Jan 15, 2024, 11:31 IST

ମାଳଦ୍ୱିପ ମନ୍ତ୍ରୀ କହିଲେ ଭାରତୀୟ ମାନେ ୨୪ ଘଣ୍ଟା ରେ ଆମ ଦେଶ ଛାଡ଼ନ୍ତୁ: ମୋଦୀ କହିଲେ ତୋର ଆଉ ଦେଶ ରେ ବଂଶ ନିପାତ୍ କରିବି, ଅପେକ୍ଷା କର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ସାଙ୍ଗରେ ଲାଗିବା ପରେ ଏବେ ମାଳଦ୍ଵୀପ ଖୁବ ହଇରାଣ ହୋଇ ଯାଇଛି।ମାଳଦ୍ଵୀପ ଯିବାର ନାହିଁ କି ଟଙ୍କା ଟିଏ ମଧ୍ୟ ଦେବାର ନାହିଁ ବୋଲି ଲୋକମାନେ କହିଲେ ଭାରତିୟ।
Special Report
ଭାରତ ସପକ୍ଷରେ ଅନେକ ଅଭିନେତା ତଥା ବଡ଼ ବଡ଼ ବ୍ୟକ୍ତିତ୍ଵ ବାହାରିଛନ୍ତି। ଯେମିତି କି ସଲମାନ୍ ଖାନ, ଅକ୍ଷୟ କୁମାର ଓ ସଚିନ ତେନ୍ଦୁଲକର ଭାରତକୁ ସଂପୂର୍ଣ୍ଣ ଭାବରେ ସାଥ କରିଥିବା ନଜର ଆସିଥିଲେ।
୧୦,୫୦୦ ହୋଟେଲ୍ ବୁକିଂ ଏବଂ ୫,୫୦୦ ବିମାନ ଟିକେଟ ରଦ୍ଦ ହୋଇଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସମାଲୋଚନା କରି ବହୁତ୍ ବଡ଼ ଭୁଲ୍ କରି ଦେଇଛି ମାଳଦ୍ଵୀପ ସରକାର। ନିଜପାଇଁ ଏବେ ନିଜ ହାତରେ ହିଁ ମାଳଦ୍ଵୀପ କବର ଖୋଳି ଦେଇଛି।
ସାରା ବିଶ୍ବ ରେ ଥିବା ଭାରତୀୟ ମାନେ ଏବେ ଏକ ହୋଇ ଯାଇଛନ୍ତି।ମାଳଦ୍ଵୀପ କୁ ଆଉ କେହି ଜଣେ ବି ଭାରତିୟ ଯିବେ ନାହିଁ ବୋଲି ମଧ୍ୟ ଏହା ଶପଥ କରି ନେଇଛନ୍ତି।
Special Report
ଜୀବନରେ ଥରେ ହେଲେ ମଧ୍ୟ ସେଠାକୁ ଯିବେ ନାହିଁ ଫିଲ୍ମ୍ ସୁଟିଂ କରିବେ ନାହିଁ ବୋଲି କହିଛନ୍ତି ବଲିଉଡ ସୁପରଷ୍ଟାର ମାନେ। ଏଭଳି କି କ୍ରିକେଟର ସଚ୍ଚିନ ତେନ୍ଦୁଲକର ମଧ୍ୟ ମାଳଦ୍ଵୀପ ଉପରେ ସଂପୂର୍ଣ୍ଣ ଭାବରେ ରାଗି ଯାଇଛନ୍ତି।
ଭାରତ ସହ ସେ କେମିତି ପଙ୍ଗା ନେଲା ବୋଲି ମଧ୍ୟ ଏହା ଏବେ ପ୍ରଶ୍ନ ଉଠିଛି।ମାଳଦ୍ଵୀପ କୁ ଭଲକରି ପାନେ ଦେବା ପାଇଁ ଏହା ଭାରତରେ ଦାବୀ ମଧ୍ୟ କରାଯାଇଛି। ଲାକ୍ଷାଦ୍ଵୀପ ଗସ୍ତ ପରେ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ।
ଏବଂ କହିଥିଲେ କି ଲାକ୍ଷାଦ୍ଵୀପ ବୁଲିବାକୁ ଆସି ପ୍ରକୃତିର ସୁନ୍ଦରତା କୁ ଉପଭୋଗ କରିବା ପାଇଁ। ଯାହାକୁ ନେ଼ଇ ମାଳଦ୍ଵୀପ ର ତିନିଜଣ ମନ୍ତ୍ରୀ ମଧ୍ୟ ବିବାଦୀୟ ବୟାନ ପ୍ରଦାନ କରିଥିଲେ। ଏହାପରେ ଭାରତରେ ଏହାକୁ ଖୁବ ବିରୋଧ କରାଯାଇଥିଲା।
ଏବଂ ସବୁ ଟିକେଟ ମଧ୍ୟ ଭାରତିୟ ମାନେ ରାଗି କ୍ୟାନ୍ସଲ କରି ଦେଇଥିଲେ। ଏହାପରେ ସେହି ମନ୍ତ୍ରୀ ମାନଙ୍କୁ ନିଲମ୍ବନ ମଧ୍ୟ କରାଯାଇ ଥିଲା ମାତ୍ର ଏହି ଅପମାନ ଏଯାଏଁ ଭାରତ ଭୁଲି ନାହିଁ।

Advertisement