Feb 18, 2024, 16:23 IST

ମହିଳାଙ୍କ ପାଦ ଏତେବଡ଼ ଯେ ଦେଖିଲେ ଆପଣ ବିଶ୍ୱାସ କରିବେନି ଦେଖନ୍ତୁ ଏତେବଡ଼ ପାଦ ପାଇଁ ମିଳିଲା ବିଶ୍ଵ ରେକର୍ଡ ରେ ସ୍ଥାନ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ପାଇ ପାରୁଛନ୍ତି । ଅନେକ କିଛି କଥା ଅଛି ଯାହା ଗିନିଜ ବୁକରେ ରେକର୍ଡ ହୋଇଥାଏ ।
Special report
ଆଉ ଏବେ ଏହି ବିଷୟରେ କିଛି ଖବର ଆପଣମାନେ ପାଇପାରିବେ । ଗିନିଜ ବୁକରେ ରେକର୍ଡ ହୋଇଥିବା କଥା ମଧ୍ୟରୁ ଆପଣ କିଛି ଖବର ଜାଣିପାରିବେ । କିଛି ଲୋକ ଦେହ ପାଇଁ ଗିନିଜ ବୁକରେ ସ୍ଥାନ ପାଇଛନ୍ତି । 
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଶୁଣି ପାରିବେ କି ଜଣେ ମହିଳା ଲମ୍ବା ପାଦ ପାଇଁ ଗିନିଜ ବୁକରେ ସ୍ଥାନ ପାଇଛନ୍ତି । ଏହି ମହିଳା ଜଣଙ୍କର ପାଦ ଦେହ ଠାରୁ ବଡ ଅଟେ । ଆଉ ଏଥିପାଇଁ ସେହି ମହିଳା ଜଣକ ଗିନିଜ ବୁକରେ ସ୍ଥାନ ପାଇଛନ୍ତି ।
Special report
ଏହି ମହିଳା ଜଣକ ଆମେରିକାର ଅଟନ୍ତି । ଏହି ମହିଳା ମାନଙ୍କର ବାମ ପାଦର ଲମ୍ବ ଡାହାଣ ପାଦର ଲମ୍ବ ସହ ମିଶି ନଥାଏ । ଆଉ ଏହି କାରଣ ପାଇଁ ଏବେ ସେମାନେ ଗିନିଜ ବୁକରେ ସ୍ଥାନ ପାଇଛନ୍ତି । 
ଏହି ମହିଳା ଜଣଙ୍କର ଡାହାଣ ପାଦର ଲମ୍ବ ୩୩. ୧ ସେଣ୍ଟିମିଟର ଅଟେ । ଆଉ ବାମ ପାଦର ଲମ୍ବ ୩୨.୦ ସେଣ୍ଟିମିଟର ହୋଇଥାଏ । ସେମାନଙ୍କର ଉଚ୍ଚତା ୭ ରୁ ୮ ଫୁଟ ଥାଏ । ଏହି ମହିଳାମାନେ ତାଙ୍କ ପାଦ ପାଇଁ ଚର୍ଚ୍ଚାରେ ରହିବା ସହ ଗିନିଜ ବୁକରେ ସ୍ଥାନ ପାଇଛନ୍ତି ।
Special report
ଏଭଳି ମହିଳାଙ୍କ ପାଇଁ ଜୋତା କିଣିବା ସହଜ ହୋଇନଥାଏ । ଏମାନଙ୍କର ପାଦ ଏତେ ଲମ୍ବା ହୋଇଥିବାରୁ ତାଙ୍କ ପାଦ ପାଇଁ ଚପଲ ମିଳି ନଥାଏ ।୧୧ ରୁ ୧୨ ନମ୍ୱର୍ ଜୋତା ମିଳିବା ମଧ୍ୟ କଷ୍ଟକର ହୋଇ ପଡ଼ିଥାଏ ।
Special report
ତାଙ୍କ ପାଦ ଜୋତା ପାଇଁ ତାଙ୍କୁ ଅନେକ ଦୋକାନ ବୁଲିବାକୁ ପଡ଼ିଥାଏ । ଏହି ମହିଳାଙ୍କ ପାଇଁ ଜୋତା ମିଳୁ ନଥିବାରୁ ସେମାନେ ନିଜେ ଜୋତା ତିଆରି କରି ପିନ୍ଧିଥାନ୍ତି ବୋଲି ଜଣାପଡିଛି । ଆଉ କେହି ମହିଳା ପୁରୁଷଙ୍କ ଟେନିସ ଜୋତା ପିନ୍ଧି ଥାଆନ୍ତି ବୋଲି ଜଣାପଡିଛି ।
ସେମାନଙ୍କର ପାଦ ଲମ୍ବା ଥିବାରୁ ସେମାନେ ନଖ କାଟିବା ପାଇଁ ମଧ୍ୟ ଅସୁବିଧା ଭୋଗ କରନ୍ତି । ସେମାନେ ଅନ୍ୟର ସାହାଯ୍ୟରେ ମଧ୍ୟ ନେଲପଲିସ ଲଗାଇଥାନ୍ତି । ଏମାନଙ୍କ ପାଦ ସାଧାରଣ ଲୋକଙ୍କ ପାଦ ଠାରୁ ଭିନ୍ନ ଅଟେ ।

Advertisement