Updated: Jan 14, 2024, 10:33 IST

ମା ପୁଅ ଏକୁଟିଆ ଥିବା ଜାଣି ଗାଧେଇବା ବେଳେ ଦୁଷ୍କର୍ମ କରି ଭିଡିଓକରି କରିଦେଲା VIRAl ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଖବର

Special Report

ନମସ୍କାର ପାଠକ ବନ୍ଧୁ।ଜଣେ ମହିଳା ଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି ତାଙ୍କ ସ୍ଵାମୀ।ବର୍ତ୍ତମାନ ସମୟ ରେ ଆପଣ ମାନେ ପ୍ରାୟ ସବୁଦିନ ଏଭଳି କିଛି ଖବର ଶୁଣିବାକୁ ପାଉ ଥିବେ।ଆଜି ଆମେ ଏଭଳି କିଛି କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଚକିତ ହୋଇ ଯିବେ।
Special Report
ଜଣେ ବିବାହିତ ମହିଳା ଙ୍କ ସହିତ ଜୋର୍ ଜବରଦସ୍ତି ସମ୍ପର୍କ ରଖି ତାଙ୍କୁ ଗ-ର୍ଭ-ବ-ତୀ କରାଇ ଦେଇ ଥିଲେ ମହିଳା ଙ୍କ ଜଣେ ସମ୍ପର୍କୀୟ।ଏହା ପରେ ତାଙ୍କୁ ଭିଟାମିନ ବଟିକା କହି ତାଙ୍କ ଗ-ର୍ଭ କୁ ନଷ୍ଟ କରି ଥିଲେ ସେହି ଯୁବକ ଜଣକ।ଏ ନେଇ ମହିଳା ଜଣକ ଏବେ ଥାନା ରେ ଅଭିଯୋଗ କରିଛନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ନିମାପଡ଼ା ପୌର ପରିଷଦ ଅଞ୍ଚଳ ରେ।ସେଠାରେ ମଜବୁର ରହମାନ ନାମକ ଜଣେ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ପ୍ରତିଦିନ ମହିଳା ଙ୍କ ଘର କୁ ଯାଉ ଥିଲେ।ଉକ୍ତ ମହିଳା ଙ୍କ ର ଗୋଟିଏ ଛୋଟ ପିଲା ମଧ୍ୟ ଅଛି।ହେଲେ ସ୍ଵାମୀ ନ ଥିଲେ।
Special Report
ମା ପୁଅ ଏକୁଟିଆ ଥିବାର ସୁଯୋଗ ନେଇ ରେହମାନ ମହିଳା ଙ୍କ ସହିତ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖି ଥିଲା।ମହିଳା ଜଣକ ଯେତେ ମନା କଲେ ମଧ୍ୟ ଶୁଣୁ ନ ଥିଲା।ସେଥିପାଇଁ ସେ ଗୋଟିଏ ମାସ ର ଗର୍ଭବତୀ ଥିଲେ।ହେଲେ ଏ କଥା କୁ କାହାକୁ କହି ନ ଥିଲେ।
ଏହା ପରେ ରେହମନ୍ ତାଙ୍କ ଗର୍ଭ କୁ ନଷ୍ଟ କରିବା ପାଇଁ ତାଙ୍କୁ ଭିଟାମିନ ବଟିକା ବଦଳ ରେ ଗର୍ଭ ନଷ୍ଟ ଔଷଧ ଦେଇଥିଲେ।ଏହା ମହିଳା ଙ୍କ ଶରୀର ଉପରେ ପ୍ରଭାବ ପକାଇ ଥିଲା।ଏ ବିଷୟ ରେ ଯେତେବେଳେ ମହିଳା ଜଣକ ତାଙ୍କୁ ପଚାରି ଥିଲେ।ସେତେବେଳେ ସେ ତାଙ୍କୁ ଖୁବ୍ ମାରି ଥିଲେ।
Special Report
ଓ ତାଙ୍କ ଘର ଛାଡ଼ି ଚାଲି ଗଲେ।ମହିଳା ଜଣକ ମେଡିକାଲ ରେ ଚିକିତ୍ସିତ ହେଉ ଥିବା ସମୟ ରେ ଜାଣିବାକୁ ପାଇ ଥିଲେ କି ରେହମାନ ଆଗରୁ ବିବାହିତ ଥିଲେ।ତାଙ୍କ ର ଦୁଇ ଟି ସନ୍ତାନ ମଧ୍ୟ ଅଛନ୍ତି।ମେଡିକାଲ ରୁ ଘର କୁ ଯିବା ପରେ ରେହମାନ ଓ ତାଙ୍କ ପୁଅ ଘର କୁ ଆସି ଥିଲେ।
ଉକ୍ତ ମହିଳା ଙ୍କୁ ସେ ଖୁବ୍ ପିଟିଲେ।ଜୀବନ ରୁ ମାରି ଦେବା ପାଇଁ ଧମକ ଦେଲେ।ଏହି କଷ୍ଟ କୁ ସହି ପାରି ନ ଥିଲେ ମହିଳା।ସେଥିପାଇଁ ସେ ଥାନା ର ଦ୍ବାରସ୍ଥ ହେଲେ।
ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ରେହମାନ କୁ ଗିରଫ କରା ଯାଇ କୋର୍ଟ ଚାଲାଣ କରା ଯିବ।ଉକ୍ତ ମହିଳା ଙ୍କ ସୁରକ୍ଷା ଉପରେ ଏବେ ବେଶୀ ଗୁରୁତ୍ଵ ଦିଆ ଯାଇଛି।

Advertisement