Feb 12, 2024, 08:41 IST

ମାଡ଼ ଖାଇ ସୁଧୂରିଲେନି ଶେଷରେ ପୁଣି ଗର୍ଭବତୀ ମହିଳାଙ୍କ ଦେହରେ ହାତ ମାରି ନାମ ନେଲେ ଦେଖନ୍ତୁ ହେଲା ଡାକ୍ତରଙ୍କ ପର୍ଦ୍ଦାଫାସ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଏବେ ଜଣେ ଡାକ୍ତରଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ ।
Special report
ଦୁନିଆରେ ଡାକ୍ତରମାନଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି । କିନ୍ତୁ ଏଭଳି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ ଖରାପ ।
ଏହି ଡାକ୍ତର ଜଣକ ଜଣେ ଗର୍ଭବତୀ ମହିଳାଙ୍କ ସହିତ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଗର୍ଭବତୀ ମହିଳାଙ୍କୁ ଏହି ଡାକ୍ତରଙ୍କ ବାଥରୁମକୁ ନେଇ ଯାହା କରୁଥିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ଡାକ୍ତର ଜଣକ ଗର୍ଭବତୀ ମହିଳା ଜଣଙ୍କୁ ଘରକୁ ଡ଼ାକି ତାର ପେଟକୁ ଚିପି ଏଭଳି କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଡାକ୍ତର ଜଣକ ଏଭଳି କାମ କରିଛନ୍ତି ଯେଉଁମାନେ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିଲେ ସେମାନେ ଏହି କଥା ବିଶ୍ବାସ କରିବେ ନାହିଁ ।
ଏହି ଡାକ୍ତର ଜଣକ ଗର୍ଭବତୀ ମହିଳା ଜଣଙ୍କୁ ଘରକୁ ଡ଼ାକି ଲିଙ୍ଗ ନିରୂପଣ କରୁଥିଲେ । ସେହି ସମୟରେ ସ୍ବାସ୍ଥ୍ୟ ବିଭାଗ ସେଠାରେ ପହଞ୍ଚିଥିଲେ । ଆଉ ସେମାନେ ପହଞ୍ଚିବା ପରେ ଡାକ୍ତର ଜଣକ ଗର୍ଭବତୀ ମହିଳା ଜଣଙ୍କୁ ଏବଂ ମେସିନକୁ ବାଥରୁମ ଭିତରେ ରଖି ଦେଇଥିଲେ ।
Special report
ଡାକ୍ତର ମେସିନ ଆଉ ମହିଳା ଜଣଙ୍କୁ ଲୁଚାଇ ଦେଇଥିଲେ । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଡାକ୍ତର ଜଣକ ବାରମ୍ବାର ଏଭଳି କାମ କରୁଛନ୍ତି । 
Special report
ଡାକ୍ତର ବାବୁ ଜଣକ ଏହି କାମ କରି ସସପେଣ୍ଡ ମଧ୍ୟ ହୋଇଥିଲେ । ଏହି କାମ ସେ ବାରମ୍ବାର କରୁଥିଲେ । ଚଢ଼ଉ ପରେ ମଧ୍ୟ ଏଭଳି କାମ କରିଛନ୍ତି ଡାକ୍ତର । ଡାକ୍ତର ଜଣଙ୍କ ନାମ ହେଉଛି ଭୁବନ ଶଙ୍କର ଦାସ । ପୂର୍ବରୁ ଦୁଇ ଦୁଇଥର ଏହି ଡାକ୍ତର ଜଣକ ଚାକିରିରୁ ନିଲମ୍ବିତ ହୋଇଥିଲେ ଆଉ ସେ ଥାନା ମଧ୍ୟ ଯାଇଥିଲେ ।
ଡାକ୍ତର ବାବୁଙ୍କ ଘରୁ ତିନିଜଣ ଦଲାଲ ଆଉ ମେସିନ ଏବଂ ଅନେକ ଆପତ୍ତିଜନକ ଜିନିଷ ଧରା ପଡ଼ିଛି । ଏବେ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ହେଉଛି । ଡାକ୍ତର ଜଣକ କହିଛନ୍ତି ସେ ଏହି କାମ କରନ୍ତି ନାହିଁ ।

Advertisement