Feb 4, 2024, 13:09 IST

ମଦ ପିଇ ସ୍ତ୍ରୀ ସହ ଏମିତି କାଣ୍ଡ କଲା ଆଉ ଶେଷରେ ସ୍ତ୍ରୀ ର ଜୀବନ ନେଇଗଲା ମଦୁଆ ସ୍ଵାମୀ.

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଦ ନିଶାରେ ଏବେ ଜଣେ ସ୍ୱାମୀ ତାର କୁନି ଝିଅ ଓ ସୁନ୍ଦରୀ ସ୍ତ୍ରୀ ର ଜୀବନ ନେଇ ଯାଇଛି ଏହି ଘଟଣା ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Special report
ଏହି ନୃଶଂସ ସ୍ୱାମୀ ଜଣକ ସାମାନ୍ୟ ଝଗଡ଼ା ପାଇଁ ନିଜର ସ୍ତ୍ରୀ ଓ ଝିଅର ଜୀବନ ନେଇ ଯାଇଥିଲା। ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ଏହାକୁ ପଡୋଶୀ ଘରର ଲୋକମାନେ ଦେଖି ଦେଇଥିଲେ।
ଏହାପରେ ପଡୋଶୀ ଘର ଲୋକେ ଏହି ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦେଇଥିଲେ ଏହାପରେ ପୋଲିସ ଏହି ମଦ୍ୟପ ସ୍ୱାମୀ ଜଣକୁ ଗିରଫ କରିଥିଲା। ଗିରଫ କରି ଏବେ ଏହି ସ୍ୱାମୀ କୁ ଥାନାକୁ ମଧ୍ୟ ନେଇ ଯାଇଛି।
ଏହି ଦୃଶ୍ୟ ଉତ୍ତର ପ୍ରଦେଶ ରେ ଦେଖିବାକୁ ମିଳିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସ୍ୱାମୀ ଜଣକ ବାରମ୍ବାର ମଦ ପିଉଥିଲେ।
Special report
ଆଉ ମଦ ପିଇ ଆସିବା ପରେ ଘର ନିଜ ସ୍ତ୍ରୀ ସହ ଝଗଡ଼ା କରୁଥିଲେ। ସ୍ୱାମୀ ର ଏଭଳି ଭାବରେ ମଦ ପିଇବା କୁ ସ୍ତ୍ରୀ ସଂପୂର୍ଣ୍ଣ ଭାବରେ ବିରୋଧ କରୁଥିଲେ।
ଏହାପରେ ସ୍ତ୍ରୀ ଙ୍କୁ ଯେତେବେଳେ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ସେତେବେଳେ ସ୍ତ୍ରୀ ମଦୁଆ ସହ ଶାରିରୀକ ସମ୍ପର୍କ ରଖିବେ ନାହିଁ ବୋଲି ବାରଣ କରି ଦେଇଥିଲେ। ଏହାପରେ ଶେଷରେ ସ୍ୱାମୀ ଜଣକ ସ୍ତ୍ରୀ ସହ ଜୋର୍ ଜବରଦସ୍ତି କରିଥିଲେ।
ସ୍ତ୍ରୀ ଜଣକ ରାଗି ଯାଇ ସ୍ୱାମୀର ମୁଣ୍ଡକୁ ମାରି ଫଟାଇ ଦେଇଥିଲେ। ଏହା ପରେ ସ୍ୱାମୀ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା ପ୍ରଥମେ ସେ ଖଟ ଗୋଡ଼ରେ ସ୍ତ୍ରୀ ମୁଣ୍ଡକୁ ପିଟି ପିଟି ଫଟାଇ ଦେଇଥିଲେ। ଏହାପରେ ତାଙ୍କୁ ତଣ୍ଟୀ ଚିପି ମାରି ଦେଇଥିଲେ।
ଏହାପରେ ତାଙ୍କର କୁନି ଝିଅ ଯେତେବେଳେ କାନ୍ଦି ଥିଲା ସେତେବେଳେ ମଧ୍ଯ ସେ କୁନି ଝିଅର ତଣ୍ଟୀ ଚିପି ତାକୁ ମଧ୍ୟ ଜୀବନରୁ ମାରି ଦେଇଥିଲେ। ଏହି ଘଟଣା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement