Jan 25, 2024, 14:39 IST

ମା ସୀତାଙ୍କ ଅଭିଶାପରେ ମହିଳା ପିନ୍ଧନ୍ତିନି କପଡା ଦେଖନ୍ତୁ ଏହି ଗାଁ ରେ କେମିତି ଚଳନ୍ତି ମହିଳା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର, ଏହାସହ ପୌରଣିକ , ଆଧୁନିକ ଆଦି ସବୁ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ଅଭିଶପ୍ତ ସ୍ଥାନ ବିଷୟରେ ଜାଣିପାରିବେ ।
Special report
ଯେଉଁ ସ୍ଥାନରେ ମାଆ ସୀତାଙ୍କ ଅଭିଶାପ ପଡ଼ିଛି । ଆଉ ସେହି ଅଞ୍ଚଳରେ ମାଙ୍କ ଅଭିଶାପ ପଡ଼ିବାରୁ ଅନେକ କିଛି ଘଟଣା ଘଟିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
ନାରୀମାନଙ୍କର ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ କଳା ମଚ ମଚ କେଶ । ପ୍ରତ୍ୟେକ ନାରୀର ଗହଣା ହେଉଛି ଲାଜ । ଲାଜକୁ ନିବାରଣ କରିବା ପାଇଁ ନାରୀଟିଏ ସୁନ୍ଦର ଅଳଙ୍କାର ଆଉ ବସ୍ତ୍ର ପରିଧାନ କରିଥାଏ ।
Special report
ତାର ସେହି ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ ସୁନ୍ଦର କଳା କଳା କେଶ । କିନ୍ତୁ ଏବେ ଖବର ଆସିଛି ଏଭଳି କିଛି ଅଞ୍ଚଳ ଅଛି ଯେଉଁ ସ୍ଥାନରେ ମହିଳାମାନଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ମହିଳାମାନଙ୍କୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ମହିଳାମାନଙ୍କ ଦେହରେ ବସ୍ତ୍ର ଅଛି ନା ଅଛି କେଶ । ଏହି ମହିଳାମାନେ ଅର୍ଦ୍ଧ ନଗ୍ନ ହୋଇ ଚାରିଆଡ଼େ ଘୁରି ବୁଲୁଛନ୍ତି । ଏଠାକାର ମହିଳାମାନେ ଏଭଳି କାହିଁକି ବୁଲୁଛନ୍ତି ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଏହି ଦୃଶ୍ୟ ହେଉଛି ଆମ ଓଡ଼ିଶାର ।
Special report
ଘଞ୍ଚ ଜଙ୍ଗଲ ଆଉ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ଉଚ୍ଚ ପର୍ବତମାଳାରେ ଏହି ମହିଳାମାନେ ବାସ କରନ୍ତି । ଏହି ଆଦିବାସୀମାନେ ହେଉଛନ୍ତି ବଣ୍ଡା ଜାତି । ଏହି ଜାତି କେଉଁଠାରେ ବାସ କରନ୍ତି । ଏହି ବଣ୍ଡା ମହିଳାମାନଙ୍କୁ ମାତା ସୀତା ଅଭିଶାପ ଦେଇଥିଲେ ।
Special report
ପ୍ରଭୁ ଶ୍ରୀରାମ ପିତା ବଚନ ପାଳନ କରିବା ପାଇଁ ବନବାସ ଯାଇଥିଲେ । ସେ ସମୟରେ ସେ ବଣ୍ଡା ଜାତି ରହୁଥିବା ସ୍ଥାନରେ ରହିଥିଲେ । ଆଉ ସେଠାରେ ଏକ କୁଣ୍ଡରେ ମାତା ସୀତା ଗାଧୋଉଥିଲେ ଆଉ ତାଙ୍କୁ ଦେଖି ବଣ୍ଡା ଜାତିର ମହିଳାମାନେ ହସିଥିଲେ ।
ଆଉ ସେଥିପାଇଁ ମାତା ସୀତା ବଣ୍ଡା ମହିଳାମାନଙ୍କୁ ଅଭିଶାପ ଦେଇଥିଲେ । ଏବେ ମଧ୍ୟ ଏହି କୁଣ୍ଡ ଅଛି ଆଉ ଏହାକୁ ସୀତା କୁଣ୍ଡ କୁହାଯାଏ । ଏହାସହ ଦଶ ପିଢ଼ି ପର୍ଯ୍ୟନ୍ତ ଏଭଳି କେଶ ବିହୀନ ଆଉ ଉଲଗ୍ନ ହୋଇ ମହିଳାମାନେ ବୁଲିବେ ବୋଲି ଅଭିଶାପ ଥିଲା ।

Advertisement