Jan 18, 2024, 11:53 IST

ମୋ ସହ ଖରାପ ସମ୍ପର୍କ ରଖି ମତେ ଗର୍ଭବତୀ କରିଦେଲା ଏବେ କହୁଚି ବାହା ହେବିନି, ମୁ ତାର ଦୁନିଆ ହଲେଇ ଦେବି କଣ ଭାବୁଚି କି...

Special Report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେମ ପ୍ର-ତା-ର-ଣା ଧୋ-କା ଆଦି ପ୍ରତ୍ୟେକ କ୍ଷେତ୍ର ରେ ଦେଖା ଯାଉଚି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ଜଣେ ମହିଳା ଙ୍କୁ ଦୀର୍ଘ ୮ ବର୍ଷ ଧରି ପ୍ରେମ କରୁଥିଲେ ଜଣେ ଯୁବକ।ଶେଷ ରେ ତାଙ୍କୁ ଅଧା ବାଟ ରେ ଛାଡି ଦେଇ କୁଆଡେ ଚାଲି ଯାଇଛନ୍ତି।ଓ କହୁଛନ୍ତି କି ମୁଁ ତୋତେ ରଖିବି ନାହିଁ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଚାନ୍ଦିଲି ଗାଁ ରେ।ସେହି ଗ୍ରାମ ର ଜଣେ ଝିଅ ହେଉଛନ୍ତି ବୃନ୍ଦାବତି ଜାନି 
ସେ ଦୀର୍ଘ ୮ ବର୍ଷ ଧରି ନିକଟସ୍ଥ ଗ୍ରାମ ର ପବିତ୍ର ଙ୍କୁ ପ୍ରେମ କରି ଆସୁଥିଲେ।ପବିତ୍ର ତାଙ୍କୁ ଅନେକ ସ୍ବପ୍ନ ଦେଖାଇ ଥିଲେ।ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଆମେ ଦୁହେଁ ସୁଖ ରେ ଘର ସଂସାର କରିବେ।ତେଣୁ ସେମାନେ ଗତ କିଛି ଦିନ ତଳେ ଘରୁ ଲୁଚି ତ୍ରିପୁରା କୁ ଚାଲି ଯାଇ ଥିଲେ।
ସେଠାରେ ସେମାନେ ସ୍ଵାମୀ ସ୍ତ୍ରୀ ରୂପେ ରହୁଥିଲେ।ପବିତ୍ର ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ପବିତ୍ର ତାଙ୍କୁ କହିଥିଲେ କି ଆମେ ଗାଁ କୁ ଯିବା ସେଠାରେ ବିବାହ କରିବା।ତାଙ୍କ କଥା ରେ ରାଜି ହୋଇ ଯାଇଥିଲେ ବୃନ୍ଦାବତି।ସେ ସେମାନେ ଟ୍ରେନ ଯୋଗେ ନିଜ ଗାଁ କୁ ଆସୁ ଥିଲେ।
Special Report
ଏହି ସମୟ ରେ ପବିତ୍ର ତାଙ୍କୁ କହିଥିଲେ କି ମୁଁ ଟିକେ ବାହାରୁ ଆସୁଛି।ଏହା ପରେ ସେ କେଉଁ ଆଡ଼େ ଚାଲି ଯାଇଥିଲେ।ଯୁବତୀ ଜଣକ ଅନେକ ଥର ତାଙ୍କୁ ଖୋଜା ଖୋଜି କଲେ।ହେଲେ ତାଙ୍କୁ କୋଉଠି ପାଇଲେ ନାହି।ଶେଷ ରେ ତାଙ୍କୁ ଫୋନ୍ କଲେ।
ଏଥିରେ ପବିତ୍ର କହିଲେ କି ତୁ ତୋ ଘର କୁ ଚାଲି ଯା।ମୋର ଆଉ ତୁ ଦରକାର ନାହୁଁ।ମୁଁ ତୋତେ ସ୍ତ୍ରୀ ରୂପେ ଗ୍ରହଣ କରି ପାରିବି ନାହି।ଏହା ଶୁଣିବା ପରେ ଯୁବତୀ ଙ୍କ ପାଦ ତଳୁ ଯେପରି ମାଟି ଖସି ଯାଇଥିଲା।ଏହା ପରେ ସେ ନିକଟସ୍ଥ ଥାନା ରେ ଅଭିଯୋଗ କରିଥିଲେ।
ଥାନା ରେ ଏ ଘଟଣା ର ତଦନ୍ତ ଆରମ୍ଭ ହୋଇଚି।ଏବେ ବୃନ୍ଦାବତୀ ନିଜ ଶାଶୁ ଘର ସାମ୍ନା ରେ ଧାରଣା ରେ ବସି ଛନ୍ତି।ଯିଏ ନିଜେ କହୁଥିଲେ ମୁଁ ତୋତେ ଆମ ଘର କୁ ବୋହୂ କରି ନେବି ସେ ହିଁ ଶେଷ ରେ ଏକୁଟିଆ ଟ୍ରେନ ଭିତରେ ଛାଡ଼ି ଚାଲି ଯାଇଛି।
ଯାହାକୁ ଏବେ ଯେ କେହି ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଛୁ।ଯୁବତୀ ଜଣକ ଏମିତି କି ଭୁଲ କରିଥିଲେ ବୋଲି ଏବେ ଲୋକ ମାନେ କହୁଛନ୍ତି।ପୋଲିସ ଏବେ ପବିତ୍ର ଙ୍କୁ ଖୋଜୁଛି।ଖୁବ୍ ଶୀଘ୍ର ତାଙ୍କ ଗିରଫ କରା ଯିବ ବୋଲି ସୂଚନା ରହିଛି।

Advertisement