Mar 1, 2024, 19:16 IST

୩୦୦ ବର୍ଷ ପରେ ମହାଶିବରାତ୍ରୀରେ ଖୋଲିବ ୬ରାଶି ମାନଙ୍କ ଭାଗ୍ୟ ମିଳିବ ପ୍ରଚୁର ଟଙ୍କା

Special report

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଶିବରାତ୍ରି ହୀନ୍ଦୁ ଧର୍ମ ପାଇଁ ଏକ ପ୍ରମୁଖ ପର୍ବ। ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ। ଏହା ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ଯାହା ମହାଦେବଙ୍କ ମହାନ ରାତି’ ଭାବରେ ମଧ୍ୟ ଜଣାଶୁଣା।
ଜାଗର କହିଲେ ଆମେ ଦିନ ସାରା ଉପବାସ ରହି ରାତିସାରା ଦୀପ ଜାଳି ଭଗବାନ ଶିବଙ୍କୁ ସୁମରଣା କରିଥାଆନ୍ତି। ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ
Special report
ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ। ଏହି ପବିତ୍ର ଦିନରେ ଭଗବାନ ଶିବ ପାର୍ବତୀଙ୍କୁ ବିବାହ କରିଥିଲେ। ତେଣୁ, ଏହି ଦିନ ଆମେ ଜାଗର ରୂପେ ପାଳନ କରିଥାଉ।
ବୃଷ ରାଶି : ମହାଦେବଙ୍କ କୃପା ଆପଣଙ୍କ ଉପରେ ମହା ଶିବରାତ୍ରି ଠାରୁ ବନୁ ଅଛି। ଅପାନ ଧନ ପ୍ରାପ୍ତି କରିବେ। ଇନକମରେ ଜବରଦସ୍ତ ଲାଭ ହେବ। ଧନର ବୃଦ୍ଧି ହେବାରୁ ଆପଣଙ୍କୁ କେହି ରୋକିପାରିବେ ନାହି। ଯେଉଁ ବିଜନେସ ଚାଲିଛି ଆପଣଙ୍କୁ ଦୁଇ ଗୁଣା ଧନ ଲାଭ ହୋଇପାରେ।
ସିଂହ ରାଶି : ଏହି ଥର ଜାଗର ପର୍ବ ଠାରୁ ଆପଣଙ୍କ ଉପରେ ଭୋଳାନାଥଙ୍କ କୃପା ବର୍ଷୀବାକୁ ଯାଉଛି। ଏଥିପାଇଁ ମହା ଶିବରାତ୍ରି ପର୍ବ ଥର ଆପଣ ଧନରେ ମାଲାମାଲ ହେବେ।
Special report
ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଏହି ସମୟରେ ନୂଆ ବ୍ୟାପାର ବା ଚାକିରି ପ୍ରମୋଶନ ଚାହୁଁ ଛନ୍ତି ସେଥିରେ ବୃଦ୍ଧି ଦେଖିବାକୁ ମିଳିବ। ପୁରୁଣା କାମ ଆପଣଙ୍କର ହୋଇଯିବ।
ମକର: ମକର ରାଶିର ଲୋକମାନେ ମହାଶିବରାତ୍ରୀରେ ଭଗବାନ ଶିବଙ୍କର ବିଶେଷ ଅନୁଗ୍ରହ ପାଇବେ। ଏହି ସମୟରେ, ତୁମର ସମସ୍ତ କାର୍ଯ୍ୟ ଭଗବାନ ଶିବଙ୍କ ବିଶେଷ ଅନୁଗ୍ରହ ଦ୍ୱାରା ସମ୍ପନ୍ନ ହେବା ପରି ମନେହୁଏ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ହେବା ସହିତ ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ।
Special report
କନ୍ୟା ରାଶି : ମହାଦେବଙ୍କ କୃପାରୁ ଜାଗା ଠାରୁ ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ। ଅଧୁରା କାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ। ଆପଣଙ୍କୁ ଧନର ଲାଭ ହେବ। ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କର ଅଟକିଥିବା କାମ ଚାଲୁ ହେବାର ଲାଗିବ।
ତୁଳା ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ଏବେ ବର୍ଷୀବାକୁ ଯାଉଛି। ଅନେକ ଜାଗାରୁ ଧନ ଲାଭ ହେବ। ବ୍ୟାପାରରେ ବୃଦ୍ଧି ଦେଖାଯିବ। ବଡ କମ୍ପାନୀ ରୁ ଆପଣଙ୍କୁ ଚାକିରି ଅଫର ଆସିପାରେ। ନୂଆ ଘର, ଜମି ବା ବହନ କିଣିପାରନ୍ତି। ଦାଂପତ୍ଯ ଜୀବନରେ ସୁଧାର ହେବ। ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତଭେଦ ଦୂର ହେବ।
କୁମ୍ଭ ରାଶି : ମହା ଶିବରାତ୍ରି ଦିନ ଠାରୁ ଆପଣଙ୍କୁ ଧନର ଲାଭ ଦେଖିବାକୁ ମିଳିବ। ଆପଣଙ୍କର ଆୟରେ ଜବରଦସ୍ତ ଲାଭ ମିଳିପାରେ। ଅଟକିଥିବା ଧନ ମିଳିପାରେ। ବ୍ଯାଙ୍କ ରୁ ଲୋନ ମଞ୍ଜୁର ହେବ। ଆପଣଙ୍କର ଘର ପରିବାରରେ ଖୁସି ଦେଖିବାକୁ ମିଳିବ। ଘରେ ଧାର୍ମିକ ଓ ଶୁଭ କାର୍ଯ୍ୟ ହେବ।

Advertisement