Dec 13, 2023, 18:10 IST

ମହିଳାଙ୍କ ପ୍ୟାଣ୍ଟିରୁ ବାହାରୁଛି ସୋରିଷ ତେଲ ଦେଖନ୍ତୁ ସାମ୍ନାକୁ ଆସିଲା VIRAl VIDEO

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଜିନିଷ ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଅନେକ ଲୋକ ସପିଙ୍ଗ ମଲକୁ ସପିଙ୍ଗ କରିବାକୁ ଯାଇଥାନ୍ତି । ଆଉ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ସପିଙ୍ଗ କରିବାକୁ ଯାଇ ବିନା ପଇସାରେ ଅନେକ ଜିନିଷ ଆଣିଥାନ୍ତି । ଏବେ ଏଭଳି କିଛି ଦେଖିବାକୁ ମିଳିଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ସପିଙ୍ଗ କରିବାକୁ ମଲ ଭିତରକୁ ଯାଇଥିଲେ । ଏହି ଯୁବତୀ ଜଣକ ସପିଙ୍ଗ ମଲ ଭିତରେ ଅନେକ ପ୍ରକାରର ଜିନିଷ ଦେଖିଲେ । କିନ୍ତୁ ସେ କୌଣସି ଜିନିଷ ଆଣି ନଥିବା ଭଳି ଅଭିନୟ କରିଥିଲେ ।
Special Report
ଏହି ମହିଳା ଜଣକ ପିନ୍ଧିଥିବା ପୋଷାକ ତଳେ ସେ ଏତେ ଜିନିଷ ଆଣିଥିଲେ ଯାହାକୁ ଦଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ମହିଳା ଜଣକ ଏତେ ଖରାପ କାମ କରିଛନ୍ତି ଯାହା ଏହି ଭିଡିଓରେ ଆପଣମାନେ ଦେଖିପାରିବେ । 
ଏହି ମହିଳା ଜଣକ ନିଜ ସାୟା ଭିତରେ ଲୁଗା, ଖାଇବା ଜିନିଷ ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ଜିନିଷ ଆଣିଛନ୍ତି । ସେ ସାୟା ଭିତରେ ଏହିସବୁ ଜିନିଷ ପୁରେଇ କରି ଆଣିଥିଲେ ।
Special Report
ଆଉ ସେ ଜାଣି ନଥିଲେ କି ସେ ଯାହା ସବୁ ଆଣୁଛନ୍ତି ତାହା ସିସିଟିଭିରେ ରେକର୍ଡ ହୋଇଛି । ଏହି ମହିଳା ଜଣଙ୍କର ଏଭଳି ନିର୍ଲଜ୍ଜ କାମ ଏବେ ସମସ୍ତଙ୍କ ସାମ୍ନାରେ ଧରାପଡ଼ିଛି । ଏହି ମହିଳା ଜଣକ ଟଙ୍କାଟିଏ ଖର୍ଚ୍ଚ ନକରି ମାସକର ରାସନ୍ ଘରକୁ କିଭଳି ନେଇଯିବେ ସେହି ଯୋଜନା କରିଥିଲେ । 
ଆଉ ଏହି ଯୋଜନା କରି ସେ ସପିଙ୍ଗ ମଲ ଭିତରକୁ ଆସିଥିଲେ । ଆଉ ସେହି ଅନୁସାରେ ସେ ଜିନିଷ ମଧ୍ୟ ଚୋରି କରି ନିଜ ସାୟା ଭିତରେ ରଖିଥିଲେ । କିନ୍ତୁ ସବୁକିଛି ଖରାପ ହୋଇ ଯାଇଥିଲା । ଏହି ମହିଳା ଜଣକ ଏଭଳି କାମ କରୁଥିବାର ସିସିଟିଭିରେ ଦେଖା ଯାଇଥିଲା ।
ଆଉ ପରେ ମହିଳା ସିକ୍ୟୁରିଟି ତାଙ୍କର ସାୟା ଭିତରୁ ଏହିସବୁ ଅନେକ ଜିନିଷ ବାହାର କରିଥିଲେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement