Dec 10, 2023, 12:29 IST

ପ୍ରତି ୩-୪ ଦିନ ରେ ଘରକୁ ଆସି ମୋ ସହ ଖରାପ ସମ୍ପର୍କ ରଖୁଛି, ଯେତେ ମନା କଲେ ବି ବାପା ଙ୍କ ଆଗରେ ରଖିଲା ସମ୍ପର୍କ

Special Report

ନମସ୍କାର ପାଠକ ବନ୍ଧୁ।ସମାଜ ରେ ଏବେ କିଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ପ୍ରତିଦିନ ଦିନ ଘରେ ପୁରାଇ ଖୁବ୍ ପିଟୁ ଛନ୍ତି।
Special Report
ମହିଳା ଙ୍କ ବାପା ତାଙ୍କ ଜ୍ବାଇଁ ଙ୍କୁ ଅଟକାଇବା ପାଇଁ ଯିବା ରୁ ତାଙ୍କୁ ମଧ୍ୟ ମାରିଥିଲେ ଜ୍ବାଇଁ।ଏହା ପରେ ମହିଳା ଜଣକ ଥାନା ରେ ତାଙ୍କ ସ୍ଵାମୀ ଙ୍କ ବିରୋଧ ରେ ଅଭିଯୋଗ କରିଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅଞ୍ଚଳ ରେ।
ଏଠାରେ ରାମ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ପୂର୍ବେ ବିବାହ କରିଥିଲେ।ବିବାହ ପରେ ବିବାହ ପରେ ରାମଚନ୍ଦ୍ର ସ୍ତ୍ରୀ ଙ୍କ ସହିତ ଦିନ ରାତି ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ସେ ଏପରି ସବୁବେଳେ କରିବାରୁ ସ୍ତ୍ରୀ ରାଗି ଯାଉଥିଲେ।ସେଥିପାଇଁ ସେ ନିଜ ବାପ ଘରେ ଆସି ରହୁଥିଲେ।ହେଲେ ରାମ ଚନ୍ଦ୍ର ନିଜ ଶ୍ୱଶୁର ଘର କୁ ଆସି ସ୍ତ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା।ସ୍ତ୍ରୀ ବାରଣ କରିବାରୁ ତା ସହିତ ଜୋର୍ ଜବରଦସ୍ତି କରୁଥିଲା।
Special Report
ଏହା ପରେ ତାର ଗୋଡ ହାତ କୁ ବାନ୍ଧି ତାକୁ ଖଟ ରେ ଶୁଆଇ ଦେହ ସୁଖ ନେଉ ଥିଲା।ତାର ଶରୀର ର ପ୍ରତ୍ୟେକ ଅଂଶ କୁ କାମୁଡି ଖାଉ ଥିଲା।ଏହାକୁ ବିରୋଧ କରିଥିଲେ ମହିଳା ଙ୍କ ବାପା।ଏହା ପରେ ରାମ ଚନ୍ଦ୍ର ତାଙ୍କୁ ମଧ୍ୟ ମାଡ ମାରିଥିଲେ।
ସବୁଦିନ ଗଞ୍ଜେଇ ଖାଇ ରାମ ଚନ୍ଦ୍ର ମହିଳା ଙ୍କ ଘରେ ଏଭଳି କାଣ୍ଡ କରୁଥିଲେ।ଶେଷ ରେ ଆଉ ସହି ପାରି ନ ଥିଲେ ମହିଳା।ସେ ଏହାକୁ ବିରୋଧ କରିଥିଲେ।
ନିକଟରେ ଥିବା ଥାନା ରେ ସେ ଏ ବିଷୟ ରେ ଏକ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ କୁ ଗୁରୁତର ସହିତ ପୋଲିସ ଗ୍ରହଣ କରିଛି।ଏବେ ଦେଖିବାକୁ ରହିଲା ପୋଲିସ କେବେ ତାର ତଦନ୍ତ ଆରମ୍ଭ କରୁଛି।ଓ ମହିଳା ଙ୍କୁ କେବେ ନ୍ୟାୟ ମିଳୁଛି।

Advertisement