ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ସ୍ତ୍ରୀ ଥାଉ ଥାଉ ଖୁଡ଼ି ସହ ଶାରୀରିକ ସମ୍ପର୍କ ରଖୁଥିଲା ପୁତୁରା। ଏପଟେ ପୁତୁରା ନୂଆ ନୂଆ ବାହା ହୋଇଥିବା ବେଳେ ସ୍ତ୍ରୀ ଠାରୁ ଧୀରେ ଧୀରେ ଦୂରେଇ ଯାଇଥିଲା।

ଏହାପରେ ସେ ନିଜର ଖୁଡି ପାଖରେ ଯାଇ ପହଞ୍ଚି ଯାଇଥିଲା। ଆଉ ସବୁବେଳେ ଖୁଡି ସହ ଯାଇ ସେ ଜୋରଜବରଦସ୍ତି କରୁଥିଲା। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକ ସତ ଘଟଣା।
ପୁତୁରା ହୋଇ ଶେଷରେ ନିଜର ମାଆ ସମାନ ଖୁଡ଼ି ସହିତ ରଖିଥିଲା ସମ୍ପର୍କ। ପରେ ପୁତୁରାର ଅବସ୍ଥା ଯାହା ହୋଇଥିଲା ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ପେଟେ ମଦ ପିଇ ଘରକୁ ଆସିଥିଲା ପୁତୁରା।
ଏହାପରେ କିନ୍ତୁ ସଙ୍ଗେ ସଙ୍ଗ ଘରେ କେଉଁ ଆଡେ଼ ଗାୟବ ହୋଇ ଯାଇଥିଲା। ଗାୟବ ହେବାର ଦିନ ଯାଇ ରାତି ହୋଇ ଥିଲେ ମଧ୍ୟ ଆଉ ଘରକୁ ଫେରି ଆସି ନଥିଲା। ପରିବାର ଲୋକେ ଯେତେ ଖୋଜିଲେ ବି ସେ ଆଉ ମିଳି ନଥିଲା।

ଏହାପରେ ଘର ଠାରୁ କିଛି ଦୂରରେ ପୁଅ ର ରକ୍ତ ଯୁଡୁବୁଡୁ ମୃ-ତ ଦେହ ପାଇଥିଲେ ପରିବାର ଲୋକ। ପରିବାର ଲୋକେ ଏହା ଅଭିଯୋଗ କରିଥିଲେ କି ତାଙ୍କ ପୁଅ ର ହ-ତ୍ୟା କରାଯାଇଛି।
ଅଭିଯୋଗ ପରେ ପୋଲିସ ତାହାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଥିଲା। ଏହା ଜଣା ପଡ଼ିଥିଲା କି ନିଜ ସ୍ତ୍ରୀ ହିଁ ଏହି ଷଡଯନ୍ତ୍ର ରଚିଥିଲା। ଅର୍ଥାତ ସେ ହିଁ ନିଜର ମଥାର ସିନ୍ଦୂର ପୋଛି ଦେଇ ଚାଲି ଯାଇଥିଲା।
ଏହି ଘଟଣାରେ ସ୍ତ୍ରୀ ଜଣକ ସହ ଖୁଡି ମଧ୍ୟ ସାମିଲ ଥିଲା। ଏଭଳି ଖୁଡି ସହ ସମ୍ପର୍କ ରଖିଥିବା ବେଳେ ଖୁଡି କୁ ମଧ୍ୟ ନିଜ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା।
ଆଉ ଏବେ ନିଜ ଖୁଡ଼ି ଓ ସ୍ତ୍ରୀ ଦୁଇଜଣ ମିଶି ଏହି ଦେହ ଲୋଭୀ ପୁତୁରା କୁ ମାରି ଦେଇଛନ୍ତି। ଏହି ଘଟଣା ସଂପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।