Oct 12, 2023, 12:27 IST

ମୋ ସହ ଆଜ୍ଞା ଭୁବନେଶ୍ୱର ରେ ବାରମ୍ବାର ସମ୍ପର୍କ ରଖି ଚାଲିଥିଲା, ୬ ବର୍ଷ ମୋ ଦେହ ଉପୋଭୋଗ କରି ସାରି ଏବେ କହୁଚି ତୁ ଯାଆ ମୁଁ ବାହା ହେବିନି

Special report

ନମସ୍କାର ପାଠକ ବନ୍ଧୁ।ଆଜିର ଯୁବ ପିଢ଼ି ମାନେ ପ୍ରେମ କରି ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ମହିଳା ମାନେ ନିଜ ପରିବାର ର ବିରୋଧ ରେ ଯାଇ ଅନ୍ୟ ଯୁବକ ମାନଙ୍କୁ ବିବାହ କରୁଛନ୍ତି।ବିବାହ ପରେ ଶାରିରୀକ ସମ୍ପର୍କ ମଧ୍ୟ ରଖୁଛନ୍ତି।
Special report
ସବୁ କିଛି ଶେଷ ହୋଇ ସାରିଲା ପରେ ସେହି ଯୁବକ ମାନେ ନିଜ ପତ୍ନୀ କୁ ଛାଡି ଦେଉଛନ୍ତି।ଆମେ ଆଜି ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ସୂଚନା ଅନୁସାରେ ଜଣେ ମହିଳା ଗତ କାଲି ଥାନା ରେ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ଧୋକା ଦେଇଛନ୍ତି।
ମହିଳାଙ୍କ ର ସ୍ଵାମୀ ଙ୍କ ର ନାମ ହେଉଛି ସମର ନାୟକ।ସେ ଗତ କିଛି ଦିନ ତଳେ ତାଙ୍କରି ଗ୍ରାମ ର ଜଣେ ମହିଳା ଙ୍କୁ ବିବାହ କରିଥିଲେ।ବିବାହ ପରେ ଉଭୟ ଭଲ ରେ ଥିଲେ।ସମର ମହିଳା ଙ୍କ ସହିତ ପ୍ରତିଦିନ ଶା-ରି-ରୀ-କ ସମ୍ପର୍କ ରଖୁ ଥିଲେ।
ହେଲେ ହଟାତ ତାଙ୍କର କଣ ହେଲା କେଜାଣି ସେ ଉକ୍ତ ମହିଳା ଙ୍କୁ ନିଜର ପତ୍ନୀ ରୂପେ ସ୍ବୀକାର କଲେ ନାହି।ଏବେ ମହିଳା ଜଣକ ନିଜ ବାପ ଘରେ ରହୁଛନ୍ତି।ଅନେକ ଲୋକ ତାଙ୍କୁ ଚରିତ୍ରାହିନ ବୋଲି କହିଛନ୍ତି।ଶେଷ ରେ ବାଧ୍ୟ ହୋଇ ସେ ଥାନା ର ଦ୍ବାରସ୍ଥ ହେଲେ।
Special report
ପୋଲିସ ମହିଳା ଙ୍କ ଡାକ୍ତରୀ ଟେଷ୍ଟ କରିଛି।ଓ ମହିଳା ଜଣକ ନିଜ ବିବାହ ପରିଚୟ ପତ୍ର ମଧ୍ୟ ଦେଖାଇଛନ୍ତି।ଏଥିରୁ ଜଣା ପଡ଼ୁଚି କି ମହିଳା ଜଣକ ସବୁ ସତ କହୁ ଛନ୍ତି।
ସେହି ଭଳି ଅନ୍ୟ ପଟେ ତାଙ୍କ ସ୍ବାମୀ ସମର ନାୟକ କହିଛନ୍ତି କି ଉକ୍ତ ଯୁବତୀ ଜଣକ ତାଙ୍କ ନାମ ରେ ୧୬ ଲକ୍ଷ ଟଙ୍କା ଋଣ କରିଛି।ତାଙ୍କ ଅଜାଣତ ରେ ସେହି ଯୁବତୀ ଜଣକ ତାଙ୍କୁ ଠକି ଦେଇଛନ୍ତି।ହେଲେ ସେ ଗଣ ମାଧ୍ୟମ ଆଗରେ ମହିଳା ଙ୍କୁ ବିବାହ କରିବା କଥା କହି ନାହାନ୍ତି।
ମହିଳା ଜଣକ ଏବେ ନ୍ୟାୟ ପାଇବା ପାଇଁ ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।ତାଙ୍କ ର କଣ ଭୁଲ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରେମ କରି ବିବାହ କଲେ ବୋଲି କଣ ତାଙ୍କର ଏତେ ବଡ ଭୁଲ ହୋଇ ଗଲା।
ସେ ଏବେ ବହୁତ ଏକୁଟିଆ ହୋଇ ଯାଉଛନ୍ତି।ନ୍ୟାୟ ପାଇବା ପାଇଁ ସେ ବହୁତ ଥର ଥାନା କୁ ଦଉଡ଼ି ଲେଣୀ।ଏବେ ଦେଖିବାକୁ ବାକି ରହିଲା ତାଙ୍କୁ କେବେ ନ୍ୟାୟ ମିଳୁଛି।

Advertisement