ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ନ୍ୟୁଜ ଖବରକାଗଜରୁ ଜାଣିବାକୁ ପାଇଥିବେ ନିଶ୍ଚୟ ଲ। ଆଉ ଆଜିକା ଦୁନିଆରେ ପ-ର-କୀ-ୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି।

ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ମଧ୍ୟ ନେଉଛନ୍ତି। ଏହି କାରଣ ପାଇଁ ପ-ର-କୀ-ୟା ପ୍ରୀତିରେ ଲିପ୍ତ ରହି ସ୍ବାମୀ ସ୍ତ୍ରୀ କିମ୍ବା ଅନେକ ଲୋକ ଧୋ-କା ଦେବାକୁ ମଧ୍ୟ ପଛାଉ ନାହାଁନ୍ତି।
ଏହି କାରଣରୁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ମାଲିକିଆଣି ଅନ୍ୟ ପୁରୁଷଙ୍କୁ ଡାକି ନେଉଥିଲେ ଦେହ ସୁଖ। ହେଲେ ସବୁ ଦେଖୁଥିଲେ ଶ୍ରମିକ।
ଶା-ରୀ-ରି-କ ସୁଖ ନେବା ବେଳେ ମାଲିକିଆଣି ନଜର ପଡ଼ିଥିଲା ଶ୍ରମିକ ଉପରେ। ଯେତେବେଳେ ମାଲିକିଆଣି ନଜର ଶ୍ରମିକ ଉପରେ ପଡ଼ିଥିଲା ସେତେବେଳେ ମାଲିକିଆଣି ରାଗିଯାଇଥିଲେ।

ଆଉ ଶେଷରେ ଶ୍ରମିକଙ୍କୁ ଜୀବନରୁ ମାରିଦେଇଥିଲେ। ଏଭଳି ଅଭିଯୋଗ କରିଛନ୍ତି ଶ୍ରମିକର ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାକୋଇ ଫାଣ୍ଡି ଅନ୍ତର୍ଗତ ବେଣାଗାଡିଆ ଗାଁରେ।
ସୂଚନା ମୁତାବକ ବେଣାଗାଡିଆ ଗାଁର ବିଜୟ ବରାଡଙ୍କୁ ବିଲରେ କାମ କରିବା ପାଇଁ ସେହି ଗାଁର ଜଣେ ମହିଳା ଡ଼ାକିଥିଲେ। ହେଲେ ସେହି ସମୟରେ ଅନ୍ୟ ଜଣେ ପୁରୁଷ ସହିତ ଅନୈତିକ ସମ୍ପର୍କ ରଖୁଥିବା ବେଳେ ଦେଖିଦେଇଥିଲେ ଶ୍ରମିକ ଜଣକ।
ଶ୍ରମିକ ଜଣକ ଦେଖି ଦେଇଥିବାରୁ ଅନ୍ୟ ଆଗରେ ସେହି ଘଟଣାକୁ ପ୍ରକାଶ ନକରିବା ପାଇଁ ଶ୍ରମିକ ଜଣକୁ ମାରି କୂଅରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମୃ-ତ ପରିବାର ଲୋକେ। ପୋଲିସ ଅଭିଯୋଗ ପାଇବା ପରେ ମାଲିକିଆଣିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।
ତେବେ ଏବେ ଖାଲି ଦେଖିବାକୁ ବାକି ରହିଲା ମୃ-ତ ଶ୍ରମିକଙ୍କ ପରିବାର ଲୋକଙ୍କୁ କେବେ ନ୍ୟାୟ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।