Nov 28, 2023, 08:33 IST

ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ମହତ୍ କାମ ଦେଖିଲେ ଆପଣ ମଧ୍ୟ ସାଲୁଟ କରିବେ ଦେଖନ୍ତୁ ଏହି VIRAl VIDEO

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ , ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ଓଲିଉଡ ଜଗତର ସବୁ ଖବର ଏବଂ
Special e
ଅଭିନେତା ଆଉ ଅଭିନେତ୍ରୀମାନଙ୍କୁ ନେଇ ଆସୁଥିବା ସବୁ ଖବର ଏହି ଭିଡିଓ ମାଧ୍ୟମରେ ଜାଣି ପାରୁଥିବେ । ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଦେଖିବାକୁ ମିଳୁଛି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ବହୁତ ଭଲ ଅଭିନୟ କରିଥାନ୍ତି । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି । ଆପଣମାନେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଉଥିବେ ।
Special Report
ଏହି ଭିଡିଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ କିଛି କଥା ଆପଣଙ୍କୁ ଜଣାଇବ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି । ଏହି ଖବର ହେଉଛି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମହାନତା ବା ତାଙ୍କ ବଡ ହୃଦୟ ଦେଖାଉଛନ୍ତି । ଏହି ଭିଡିଓରେ ଆପଣ ଏହା ଦେଖିପାରିବେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦୁଇଜଣ ଛୋଟ ଝିଅଙ୍କ ସହିତ କଥା ହେଉଛନ୍ତି । ଆଉ ଏହି ଛୁଆ ଦୁଇଟି ଗରିବ ଅଟନ୍ତି ବୋଲି ଜଣାପଡିଛି । ଏହି ଛୁଆ ଦୁଇଟିକୁ ମଲ୍ ଭିତରକୁ ନେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
Special Report
ଆଉ ସେଠାରେ ଅଭିନେତ୍ରୀ ବର୍ଷାଙ୍କ ସାଙ୍ଗ ବି ଥିଲେ । ସେମାନେ ବି ସେଠାକୁ ଯାଇଥିଲେ । ତାଙ୍କ ସାଙ୍ଗମାନେ ମଧ୍ୟ ଏହି ଛୁଆ ଦୁଇଟି ସହିତ କଥା ହେଉଥିଲେ । ଏହି ଛୁଆ ଦୁଇଟିକୁ ପାଠ ପଢ଼ିବା କଥା ସେ ପଚାରୁଥିଲେ । 
ଆଉ ସେମାନେ ସ୍କୁଲରେ ପଢୁଛନ୍ତି ବୋଲି କହିଥିଲେ । ଏହାପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି କୁନି ଛୁଆ ଦୁଇଟିକୁ ଖାଇବାକୁ ଦେଇଥିଲେ । ସେମାନେ ସେହିଠାରେ ଖାଇ ଖୁସି ହୋଇଥିଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ବହୁତ ବଡ ହୃଦୟ ବୋଲି ଜଣାପଡିଛି ।
ତାଙ୍କର ହୃଦୟ ବଡ ବୋଲି ତାଙ୍କ କାମରୁ ଜଣାପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଆସିବା ପରେ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ।

Advertisement