Nov 7, 2023, 13:17 IST

ମହିଳା ଅଫିସରଙ୍କୁ ହ-ତ୍ୟା କଲା ଗାଡ଼ି ଡ୍ରାଇଭର ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଆସିଛି ଏକ ବଡ ଖବର।ଜଣେ ମହିଳା ଙ୍କୁ ତାଙ୍କ ନିଜ ବିଶ୍ୱସ୍ଥ ଡ୍ରାଇଭର ମାରି ଦେଇଛି।ମାରି ଦେବା ପରେ ମହିଳା ଙ୍କ ଶବ କୁ ଦୁଇ ଶହ କିଲୋମିଟର ଦୂରକୁ ନେଇ ଫୋପାଡି ଦେଇଥିଲା।
Special report
ଏଭଳି ଏକ ଘଟଣା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ବେଙ୍ଗାଲୁରୁ ଅଞ୍ଚଳ ରେ ଘଟିଛି।ଏଭଳି ଘଟଣା ବିଷୟ ରେ ଆପଣ ମାନେ ଆଗରୁ କେବେ ବି ଶୁଣି ନ ଥିବେ।
ସୂଚନା ଅନୁସାରେ ସେଠାକାର ଜଣେ ମହିଳା ହେଉଛନ୍ତି କେ ଏସ ପ୍ରତିମା।ସେ ଖଣି ଖାଦାନ ବିଭାଗ ର ମୁଖ୍ୟ ଅଟନ୍ତି।ଓ ତାଙ୍କ ଗାଡ଼ି ଚଳାଇବା ପାଇଁ ସେ ଜଣେ ଯୁବକ ଙ୍କୁ ନିଜ ପାଖରେ ରଖୁଥିଲେ।ତାଙ୍କ ନାମ ହେଉଛି କିରଣ।
Special report
ଅନେକ ବର୍ଷ ଧରି ସେ ତାଙ୍କ ଡ୍ରାଇଭର ରୂପେ କାମ କରୁଥିଲେ।ହେଲେ ହଟାତ ସେ ଗୋଟିଏ ଗାଡ଼ି ଦୁର୍ଘଟଣା ରେ ସାମିଲ ହୋଇଥିଲେ।ଏହାକୁ ନେଇ ପ୍ରତିମା କିରଣ କୁ ଚାକିରି ରୁ ବାହାର କରି ଦେଲେ।
ପ୍ରତିମା ଭାବୁ ଥିଲେ କି ସେହି ଲୋକ ଟି ମରିବା ପଛରେ ରେ କିରଣ ଙ୍କ ହାତ ଅଛି।ଏହା ପରେ ସେ ତାଙ୍କୁ ତାଙ୍କ ପଦ ରୁ ବାହାର କରିଦେଲେ।ଏଥିରେ ବହୁତ ରାଗି ଯାଇ କିରଣ।ସେ ପ୍ରତିମା ଙ୍କ ନିକଟ ରେ ଗୁହାରି କଲେ।
Special report
ନିଜ ର ଛୋଟ ଛୋଟ ପିଲା ଙ୍କ ବିଷୟ ରେ କହିଲେ।ଘରେ ତାଙ୍କର ବହୁତ ଆର୍ଥିକ ଅସୁବିଧା ଅଛି ବୋଲି କହିଥିଲେ।ହେଲେ ପ୍ରତିମା କିଛି ବି ଶୁଣି ନ ଥିଲେ।ଶେଷ ରେ ରାଗ ରେ ପଡ଼ି କିରଣ ପ୍ରତିମା ଙ୍କୁ ମା-ରି ଦେଇଥିଲା।
ଓ ତାଙ୍କୁ ହ-ତ୍ୟା କରିବା ପରେ ବେଙ୍ଗାଲୁରୁ ଠାରୁ ୨୦୦ କିଲୋମିଟର ଦୂର କୁ ନେଇ ଫୋପାଡି ଦେଇଥିଲେ।ଏହା ପରେ ଜଣା ପଡ଼ିବା ପରେ ପୋଲିସ ଅଧିକାରୀ ମାନେ ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଥିଲେ।ପରେ ଏସବୁ ବିଷୟ ରେ ଜଣା ପଡ଼ି ଥିଲା।ଏବେ କିରଣ ଙ୍କୁ ଗିରଫ କରା ଯାଇ ଜେଲ ରେ ରଖା ଯାଇଛି।

Advertisement