ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଲରେ ଘାସ କାଟୁଥିବା ସମୟରେ ଭାଣିଯି କୁ ପଛରୁ ମାଡ଼ି ବସିଥିଲା ମାମୁଁ। ବ-ଳା-ତ୍କା-ର ପାଇଁ ଉଦ୍ୟମ କରୁଥିବା ବେଳେ ରାକ୍ଷସ ମାମୁଁ ନିକଟରୁ ବର୍ତ୍ତି ଆସିଥିଲା ଯୁବତୀ ଜଣକ।

ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ଗ୍ରାମର ଏରଟପାଳ ଗ୍ରାମରେ। ଆଜି ଭାଣିଜି ଜଣକ ଘାସ କାଟିବାକୁ ଯାଇଥିବା ସମୟରେ ଭଲ ଘାସ ଅଛିବୋଲି କହି ତାଙ୍କୁ ପଛରୁ ମାଡ଼ି ବସି ଥିଲେ।
ପଡିଶା ଘର ଏହି ମାମୁଁ ଜଣକ ଭଲ ଘାସ ଅଛି ବୋଲି କହି ଏକ ପଡିଆ କୁ ଡାକି ନେଇଥିଲେ। ଆଉ ସେଠାରେ ଯେତେବେଳେ ଭାଣିଜି ଜଣକ ପହଞ୍ଚି ଯାଇଥିଲେ ସେତେବେଳ ଏହି ମାମୁଁ ହିଁ ସେ ବ-ଳା-ତ୍କା-ର କରିବାକୁ ଉଦ୍ୟମ କରିଥିଲେ।
ମହିଳା ଜଣକ ତାଙ୍କର ବାପ ଘରେ ରହୁଥିବା ବେଳେ ସେ ତାଙ୍କର ଗାଈ ପାଇଁ ଘାସ କାଟିବାକୁ ଯାଇଥିଲେ। ମାମୁଁ ଜଣକ ଏହି ଭାଣିଜୀଙ୍କୁ ଏକ ନିଛାଟିଆ ପୋଖରୀ ବନ୍ଧକୁ ନେଇ ଯାଇଥିଲେ।

ଆଉ ସେଠାରେ ତାଙ୍କୁ ଖୁବ୍ ଟଣା ଘୋଷଡା ମଧ୍ଯ ଆରମ୍ଭ କରି ଦେଇଥିଲେ। ଏହାପରେ ସେ ତାଙ୍କୁ ପାନ ଚକୋଲେଟ୍ ଦେଇ ମନାଇବା ସହ ପଛୁଆ ହାତକୁ ଭିଡ଼ି ଧରିଥିଲେ।
ଯୁବତୀ ଜଣକ ତାଙ୍କୁ ଛାଡ଼ିଦେବା ପାଇଁ ଖୁବ୍ ନିବେଦନ କରିଥିଲେ। ମାତ୍ର ସେହି ମାମୁଁ ଜଣକ କହିଥିଲେ କି ଏହି ବୟସରେ ଆଉ ମାମୁଁ କଣ। ଏହାପରେ ସେ ମହିଳା ଜଣକୁ ଖୁବ୍ ଜୋରେ ଭିଡ଼ି କରି ଧରି ପକାଇ ଥିଲେ।
ବୋହୂ କଷ୍ଟରେ ମହିଳା ଜଣକ ତାଙ୍କ କବଳରୁ ଖସି ଆସିଥିଲେ। ଏବେ ମହିଳା ଜଣକ ସେହି ମାମୁଁ ଙ୍କ ଏଭଳି ଘୃଣ୍ୟ କାମ ପାଇଁ ତାଙ୍କୁ ନିନ୍ଦା କରିବା ସହ ତାଙ୍କ ନାମରେ ଅଭିଯୋଗ ମଧ୍ଯ କରିଛନ୍ତି।
ଏହାକୁ ନେଇ ମଧ୍ୟ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଏହା ସଂପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।