May 6, 2024, 17:42 IST

ଦେଶ ବିଦେଶ ଯାଇ ବ୍ଲଗ୍ କରୁଥିବା Laba Hansada ଙ୍କୁ କିଏ ଦେଲା ପ୍ରେମରେ ଧୋକା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲଭ ହାଂସଦାଙ୍କ ଅସଫଳ ପ୍ରେମ ତାଙ୍କୁ ବହୁତ ଆଗକୁ ନେଇଯାଇଛି। ପ୍ରେମରେ ବିଫଳ ହେବା ପରେ ବା ଧୋକା ଖାଇବା ପରେ ତାଙ୍କ ଭାଗ୍ୟ ବଦଳିଥିଲା। ଆଜି ଲଭ ହାଂସଦାଙ୍କ ସଫଳ ଦେଖି କିଏ କହୁଛି ଲଭ
ହାଂସଦାଙ୍କ ଗର୍ବ ହେଇଗଲାଣି ତ ଆଉ କିଏ କହୁଛି ଲଭ ହାଂସଦା ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଲଭ ହାଂସଦାଙ୍କ ଏହି ସଫଳ ପଛରେ ରହିଛି ଅନେକ ସଂଘର୍ଷ ଆଉ ଅନେକ ଦୁଃଖ। ଦୁଃଖ କଷ୍ଟ ମଧ୍ୟରେ ଆଜି ଏଭଳି ସ୍ଥାନରେ ପହଞ୍ଚି ପାରିଛନ୍ତି ଲଭ ହାଂସଦା। 
Nn
ବନ୍ଧୁଗଣ ଆଉ ସେହି ଗରୀବ ଲଭ ହାଂସଦା ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଲଭ ହାଂସଦାଙ୍କ ସରଳ କଥା ଆଉ ଲୋକଙ୍କୁ ବାହାର ଦେଶର ପ୍ରକୃତି, ପରିବେଶ, ସଂସ୍କୃତି, ଆଉ ଲୋକଙ୍କର ବଞ୍ଚିବା ଶୈଳୀର ଭିଡିଓ ସାମ୍ନାକୁ ଆଣି
ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଚର୍ଚ୍ଚା ମଧ୍ୟ ହେଉଛନ୍ତି। ଲଭ ହାଂସଦାଙ୍କ କହିବା ଅନୁସାରେ ତାଙ୍କ ବାପା ଜଣେ ସାଧାରଣ ଚାଷୀ ଥିଲେ। ଆଉ ମାଆ ହାଣ୍ଡିଆ ବିକ୍ରୀ କରୁଥିଲେ। ଘର ଚଳିବାକୁ କଷ୍ଟ ହେଉଥିଲା। ପିଲାଟି ଦିନରୁ ଅଭାବ ଅନଟନରେ ବଢିଛନ୍ତି ଲଭ ହାଂସଦା। 
କିନ୍ତୁ ଧୀରେ ଧୀରେ ନିଜ ଜୀବନକୁ ବଦଳାଇବାକୁ ବାହାରିଥିଲେ ଲଭ ହାଂସଦା। ଆଉ ଲଭ ହାଂସଦା ଜୀବନକୁ ଆସିଥିଲା ଗୋଟିଏ ଝିଅ ବା ପ୍ରେମିକା। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ କିଛିଦିନ ପରେ ଉଭୟ ମଧ୍ୟରେ ମନମତାନ୍ତର ହେବା ସହିତ ପ୍ରେମରେ ସୃଷ୍ଟି ହେଇଥିଲା ଫାଟ।
Hh
ଆଉ ଦୁହେଁ ଦୁହିଁଙ୍କ ଠାରୁ ଧୀରେ ଧୀରେ ହେଇଯାଇଥିଲେ ଅଲଗା। ଶେଷରେ ଲଭ ହାଂସଦାଙ୍କ ମନ ଭାଙ୍ଗିଥିଲା ଆଉ ବହୁତ କଷ୍ଟ ବି ହେଇଥିଲା। କିନ୍ତୁ କିଛି କରି ଦେଖିବା ପାଇଁ ମନରେ ଜିଦି ଥିଲା। ଆଉ ଲଭ ହାଂସଦା ବାହାର ସବୁ ଦେଶକୁ ଯାଇ ଆଦିବାସୀଙ୍କ ଜୀବନ ଶୈଳୀ ସାମ୍ନାକୁ ଆଣିଥିଲେ। 
ଆଉ ଧୀରେ ଧୀରେ ସେହି ଅଧୁରା ପ୍ରେମକୁ ଲଭ ହାଂସଦା ଭୁଲି ଯାଇଥିଲେ। ଆଉ ଲୋକଙ୍କର ଭଲ ପାଇବା ମିଳିଥିଲା ଲଭ ହାଂସଦାଙ୍କୁ। କିଛି ଲୋକ ଲଭ ହାଂସଦାଙ୍କ ବିରୁଦ୍ଧରେ କହିବାକୁ ଯାଇ କହୁଛନ୍ତି ଯେ, ଲଭ ହାଂସଦା ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ପାଇବା ପରେ କୁଆଡେ ତାଙ୍କର ଗର୍ବ ହେଇଯାଇଛି।
ତେବେ ଲଭ ହାଂସଦାଙ୍କୁ ସବୁବେଳେ ଭଲ ପାଉଥିବା ଦର୍ଶକ ମାନେ ବାହାର ଦେଶର ଲୋକ ପରମ୍ପରା ସଂସ୍କୃତିକୁ ଅପେକ୍ଷା କରି ବସନ୍ତି କେତେବେଳେ ଲଭ ହାଂସଦା ଏଭଳି କିଛି ଭିଡିଓ ଅପଲୋଡ଼ କରିବେ। ଯାହାକୁ ଦେଖିବେ ଦର୍ଶକ ମାନେ।

Advertisement