Mar 23, 2024, 12:05 IST

ଝିଅ ଠାରୁ କିଡନୀ ନେଇ ଟିକେଟ ଦେଲେ ଲାଲୁ.. ଲୋକେ କହିଲେ, ଉପରକୁ ଯିବା ବୟସ ରେ ରାଜନୀତି

Hy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଲାଲୁ ଙ୍କ ବିରୋଧ ରେ ବିବାଦୀୟ ମନ୍ତବ୍ୟ ଦେଲେ ସମ୍ରାଟ ଚୌଧୁରୀ। କହିଲେ ଟିକେଟ ବିକ୍ରି କରିବାରେ ଲାଲୁ ଝିଅକୁ ମଧ୍ୟ ଛାଡ଼ି ନାହାଁନ୍ତି।
ଝିଅ ଠୁ କିଡନୀ ନେଇ ଟିକେଟ ଦେଇଥିଲେ ଲାଲୁ।ଟିକେଟ ବଣ୍ଟନ ସମ୍ପର୍କ ରେ ବିହାର ଡେପୁଟି ସି ଏମ ସମ୍ରାଟ ଚୌଧୁରୀ RJD ମୁଖ୍ୟ ଲାଲୁ ଯାଦବ ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
Hh
ଲୋକସଭା ନିର୍ବାଚନ ରେ ଟିକେଟ ବିକ୍ରି କରିବା ନେଇ ଲାଲୁ ଯାଦବ ଙ୍କ ବିରୋଧ ରେ ସମ୍ରାଟ ଚୌଧୁରୀ ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି ଯେ ଲାଲୁ ଯାଦବ ଟିକେଟ ବିକ୍ରି କରିବାରେ ଜଣେ ବଡ଼ ଖେଳାଳି।
ଟିକେଟ ବିକ୍ରି ମାମଲାରେ ସେ ନିଜ ଝିଅ ଙ୍କୁ ମଧ୍ୟ ଛାଡ଼ି ନାହାଁନ୍ତି।ସେ ପ୍ରଥମେ ତାଙ୍କ ଝିଅ ଙ୍କ ଠାରୁ କିଡନୀ ନେଇ ତାପରେ ଟିକେଟ ଦେଇଥିଲେ।ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମାନଙ୍କ ମଧ୍ୟରେ ବୟାନ ଓ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି।
Hh
ବିହାର ରେ ଆସନ ଭାଗ ବଣ୍ଟା ଏ ଯାଏଁ ହୋଇନାହିଁ।ଆସନ୍ତା କିଛି ଦିନ ମଧ୍ୟରେ ସିଟ ବଣ୍ଟନ ହେବ ବୋଲି କୁହାଯାଉଛି।ତେବେ ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନିଜର ପ୍ରାର୍ଥୀ ଙ୍କୁ ଚାରୋଟି ଆସନ ରେ ଲଢିବାକୁ କହିସାରିଛି।
ତେବେ ଏହାକୁ ନେଇ ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସ ଏଥିରେ ଖପା ହୋଇ ଯାଇଛି।ଏଥି ସହିତ ବର୍ତମାନ ବିଜେପି ଏହାକୁ ଏକ ପ୍ରସଙ୍ଗକାରୀ ଲାଲୁ ଯାଦବ ଙ୍କୁ ଟାର୍ଗେଟ କରିଛି।ବିହାର ବିଜେପି ରାଜ୍ୟ ସଭାପତି ତଥା ଉପ ମୁଖ୍ୟ ମନ୍ତ୍ରୀ ସମ୍ରାଟ ଚୌଧୁରୀ ଲାଲୁ ଯାଦବ ଙ୍କ ଉପରେ ଏନେଇ କଡା ଆକ୍ରମଣ କରିଛନ୍ତି।
ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଲାଲୁ ଯାଦବ ଟିକେଟ ବିକ୍ରି କରିବାରେ ଜଣେ ଖେଳାଳି।ସମ୍ରାଟ ଚୌଧୁରୀ ଆହୁରି କହିଛନ୍ତି ଯେ ଲାଲୁ ଯାଦବ ଏପରି ଜଣେ ନେତା ଯିଏ କି ଟିକେଟ ବିକ୍ରି କରିବାରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି।

Advertisement