Sep 29, 2023, 19:18 IST

ମହାକାଶରେ ସବୁ ରେକର୍ଡ ଭାଙ୍ଗିଦେଲେ ଏହି ବ୍ୟକ୍ତି ଦେଖନ୍ତୁ ରହିଲେ ୩୭୨ ଦିନ - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଯାହା ଦେଶ ବିଦେଶକୁ ନେଇ ଆସୁଛି ତାହା ଆପଣମାନେ ଜାଣିପାରିବେ । ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ମହାକାଶକୁ ଯେଉଁ ମହାକାଶଚାରୀମାନେ ଯାଇଥାନ୍ତି ସେମାନେ ସେଠାରେ ବହୁତ କମ୍ ଦିନ ରହିଥାନ୍ତି । 
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ମହାକାଶଚାରୀଙ୍କ ବିଷୟରେ ଜାଣିପାରିବେ ଯିଏ କି ସମସ୍ତ ମହାକାଶଚାରୀଙ୍କର ରେକର୍ଡ ଭାଙ୍ଗିଛନ୍ତି ।ଆମେରିକାର ମହାକାଶଚାରୀ ଏହି ରେକର୍ଡ ଭାଙ୍ଗିଛନ୍ତି ।
Special report
ଏହି ମହାକାଶଚାରୀ ଜଣକ ୧୬ ଦିନ ଅଧିକ ମହାକାଶରେ ରହି ସବୁ ରେକର୍ଡ କାଟି ଦେଇଛନ୍ତି । ପୃଥିବୀରେ ସଫଳ ଲ୍ୟାଣ୍ଡିଂ ପରେ କରାଯାଉଛି ପ୍ରଶଂସା ।ଆନ୍ତର୍ଜାତୀୟ ସ୍ପେସ ଟିମ୍ ଯାହା ହେଉଛି ପୃଥିବୀ ଗ୍ରହର ଉପର ସ୍ତର । ଏଠାରେ ଅଧିକ ଦିନ ରହିଛନ୍ତି ଏହି ମହାକାଶଚାରୀ ।
ସେଠାରେ ୩୭୧ ଦିନ ରହି ରେକର୍ଡ ଭାଙ୍ଗିଛନ୍ତି ଆମେରିକାର ମହାକାଶଚାରୀ । ପୂର୍ବରୁ ୩୫୫ ଦିନ ରହି କେହି ଜଣେ ମହାକାଶଚାରୀ ରେକର୍ଡ କରିଥିଲେ ଆଉ ତାଙ୍କର ରେକର୍ଡ ଏବେ ଭଙ୍ଗା ଯାଇଛି । ୨୦୧୭ ମସିହାରେ ୧୮ ହଜାର ଲୋକ ମହାକାଶ ଯାତ୍ରା ପାଇଁ ଆବେଦନ କରିଥିଲେ ।
Special report
ସେଥିମଧ୍ୟରୁ ୧୦ ଜଣ ଲୋକଙ୍କୁ ଚୟନ କରାଯାଇଥିଲା । ସେହି ୧୦ ଜଣଙ୍କ ଭିତରେ ଥିଲେ ରୋବିଓ ଥିଲେ । ସେ ହେଉଛନ୍ତି ଜଣେ ସେନା ଚିକିତ୍ସକ ଏବଂ ନାସାର ମହାକାଶଚାରୀ । 
ସ୍ପେସରେ ତାଙ୍କର ମିଶନ ୬ ମାସ ପାଇଁ ନିର୍ଦ୍ଧାରଣ କରାଯାଇଥିଲା । ଏବଂ ପରେ ଏହାକୁ ବଢ଼ାଯାଇଥିଲା । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ହେଉଛି ସେହି ଜାଗା ଯେଉଁଠାରେ ବୈଜ୍ଞାନିକମାନେ ରହି ଅନୁସନ୍ଧାନ ଆଉ ପରୀକ୍ଷଣ କରିଥାନ୍ତି ।
ସେଠାରେ ସେମାନେ ରହିବାର ସବୁ ସୁବିଧା ରହିଛି । ଏକାଥରକେ ସାତ ଜଣ ସେଠାରେ ରହିପାରିବେ । ୧୯୮୯ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ପେସ ଡେଭଲପମେଣ୍ଟ ନିର୍ମାଣ କରାଯାଇଥିଲା । ଏବେ ଏହିସବୁ ଖବର ସାମ୍ନାକୁ ଆସିଛି ।

Advertisement