ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାପା ଆଗରେ ହିଁ ଝିଅକୁ ଦୁ-ଷ୍କ-ର୍ମ କରିଦେଲା ବ୍ୟାପାର ସାଙ୍ଗ। ବାପା ସୋଫା ଉପରେ ବସିଥିଲା ଆଉ ବାପା ର ସାଙ୍ଗ ଖଟ ଉପରେ ହିଁ ଝିଅକୁ ଦୁ-ଷ୍କ-ର୍ମ କରିବାରେ ଲାଗିଥିଲା।

ହେଲେ ଏହି ଘଟଣା ସବୁ ନିଜ ଆଖିରେ ଦେଖୁଥିଲେ ମଧ୍ଯ ବାପା କିନ୍ତୁ କିଛି କରି ପାରୁ ନଥିଲା। ଏହି ଭିଡିଓ ଦେଖିବା ପରେ ପୋଲିସ ମଧ୍ଯ ଏହି ଘଟଣା କୁ ଦେଖି ସଂପୂର୍ଣ୍ଣ ଭାବରେ ଚମକି ପଡ଼ିଥିଲା।
କାରଣ ଏହି ଭିଡିଓ ଏକ ବେଡ ରୁମ୍ ର ଭିଡିଓ ଥିଲା। ମାତ୍ର କେମିତି କେଜାଣି ଏହି ବେଡ ରୁମ୍ ର ଭିଡିଓ ଖୁବ ଭାଇରାଲ୍ ହୋଇ ଯାଇଥିଲା। ଆଜ୍ଞା ହଁ ଝିଅ ଖଟ ଉପରେ ବସି ମୋବାଇଲ ଦେଖୁଥିଲା।
ଆଉ ଏପଟେ ବାପା ସୋଫା ଉପରେ ବସି ମଦ ପିଇବା ରେ ଲାଗିଥିଲା। ଏଭଳି ମଦ ପିଇବା ସମୟରେ ହିଁ ଜଣେ ବ୍ୟକ୍ତି ଆସି ସେହି ରୁମ୍ ର କବାଟ ପିଟି ଥିଲା। ଆଉ ବାପା ର କହିବା ଅନୁସାରେ ଝିଅ ଯେତେବେଳେ ଯାଇ କବାଟ ଖୋଲିଥିଲା ,

ସେତେବେଳେ ଦେଖିଥିଲା କି ତାର ବାପା ର ଜଣେ ସାଙ୍ଗ ତାର ବାପା ନିକଟକୁ ଆସିଥିଲା। ଏହାପରେ ଯେତେବେଳେ ଦୁଇ ସାଙ୍ଗ ଗୋଟେ ଜାଗାରେ ବସି ଯାଇଥିଲେ ସେତେବେଳେ ସେମାନେ ଆହୁରି ମଦ ପିଇବା ରେ ଲାଗି ଯାଇଥିଲେ।
ସାଙ୍ଗ ମଦ ପିଇବା କୁ ମନା କରୁଥିଲେ ମଧ୍ୟ ବାପା ତାକୁ ବାଧ୍ୟ କରାଇ କରାଇ ମଦ ପିଆଇ ଥିଲେ। ଆଉ ଝିଅ ଏପଟେ ଖଟ ଉପରେ ବସି ମୋବାଇଲ ଦେଖିବାରେ ସଂପୂର୍ଣ୍ଣ ଭାବରେ ବ୍ୟସ୍ତ ଥିଲା।
ଯେତେବେଳେ ବାପାର ସାଙ୍ଗ ବାପା କୁ ଆହୁରି ମଦ ପିଇବା ପାଇଁ କହିଥିଲା ବାପା ମଧ୍ଯ ସାଙ୍ଗ କଥାରେ ପଡି ଖୁବ ମଦ ପିଇବା ରେ ଲାଗିଥିଲା।ଶେଷରେ ବାପା ଚେତା ଶୂନ୍ୟ ହୋଇ ଯାଇଥିଲା।
ଏହାପରେ ସାଙ୍ଗ ର ନଜର ଝିଅ ଉପରେ ପଡ଼ିଥିଲା। ସେ ଝିଅ ପାଖକୁ ଆସି ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲା। ଆଉ ଝିଅ କଳେ ବଳେ କୌଶଳେ ସେଠାରୁ ଖସି ଯାଇ ଥାନାରେ ଏତଲା ଦେଇ ସେଦିନର ସବୁ ଘଟଣା କହିଥିଲା।