Updated: Apr 6, 2024, 20:29 IST

ଦର୍ଶନ ଦେଲେ ମା ଭଗବତୀ ଦେଖନ୍ତୁ ୨୦୨୪ ପାଇଁ କଣ ମିଳିଲା ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ ଯାହା ବନ୍ଧୁଗଣ ଆପଣ ମାନେ ଜାଣିଥିବେ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି।
ତେବେ ଦିନକୁ ଦିନ ସତ ହେବାରେ ଲାଗିଛି ମାଳିକା ବଚନ। ମହାପୁରୁଷଙ୍କ ଅଚ୍ୟୁତାନନ୍ଦଙ୍କ ମାଲିକାରେ ମାଳିକାରେ କଳିଯୁଗର ଶେଷ ବିଷୟରେ ଯେଉଁ ସବୁ କଥା ଲେଖା ହୋଇଥିଲା ତାହା ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି। 
Ty
ପତିତ ପାବନରେ ନିଆଁ ଲାଗିବା ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କିମ୍ବା ହୀରାକୁଦ ବନ୍ଧରେ ଚିତ୍ତଳ ମାଛ ବାହାରିବା ହେଉ ଏହି ସବୁ ଭଳି ଅନେକ କଥା ମାଲିକାରେ ବହୁତ ବର୍ଷ ପୂର୍ବେ ବର୍ଣ୍ଣିତ କରାଯାଇଛି। ଯାହା ଏବେ ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି।
ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି।
Bb
ତେବେ ବନ୍ଧୁଗଣ ବର୍ତମାନ ଜଣେ ବାବା କହିଛନ୍ତି, ଫୋଟରେ ସଜା ହେଇଥିବା ଭଗବତୀମାଙ୍କ ରୂପକୁ ସେ କେବେ ଦେଖି ନାହାଁନ୍ତି। କିନ୍ତୁ ମାଙ୍କୁ ସେ ଅନେକଥର ଦେଖିଛନ୍ତି ବୋଲି କହିଛନ୍ତି। ମା ତାଙ୍କୁ କିଛି କହିନାହାନ୍ତି କିନ୍ତୁ ମାଙ୍କ କୃପାରୁ ସେ ଅନେକ କଥା ଜାଣିବାକୁ ପାଇଛନ୍ତି।
ବାବା କହିଛନ୍ତି ଏ ଜନ୍ମରେ ମାଙ୍କୁ ସେ ଦେଖିପାରିଲେନି ଅଧାରୁ ଛାଡ଼ି ଚାଲିଗଲେ ସବୁଦିନ ପାଇଁ। ୨୦୦୩ ମସିହାରୁ ବାବା ବହୁତ କଷ୍ଟ ଭୋଗିଛନ୍ତି ବୋଲି କହିଛନ୍ତି। 
ବାବାଙ୍କ ଗୁରୁ ହେଉଛନ୍ତି ତାଙ୍କ ନିଜ ବାପା ଅଟନ୍ତି। ବାବାଙ୍କ ତାଙ୍କ ବାପାଙ୍କ ଠାରୁ ବହୁତ କିଛି ଶିକ୍ଷା କରିଛନ୍ତି। ବାବାଙ୍କ ବାପା ଦଶନାମି ସନ୍ନ୍ୟାସୀ ଥିଲେ ବୋଲି କହିଛନ୍ତି। ବାବାଙ୍କୁ ତାଙ୍କ ଘର ପାଖ ବୁଢ଼ା ଲୋକ ମାନେ କୁହନ୍ତି ତୋ ବାପା ବହୁତ କର୍ମ କରିଛନ୍ତି।
ବାବାଙ୍କ ବପା ହେଉଛନ୍ତି ବହୁତ ବଡ଼ ସାଧକ ଅଟନ୍ତି। ବାବାଙ୍କୁ ତାଙ୍କ ବାପା ମାଳିକା ବିଷୟରେ ଗୋଟେ କଥା କହିଛନ୍ତି। କିନ୍ତୁ ବାବା କହିଛନ୍ତି ସେହି କଥା ଗୁଡିକ ସେ କାହାକୁ କହିବେ ନାହିଁ ବୋଲି।

Advertisement