Oct 20, 2023, 20:49 IST

ଲୋକପ୍ରିୟ ହିରୋ ବାବୁଶାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଫିଲ୍ମ ଦେଖି କହିଲେ ଏମିତି ଦେଖନ୍ତୁ - Exclusive

Special report

ନମସ୍କାର ପାଠକ ବନ୍ଧୁ।ଗତ କାଲି ଠାରୁ ରିଲିଜ ହୋଇଛି ବାବୁଶାନ୍ ମହାନ୍ତି ଓ ଅମ୍ଳାନ ଦାସ ଙ୍କ ଏକ ଓଡ଼ିଆ ଫିଲ୍ମ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ପ୍ରଥମ ଥର ପାଇଁ ବାବୁଶାନ୍ ଙ୍କ ଫିଲ୍ମ ରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ।
Special report
ଏହି ଫିଲ୍ମ ଟି ଲୋକ ଙ୍କ ମନ ରେ ଖୁବ୍ ଭଲ ଭାବନା ସୃଷ୍ଟି କରିଛି।ଏଥର ର ଦଶହରା ରେ ଲୋକ ମାନେ ବହୁତ ଖୁସି ଅଛନ୍ତି ଏହି ଫିଲ୍ମ କୁ ଦେଖିବା ପରେ।ହଲ ରେ ମଧ୍ୟ ଲୋକ ଙ୍କ ଭିଡ ଦେଖିବାକୁ ମିଳିଛି।ଏବେ ଆପଣ ମାନେ ମଧ୍ୟ ପ୍ରାୟ ଏହି ଫିଲ୍ମ କୁ ଦେଖି ସାରି ଥିବେ।
ବାବୁଶାନ୍ ଙ୍କ ପତ୍ନୀ ଏହି ଫିଲ୍ମ କୁ ଦେଖିବା ପାଇଁ ଏକ ହଲ ରେ ଉପସ୍ଥିତ ଥିଲେ।ସେ କହିଛନ୍ତି କି ତାଙ୍କ ସ୍ଵାମୀ ଏହି ଫିଲ୍ମ ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି।ଆମେ ସମସ୍ତେ ଫିଲ୍ମ ଦେଖୁ ହେଲେ ତା ପଛରେ ରହିଥିବା କଠିନ ପରିଶ୍ରମ ଦେଖି ପାରୁ ନାହିଁ।
ଦୁଇ ମାସ ଧରି ଫିଲ୍ମ କୁ ତିଆରି କରୁଥିବା ଅନେକ ଲୋକ ବହୁତ ପରିଶ୍ରମ କରିଛନ୍ତି।ଏବେ ଦର୍ଶକ ମାନଙ୍କ ଉପରେ ନିର୍ଭର କରୁଛି କି କିପରି ଭାବେ ଫିଲ୍ମ ଟି ଅଧିକ ରୁ ଅଧିକ ବ୍ୟବସାୟ କରିବ।ଆମ ସମସ୍ତଙ୍କ ଆଶା ଏହି ଫିଲ୍ମ ଟି କୁ ଲୋକ ମାନେ ଖୁବ୍ ଭଲ ପାଇବା ଦେବେ।
Special report
ସୂଚନା ଅନୁସାରେ ବାବୁସାନ ମହାନ୍ତି ଓ ଅମ୍ଳାନ ଦାସ ଉଭୟ ଏହି ମାଲ୍ୟଗିରି ଫିଲ୍ମ ପାଇଁ ଅନେକ ପରିଶ୍ରମ କରିଛନ୍ତି।ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ପ୍ରଥମ ଥର ପାଇଁ ମେକ୍ ଅପ୍ ନେଇ ହଲ କୁ ଯାଇଥିଲେ।ଓ ସେଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଗଣ ମାଧ୍ୟମ ପ୍ରତିନିଧି ତାଙ୍କୁ ତାଙ୍କ ପୁଅ ଙ୍କ ବିଷୟରେ ପଚାରି ଥିଲେ।ସେ କହିଥିଲେ କି ସେ ତାଙ୍କୁ ତାଙ୍କ ଅଜା ଆଇ ଙ୍କ ଘରେ ଛାଡ଼ି ଦେଇ ଆସି ଛନ୍ତି।
ଏବେ ଦେଖି ବାକୁ ବାକି ରହିଲା ଏଥର ଦଶହରା ବଜାର ରେ ଏହି ମାଲ୍ୟଗିରୀ ଫିଲ୍ମ ଟି ଲୋକ ଙ୍କ ମନ ରେ କେତେ ଭଲ ଭାବନା ସୃଷ୍ଟି କରି ପାରୁଛି।ଏହି ଫିଲ୍ମ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି।ଲୋକ ମାନଙ୍କର ହଲ ରେ ବହୁ ଭିଡ ଲାଗି ଥିବାର ଆଜି ଠାରୁ ଦେଖିବାକୁ ମିଳିଚି।

Advertisement