Jan 7, 2024, 10:54 IST

ମଲାଇକା କୁ ଧୋକା ଦେଲେ ଅର୍ଜୁନ : ବୁଢ଼ୀ ବୟସ ରେ ସକେଇ ସକେଇ କାନ୍ଦୁଛନ୍ତି ମଲାଇକା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଙ୍ଗିଗଲା ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଙ୍କ ସମ୍ପର୍କ। ଆଉ ତାଙ୍କର ଏହି ବ୍ରେକ ଅପ ପଛର କାରଣ ହେଉଛି ବିବାହ। ପୂର୍ବ ସ୍ଵାମୀଙ୍କ ବିବାହ ପରେ ଏବେ ମଲାଇକା ଙ୍କ ବିବାହ କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି।
Special Report
ମଲାଇକା ଅରୋରା ଏବଂ ଅର୍ଜୁନ କପୁର ବଲିଉଡ ର ଲୋକପ୍ରିୟ ପ୍ରେମି ଯୁଗଳ ମାନଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ମଧ୍ଯ ହେଉଛି।
ଦୁହିଁଙ୍କ ସମ୍ପର୍କ କୁ ନେଇ ବଲିଉଡ ରେ ଚର୍ଚା ଖୁବ୍ ଜୋର୍ ମଧ୍ୟ ଧରିଥାଏ। ପାର୍ଟି ଇଭେଣ୍ଟ ସବୁ ସ୍ଥାନ ମାନଙ୍କରେ ଦୁହିଁଙ୍କୁ ଏକାଠି ଭାବରେ ଦେଖିବାକୁ ମିଳିଥାଏ। ଦୁହେଁ ଆଗକୁ ବିବାହ କରିବାକୁ ଥିବା ଯୋଜନା ମଧ୍ୟ ଶୁଣିବାକୁ ମିଳିଥିଲା।
ହେଲେ ନିକଟରେ ଏହା ଶୁଣିବାକୁ ମିଳିଛି କି ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଛି। ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ଅର୍ଜୁନ ଏବେ ଅନ୍ୟ ଜଣକୁ ଡେଟ୍ କରୁଛନ୍ତି ବୋଲି।
Special Report
ଏହି ଚର୍ଚ୍ଚାର ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର କୁଶା କପିଳା ଙ୍କ ନାମ ଆସୁଛି। ହେଲେ ସେ ସ୍ପଷ୍ଟ ଭାବରେ ବାରଣ କରି ଦେଇଛନ୍ତି କି ସେ କୁଶା ଙ୍କ ସହ ରିଲେସନ ରେ ନାହାଁନ୍ତି ବୋଲି।
ଏହି ଗୁଜବ ପରେ ପୁଣି ଥରେ ମଲାଇକା ଓ ଅର୍ଜୁନ ଙ୍କୁ ଏକାଠି ସ୍ପଟ୍ କରାଯାଇ ଥିଲା। ଏହାପରେ ଏହା ସୁଚନା ମିଳି ଯାଇଥିଲା କି ଦୁହେଁ ଏବେ ମଧ୍ୟ ଏକାଠି ଅଛନ୍ତି। ହେଲେ ଏହି ଗୁଜବ କାହିଁକି ଓ କେଉଁ କାରଣ ପାଇଁ ଉଠିଥିଲା ତାହା ଜଣା ନାହିଁ।
ରିପୋର୍ଟ ଅନୁସାରେ ମଲାଇକା ଓ ଅର୍ଜୁନ ପରସ୍ପର ପ୍ରତି ଖୁବ ଲୟାଲ ମଧ୍ୟ ଅଟନ୍ତି। ତାଙ୍କର ଏଭଳି ଭାବରେ ଗୁଜବ ଉଠିବାର କାରଣ ହେଉଛି ବିବାହ। ଶୁଣିବାକୁ ମିଳିଥିଲା କି ଦୁହିଁଙ୍କ ମଧ୍ୟରୁ ଜଣେ ବିବାହ କରିବାକୁ ଚାହୁଁ ଥିଲା ବୋଲି।
କିନ୍ତୁ ଅନ୍ୟ ପାର୍ଟନର ଏଥିପାଇଁ ପ୍ରସ୍ତୁତ ନଥିଲେ। ସେଥିପାଇଁ ଦୁହେଁ ସମ୍ପର୍କ କୁ ଆଗକୁ ବଢ଼େଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଏହା କେତେଦୂର ସତ ତାହା ଜଣାପଡି ନାହିଁ।

Advertisement