Dec 30, 2023, 11:49 IST

ମା ଙ୍କ କଥା ନ ମାନି ହଟହଟା ହେଲେ ବର୍ଷା, ଆଗରୁ ମନା କରୁଥିଲେ କି ବାହା ହନି ସେ ଅନୁଭବ କୁ...

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କ ବିବାଦ କୁ ନେଇ ପୁଣି ଥରେ ଗୋଟିଏ ବଡ ଖବର ଶୁଣିବାକୁ ମିଳିଚି।କୁହା ଯାଉଚି କି ବର୍ଷା ପ୍ରିୟଦର୍ଶିନୀ ଯେତେବେଳେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ
Special Report
ସେ ସମୟ ରେ ତାଙ୍କ ପରିବାରରେ କେହି ମଧ୍ୟ ଅନୁଭବ ଙ୍କୁ ପସନ୍ଦ କରି ନ ଥିଲେ।ସମସ୍ତେ ବାରମ୍ବାର ବର୍ଷା ଙ୍କୁ ବୁଝାଇ ଥିଲେ।ହେଲେ ସେ ସମୟ ରେ ବୁଝି ନ ଥିଲେ ବର୍ଷା ପ୍ରିୟଦର୍ଶିନୀ।ଯେଉଁଥିପାଇଁ ଆଜି ତାଙ୍କୁ ଏତେ ବଡ ଦିନ ଦେଖିବାକୁ ମିଳିଛି।ଏମିତି କିଛି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ବର୍ଷା ପ୍ରିୟଦର୍ଶିନୀ ଗତ ୨୦୧୪ ମସିହା ଫେବୃଆରୀ ୧୨ ତାରିଖ ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ।ଉଭୟ ଙ୍କ ପ୍ରେମ ବିବାହ ଥିଲା।ହେଲେ ବିବାହ ର କିଛି ଦିନ ପରେ ସେମାନଙ୍କ ପାରିବାରିକ ବିବାଦ ଦେଖା ଦେଲା।ତାହା ଏବେ ମଧ୍ୟ କୋର୍ଟ ରେ ସେମିତି ପଡ଼ି ରହିଛି।
ସେମାନେ ପରସ୍ପର ଠାରୁ ଅଲଗା ହେବା ନେଇ ଏବେ ସବୁ ଠାରେ ଚର୍ଚ୍ଚା ହେଉଛି।ନିକଟ ରେ ହାଇ କୋର୍ଟ ଉଭୟ ଙ୍କ ର ବିବାହ ବିଚ୍ଛେଦ କୁ ନେଇ ଏକ ରାୟ ପ୍ରକାଶ କରିଛନ୍ତି। ଏଥର ଉଭୟ ପରସ୍ପର ଠାରୁ ଅଲଗା ହୋଇ ପାରିବେ ବୋଲି କୁହା ଯାଇଛି।
Special Report
ଏହି ସମୟ ରେ ବର୍ଷା ଙ୍କ ମା ଦିପା ସାହୁ ଏକ ବଡ ବୟାନ ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ ବର୍ଷା ଯେତେବେଳେ ଫିଲ୍ମ ଅଭିନୟ କରିବା ପାଇଁ କହିଥିଲେ ପ୍ରଥମେ ମୁଁ ରାଜି ହୋଇ ନ ଥିଲି।କାରଣ ମୁଁ ଜାଣି ଥିଲି ଫିଲ୍ମ ରେ ଆସିବା କେତେ କଷ୍ଟ।
ପରେ ସେ ଅନୁଭବ ମହାନ୍ତି ଙ୍କୁ ବିବାହ କରିବା ପାଇଁ କହିଥିଲେ।ଏଥିରେ ମୁଁ ଓ ତାର ଭଉଣୀ ମାନେ ମନା କରିଥିଲେ।ବର୍ଷା ପ୍ରିୟଦର୍ଶିନୀ ଏଥିରେ ରାଜି ହୋଇ ନ ଥିଲେ।ସେ ତାଙ୍କ ଜିଦ୍ ରେ ଅଟଳ ଥିଲେ।ଆମେ ସମସ୍ତେ ଜାଣି ଥିଲୁ ଅନୁଭବ ମହାନ୍ତି ଜଣେ ଭଲ ପିଲା ନୁହେଁ।ସେ କେବେ ବି ଆମ ଝିଅ କୁ ଖୁସି ରେ ରଖି ପାରିବ ନାହିଁ।
ଯାହା ଶେଷ ରେ ସେପରି ହେଲା।ଆମେ କହି ଦେବାକୁ ଚାହୁଁଚୁ ଯେ ବର୍ଷା ପ୍ରିୟଦର୍ଶିନୀ ପ୍ରଥମେ ଶିଶୁ କଳାକାର ରୂପେ ଓଡ଼ିଆ ସିନେ ଜଗତ ରେ ପ୍ରବେଶ କରି ଥିଲେ।ଏହା ପରେ ସେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି।ସେ ବଙ୍ଗାଳୀ ଫିଲ୍ମ ର ମଧ୍ୟ ଅଭିନୟ କରିଛନ୍ତି।
ବର୍ତ୍ତମାନ ସମୟ ରେ ତାଙ୍କୁ ସମସ୍ତେ ଜାଣି ଛନ୍ତି।ଏବେ ସେ ଜଣେ ସମାଜ ସେବୀ।ଲୋକ ଙ୍କ ସେବା ପାଇଁ ସେ ନିଜ ଜୀବନ କୁ ଉତ୍ସର୍ଗ କରି ଦେଇଛନ୍ତି।ଆଉ କିଛି ଦିନ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇ ଯିବ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି।

Advertisement