Updated: Nov 20, 2023, 11:54 IST

ମାଲିକାଣୀ ସହ ସିକୁରିଟି ଗାର୍ଡ ରଖୁଥିଲା ଅନୈତିକ ଶାରୀରିକ ସଂପର୍କ, ସ୍ଵାମୀ ଆଉ ପୁଅ ଯେତେବେଳେ ପ୍ରକୃତ ସତ ଜାଣିଲେ ତାପରେ ଯାହା ହେଲା..

Special Report

ନମସ୍କାର ପାଠକ ବନ୍ଧୁ। ସିକ୍ୟୁରିଟି ଗାର୍ଡ କୁ ଲୁହା ପାଇପ ରେ ପିଟି ଦେଇଗଲା ଘର ମାଲିକ। ଏପଟେ ଗେଟ୍ ପାଖରେ ସିକ୍ୟୁରିଟି ଗାର୍ଡ ଜଗିଥିବା ବେଳେ ଘର ମାଲିକ ମଦ ପିଇ ଘରକୁ ଆସିଥିଲା।
Special Report
ଆଉ ଏହାପରେ ସେହି ସିକ୍ୟୁରିଟି ଗାର୍ଡ ଙ୍କୁ ଲହୁ ଲୁହାଣ କରି ପିଟିବାକୁ ଲାଗିଥିଲା।ସିକ୍ୟୁରିଟି ଗାର୍ଡ ଙ୍କୁ ହାତରେ ନୁହେଁ ବରଂ ସେ ଲୁହା ପାଇପ ରେ ଧରି ପିଟିଥିଲେ। ଯାହା ଫଳରେ ସିକ୍ୟୁରିଟି ଗାର୍ଡ ଙ୍କ ମୁହଁ ମଧ୍ୟ ଫାଟି ଯାଇଛି।
ଯେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକ ସିକ୍ୟୁରିଟି ଗାର୍ଡ ଙ୍କୁ ରାସ୍ତାରେ ପଡ଼ି କାନ୍ଦୁ ଥିବାର ଦେଖିଥିଲେ ସେତେବେଳେ ସେ ତାଙ୍କୁ ମାଲିକ ଙ୍କ ଘରକୁ ନେଇ ଆସିଥିଲେ। ହେଲେ ସେହି ମାଲିକଙ୍କ ପୁଅ ଯିଏକି ସିକ୍ୟୁରିଟି ଗାର୍ଡ ଙ୍କୁ ମାଡ଼ ମାରିଥିଲା ସେ ନିଜର ଭୁଲ୍ ମାନି ନଥିଲା।
ବରଂ ସେ ଆହୁରି ଖରାପ୍ ଭାଷାରେ ଗାଳିଗୁଲଜ କରିଥିଲା। ଯେତେବେଳେ ଏହି ଯୁବକ ଜଣକ ଘରକୁ ଆସିଥିଲା ସେତେବେଳେ ସେ ମଝି ରାସ୍ତା ରେ କାର କୁ ରଖି ଘରକୁ ଚାଲି ଯାଉଥିଲା।
Special Report
ଏହାପରେ ସିକ୍ୟୁରିଟି ଗାର୍ଡ ଯେତେବେଳେ ସେହି ଯୁବକଙ୍କୁ କାର କୁ ଠିକ୍ ଭାବରେ ରଖିବାକୁ କହିଥିଲେ ସେତେବେଳେ ଯୁବକ ଜଣକ ଏକ ଲୁହା ପାଇପ ରେ ସିକ୍ୟୁରିଟି ଗାର୍ଡ ଙ୍କୁ ଲହୁ ଲୁହାଣ କରି ପିଟି ପକାଇ ଥିଲେ।
ଏହାପରେ ସିକ୍ୟୁରିଟି ଗାର୍ଡ ଜଣକ ସେହି ରାସ୍ତା ଉପରେ ବସି କଇଁ କଇଁ ହୋଇ କାନ୍ଦୁ ଥିଲା। ଆଉ ଯେତେବେଳେ ସେ ମଦୁଆ ଯୁବକଙ୍କ ପାଖକୁ ଆସିଥିଲେ ସେତେବେଳେ ସେ ଆହୁରି ଗାଳି ଗୁଲଜ କରିଥିଲେ।
ସେ ସେଠାରେ କହିଥିଲେ କି ତାଙ୍କର ଇଚ୍ଛା ହେଲା ଆଉ ସେ ମାରିଲେ ବୋଲି। ଯେତେବେଳେ ଯୁବକଙ୍କୁ ତାଙ୍କର ବାପା ମାଆ ତାଗିଦ୍ କରିଥିଲେ ସେତେବେଳେ ସେହି ଯୁବକ ଜଣକ ନିଜର ବାପା ମାଆ ଙ୍କ ମଧ୍ୟ ଛାଡ଼ି ନଥିଲେ
ସେମାନଙ୍କୁ ମଧ୍ୟ ସେ ଏପଟ ସେପଟ କରି ଅନେକ କଥା କହିଥିଲେ। କାରଣ ସେତେବେଳେ ସେ ମଦ ନିଶାରେ ପୂରା ଚୁର ହୋଇ ଯାଇଥିଲେ। ଏହାପରେ ତାଙ୍କ ପାଟିକୁ ଯାହା ଆସୁଥିଲା ସେ କହିଦେଇ ଯାଉଥିଲେ।

Advertisement