Updated: Apr 27, 2024, 16:52 IST

ଓଡ଼ିଶାରେ ବର୍ତ୍ତମାନ ଚର୍ଚ୍ଚାରେ ଏହି ଋଷିଆ ଯୁବତୀ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଓଡିଶାର ଲୋକ ମାନେ ନିଜର ଚାକିରୀ ହେଉ କି କ୍ୟାରିୟର କଥା ହେଉ କିମ୍ୱା ଓଡିଶାର ସଂସ୍କୃତି କଥା ହେଉ ସବୁ ଭୁଲି ଯାଆନ୍ତି ସେତେବେଳେ ଯେତେବେଳ ଓଡ଼ିଶାକୁ ଛାଡ଼ି ବିଦେଶ ଚାଲି ଯାଆନ୍ତି। 
Hh
କିନ୍ତୁ ଏବେ ବିଦେଶୀରୁ ଆସିଥିବା କିଛି ଲୋକ ମାନେ ଓଡ଼ିଶା ସଂସ୍କୃତି ବା ଭାରତ ସଂସ୍କୃତିକୁ ଆପଣାଇଛନ୍ତି। ଆଜି ଜଣେ ବିଦେଶିନୀ ପୁଶୁ ବା ଜୀବଜନ୍ତୁ ପ୍ରେମରେ ପଡ଼ିଯାଇଛନ୍ତି। ହଠାତ ସେ ଭୁବନେଶ୍ୱରର ରାସ୍ତା କଡ଼ରେ ଏକ କୁକୁରକୁ ଦେଖିଥିଲେ ସେ ବହୁତ କ୍ଷତବିକ୍ଷତ ହେଇଥିଲା।
ଆଉ ତା'ପରେ ସେହି ବିଦେଶିନୀ ଜଣଙ୍କ କଳିଙ୍ଗ ଯୁବସେନାକୁ ଫୋନ କରିଥିଲେ। ବନ୍ଧୁଗଣ ଜଣେ ଋଷର ଝିଅ ନତାସା ଭାରତୀୟ ସଂସ୍କୃତିର ପ୍ରେମରେ ପଡିଯାଇଛନ୍ତି। କଳିଙ୍ଗ ଯୁବସେନାର କିଛି ସଦସ୍ୟ ମାନଙ୍କ ମଧ୍ୟରେ ଅବନ୍ତୀ କହିଛନ୍ତି ଯେ, ଆଜିକାଲି ଲୋକଙ୍କ ଭିତରେ ଆଉ ମାନବିକତା ଦେଖିବାକୁ ମିଳୁନାହିଁ। 
ଆଉ କହିଛନ୍ତି ଯେ କୌଣସି ପାଖପାଖି ସ୍ଥାନରେ ନୀରିହ ଜୀବଜନ୍ତୁ ମାନେ ଯଦି କୋଉଠି ଅବହେଳିତ ଅବସ୍ଥାରେ ଅଛନ୍ତି ତେବେ ତାଙ୍କର ସେବା କରିବା ଉଚିତ। କିନ୍ତୁ କିଛି ଲୋକ ଅଛନ୍ତି ସବୁ ଦେଖିକି ମଧ୍ୟ ଅଣଦେଖା କରିଥାନ୍ତି। ଆଉ କହିଛନ୍ତି ନତାସା ଜଣେ ବିଦେଶିନୀ ହେଇ ମଧ୍ୟ ଲୋକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
Hu
ନତାସା ଦେଖିଥିଲେ ଗୋଟେ ଜୀବ ବହୁତ କଷ୍ଟ ପାଉଥିଲା ଆଉ ତାପରେ ସଙ୍ଗେ ସଙ୍ଗେ ସେ କଳିଙ୍ଗ ଯୁବସେନାକୁ ଫୋନ କରିଥିଲେ। ତାପରେ କଳିଙ୍ଗ ଯୁବସେନାରେ ଯେଉଁ ସବୁ କର୍ମଚାରୀ ମାନେ ଅଛନ୍ତି ସଙ୍ଗେ ସଙ୍ଗେ ଯାଇ ଗାଈଟିର ସେବା କରିଥିଲେ। 
ଆଉ ତା'ପରେ ନତାସା ସେହି କଳିଙ୍ଗ ଯୁବସେନା ସ୍ଥାନଟିକୁ ୨ଦିନ ହେବ ଯାଇ ରହିଥିଲେ। ଏବଂ ଜୀବଜନ୍ତୁଙ୍କ ସେବା କରିବା ସହିତ ତାଙ୍କ ଖାଇବା ପିଇବା କଥା ମଧ୍ୟ ବୁଝିଥିଲେ। ନତାସାଙ୍କ ଏଭଳି କାର୍ଯ୍ୟ ଦେଖି ଲୋକ ମାନେ ବହୁତ ଖୁସି ହେବା ସହିତ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି।
ନତାସା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କଳିଙ୍ଗ ଯୁବସେନା ସବୁବେଳେ ସଫଳତା ହାସଲ କରିଛି। ନତାସା ଗୋଟେ ଦୋକାନରୁ ଏହି କଳିଙ୍ଗ ଯୁବସେନାର ନମ୍ବର ପାଇଥିଲେ। ନତାସା ଗୋ ଶାଳକୁ ଯାଇ ୩ ରୁ ୪ ଘଣ୍ଟା ଜୀବଜନ୍ତୁଙ୍କ ସହିତ ସମୟ ଅତିବାହିତ କରିଥିଲେ।

Advertisement