ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ଏବେ କିଛି ଖବର ଆସିଛି ମାଳିକା ବଚନକୁ ନେଇ । ମାଳିକାରେ ଯାହା ଲେଖା ହୋଇଥିଲା ତାହା ସତ ହେଉଛି । ଆଜି ନହେଲେ ବି କାଲି ଏହା ନିଶ୍ଚୟ ସତ ହେବ । ଆଉ ଏହିକଥା ଆପଣମାନେ ସମସ୍ତେ ଜାଣିଥିବେ ।
ମାଳିକା ବଚନ କେବେ ନ ହୁଅଇ ଆନ । ବାହାନଗା ଠାରେ ଘଟିଥିବା ଦୁର୍ଘଟଣାକୁ ନେଇ କିଛି ଖବର ଆସିଛି । ଆଉ ଏହି ଦୁର୍ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି ।
ଏହି ଘଟଣା ସମସ୍ତଙ୍କ ମନରେ ଦୁଃଖ ଦେଇଛି । ଏବେ ଏହି ଘଟଣାକୁ ନେଇ ମାଳିକାରେ କଣ ସବୁ ସୂଚନା ଦିଆ ଯାଇଥିଲା ସେହି ବିଷୟରେ ଜାଣିବା । ସତ ହେଲା କି ମାଳିକା ବଚନ ! ମାଳିକା ବଚନ ସତ ବୋଲି କଣ ପ୍ରମାଣ କରିଦେଲା ବାହାନଗା ଠାରେ ଘଟିଥିବା ଦୁର୍ଘଟଣା ।
ମାଳିକାରେ ଲେଖାଥିଲା, ସର୍ବେ ହୋଇବେ ଏକ ମୁଖ ଡାକିବେ ନାରାୟଣ ରଖ । କେତେ ଲୋକ ଏହି କଥାକୁ ଅନ୍ଧବିଶ୍ୱାସ ଭାବି ଏଡାଇ ଦେଇ ପାରିବେ କିମ୍ବା ଏହାକୁ ଗୁଜବ କହିପାରିବେ ।
ଅନେକ ଲୋକ ବିଜ୍ଞାନକୁ ଗ୍ରହଣ କରିଥାନ୍ତି ଆଉ ଅନେକ ଲୋକ ପୁରାଣ ଶାସ୍ତ୍ର ଆଦିକୁ ମାନିଥାନ୍ତି । ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଥିଲେ, "କାନ୍ଧେ କାନ୍ଧେ ମଢ଼ା ପଚିଯିବ କାନ୍ଧ ଚମଡା । ଦେହ ହୋଇଯିବ ଶରି ପୀଡା ।" ଏମିତି ସମୟ ଆସିବ ନାନା ଦୁର୍ଘଟଣା ହେବ । କେବଳ ଏହି ଟ୍ରେନ ଦୁର୍ଘଟଣା ନୁହେଁ ।
ଆଗକୁ ଆହୁରି ଅନେକ ପ୍ରକାରର ଦୁର୍ଘଟଣା ଘଟିବ ବୋଲି ମାଳିକାରେ ଲେଖାଯାଇଛି । ଏହି ଦୁର୍ଘଟଣା ଘଟିଲେ ଜାଣିବ ଯେ କଳିଯୁଗ ଶେଷ ହେବାକୁ ଯାଉଛି । ବାହାନଗା ଠାରେ ରେଳ ଦୁର୍ଘଟଣା ପ୍ରମାଣ କରିଦେଲା କି ମାଳିକା ବଚନ ସତ ଅଟେ ।
ସ୍ବାମୀ ଅଚ୍ୟୁତାନନ୍ଦ ମାଳିକାରେ ଯାହା ଲେଖିଥିଲେ ତାହା ଧୀରେ ଧୀରେ ଏହିଭଳି ଭାବରେ ସତ ହେଉଛି । ଯଦି ଆପଣଙ୍କୁ ମାଳିକା ବଚନ ଉପରେ ବିଶ୍ୱାସ ହେଉନାହିଁ ତାହେଲେ ୨୦୨୩ ମସିହା ଶୁକ୍ରବାର ଦିନ ଘଟିଥିବା ଏହି ରେଳ ଦୁର୍ଘଟଣା ବିଷୟରେ ଭାବନ୍ତୁ ।