Updated: Apr 11, 2024, 18:21 IST

ପଣା ସଂକ୍ରାନ୍ତି ପରଠାରୁ ବଦଳିବ ପାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ଏମିତି ପରିସ୍ଥିତି

Guu

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଏବେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିବାକୁ ଚାହୁଁଛନ୍ତି ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଏବେ ପାଣିପାଗ ବଦଳିବାକୁ ଲାଗିଛି । ଏବେ ପାଗର ମିଜାଜ୍ ବଦଳି ଯାଇଛି । ପାଗ ବଦଳିବା ନେଇ ଏବେ ଅପଡେଟ ଆସିଛି ।
Vh
ଏବେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଦୁଇଦିନ ହେବ ବର୍ଷା ଆଉ ଘଡଘଡିରେ ଭିଜୁଛି ରାଜ୍ୟ । ଥଣ୍ଡା ପବନ ଦେଉଛି । ସକାଳ ସମୟରେ ପାଗ ଭଲ ରହୁଥିବା ବେଳେ ସନ୍ଧ୍ୟା ସମୟରେ ହଠାତ୍ ବଦଳି ଯାଉଛି ପାଗ । ଦିନ ଥାଉ ଥାଉ କଳାହାଣ୍ଡିଆ ମେଘ ମାଡି ଆସୁଛି ।
କିଛି ସ୍ଥାନରେ ବର୍ଷା ଘଡ଼ଘଡ଼ି ହେଉଛି । କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବର୍ଷା ସାଂଗକୁ ଘଡଘଡି ହେବାର ସମ୍ଭାବନା ରହିଛି । ଏଭଳି ଅନେକ କିଛି ହେବ ବୋଲି ସୂଚନା ମିଳିଛି ।
ପ୍ରଚଣ୍ଡ ବଜ୍ରପାତ ସହିତ ବର୍ଷା ହେବାକୁ ଯାଉଛି । କିଛି ସ୍ଥାନରେ ବର୍ଷା ସହ ଘଡଘଡି ହେବା ସହ ଶୁ ଶୁ ହୋଇ ପବନ ମାଡ଼ି ଆସୁଛି । ହେଲେ ଏହି ପାଗ ଅଳ୍ପଦିନ ପାଇଁ ରହିବ ବୋଲି ସୂଚନା ମିଳିଛି ।
Bh
ବର୍ତ୍ତମାନ ସମୟରେ ତାତି ରୁ ବ୍ରେକ ମିଳିଥିବା ବେଳେ ପଣା ସଂକ୍ରାନ୍ତିରୁ ଉପରମୁହଁ ହେବ ପାରଦ । ଫେରିବ ଗୁଳୁଗୁଳି । ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଉତ୍ତର ପଶ୍ଚିମ ଦିଗରୁ ଶୁକ୍ଲ ବାୟୁ ପ୍ରଭାବ ହେବାର ସମ୍ଭାବନା ରହିଛି । 
ଅଭ୍ୟନ୍ତର ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢିପାରେ । ତାପମାତ୍ରା ବହୁତ ପରିମାଣରେ ବଢିପାରେ । ଆଉ ଏହି ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ପାରିବ ବୋଲି ଜଣାପଡିଛି । ଏହି ବର୍ଷା ପ୍ରଭାବରୁ ଦୁଇଦିନ ହେବ ରାଜ୍ୟରେ ପାଗ ଥଣ୍ଡା ରହିଛି ।
୧୮ ଡିଗ୍ରୀ ସୁଦ୍ଧା ପାରଦ ୪୨ ଡିଗ୍ରୀରେ ପହଞ୍ଚିବ ବୋଲି ଜଣାପଡିଛି । ପାଞ୍ଚଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଜଣାପଡିଛି । ୧୩ ତାରିଖ ଭିତରେ ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Advertisement