ୍ତି ମାଙ୍କଡ । ମାଙ୍କଡ ଆଜି ତାର ମାଲିକକୁ ଜଗି ବସିଛି । ମାଙ୍କଡ ଜଣଙ୍କର ମାଲିକ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି ଆଉ ଏବେ ଏହି ମାଲିକ ଜଣକ ଜୁଇ ପାଖରେ ଜଗି ବସିଛି ମାଲିକ ।
Special report
କାଲି ମାଲିକ ଜଣକ ମାଙ୍କଡକୁ ଖାଇବାକୁ ଦେଇଥିଲେ । ଆଉ ଆଜି ଏହି ମାଙ୍କଡ ଶ୍ମଶାନରେ ପହଞ୍ଚି ଯାଇଛି । ମାଲିକର ମୃ-ତ୍ୟୁ ପରେ ଶ୍ମଶାନ ଆସିଛି ଏହି ମାଙ୍କଡ । ମାଙ୍କଡ ଠାରୁ ମାନବିକତା ଶିଖିବା ଉଚିତ୍ ।
ଏହି ମାଙ୍କଡ ସବୁ ମଣିଷ ପାଇଁ ଉଦାହରଣ ପାଲଟିଛି । ମାଲିକ ହାତରୁ କେବେ ଖାଇଥିଲା ବୋଲି ଆଜି ମାଲିକ ଜୁଇରେ ବସିଛି ମାଙ୍କଡ । ଆଉ ମଲିକ ଜଣଙ୍କୁ ନିଆଁ ଦେବ ବୋଲି ଅପେକ୍ଷା କରି ରହିଛି ।
Special report
ମାଲିକ ଜଣଙ୍କୁ ବହୁତ ଭଲପାଏ ଏହି ମାଙ୍କଡ । ଏହି ମାଙ୍କଡ ଆଉ ମଣିଷର ଭଲପାଇବା ଏବେ ଏକ ଉଦାହରଣ ପାଲଟିଛି । ମଣିଷ ଆଉ ମାଙ୍କଡ଼ର ଭଲପାଇବା ଏବେ ଡିଣ୍ଡିମ ପିଟିଛି ସମସ୍ତ ମାନସ ସମାଜ ଉପରେ । ଆଜି ଏହି ମାଙ୍କଡ ଆଉ ମଣିଷର ଭଲପାଇବା ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ।
ପୋଷା ମାଙ୍କଡ ମାଲିକକୁ ଶବ ଦାହ କରିବାକୁ ଆଣିଥିବା ସ୍ଥାନରେ ବସିଛି । ଏହି ମାଙ୍କଡ କାଠ ଉପରେ ବସିଛି । ଏହି ମାଙ୍କଡକୁ ସବୁବେଳେ ଖାଇବାକୁ ଦେଇଥାନ୍ତି ଏହି ମାଲିକ ଜଣକ । ଏବେ କୌଣସି କାରଣରୁ ମାଲିକ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ଆଉ ଏବେ ଏହି ମାଲିକ ଜଣଙ୍କର ଭଲପାଇବା ମାଙ୍କଡ କୁ ଏଭଳି କରିବାକୁ ବାଧ୍ୟ କରିଛି । ଏହି ମାଙ୍କଡ ଏବେ ତାର ଭଲପାଇବା ଦେଖାଇଛି । ଏହି ଭିଡିଓ ଭଦ୍ରକର ବୋଲି ଜଣାପଡିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement