Nov 12, 2023, 17:28 IST

ମାଡ଼ି ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ସ୍ଥାନରେ ଛେଚିବ ବର୍ଷା ଏବେଠୁ ମିଳିଲା ଏହିସବୁ ସ୍ଥାନକୁ ସତର୍କ ସୂଚନା

Special report

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୌସୁମୀ ବିଦାୟ ନେଇ ସାରିଥିବା ବେଳେ ରାଜ୍ୟ ପଡିଲାଣି ଶୀତ। ସକାଳୁ ସକାଳୁ ଦେଖିବାକୁ ମିଳୁଛି କୁହୁଡି। ତିନିଦିନ ଧରି ରାଜ୍ୟରେ ହେବ ତୁହା କୁ ତୁହା ବର୍ଷା। ଅଦିନିଆ ବର୍ଷାରେ ଭିଜିବ ପୁରା ଓଡ଼ିଶା।
Special report
ସମୁଦ୍ର ମଝିରୁ ସ୍ଥଳଭାଗକୁ ମାଡ଼ି ଆସୁଛି ବିରାଟ ଲଘୁଚାପ। ଯେଉଁଥିପାଇଁ ଦୀପାବଳି ପରେ ପରେ ପୁରା ଓଡିଶା ବର୍ଷାରେ ଭିଜିବ। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। 
ଏହାର ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖ ପରଠାରୁ ୧୬ ତାରିଖରୁ ଅଧିକ ପରିଣାମ ବର୍ଷା ବଢ଼ି ପାରେ।
Special report
ଭାରତ ପାଣିପାଗ ସୂଚନା ମୂତାବିକ ଆସନ୍ତା ୧୪ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗପୋସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଲଘୁଚାପ ବଳୟ ସୃଷ୍ଟି ହୁଏ ତେବେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ଲଘୁଚାପ ୧୫ ତାରିଖରୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। 
Special report
ଘନୀଭୂତ ହୋଇ ୧୬ ତାରିଖ ବେଳକୁ କେନ୍ଦ୍ରୀୟ ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋସାଗରରେ ଅବପାତର ରୂପ ନେଇ ପାରେ। ତେବେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାର ଅଳ୍ପ କେତେକ ସ୍ଥାନର ହାଲୁକା ଧରଣର ବର୍ଷା ସମ୍ଭାବନା ରହିଛି।
ଏହା ସହିତ ମାଲକାନଗିରି, କୋରାପୁଟ ରାୟଗଡ଼ାରେ ବି ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଅଞ୍ଚଳରେ ଗୋଟିଏ ଦୁଇଟି ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ।
Special report
ତେବେ ବନ୍ଧୁଗଣ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଦିଗ ବଦଳାଇ ୧୬ ତାରିଖ ସୁଦ୍ଧା ଉତ୍ତର ଦିଗକୁ ମୁହାଁଇପାରେ। ଏହା ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ଏହା ଉତ୍ତର ଦିଗକୁ ମୁହାଁଉଥିବାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୬ରୁ ୧୮ ତାରିଖ ଭିତରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ

Advertisement