Feb 22, 2024, 09:22 IST

କୁନି ଝିଅ କୁ ହାତରେ ଧରି ଟେକି ଦେଇଥିଲେ ଜଣେ ବାପା.. ମୋଦୀ ଷ୍ଟେଜ ରୁ କହିଲେ, ପିଲା କୁ ହଇରାଣ କରନି ପ୍ଲିଜ୍

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କୁନି ଝିଅ ଟି ପାଇଁ ଅଧା ରୁ ଭାଷଣ ବନ୍ଦ କରି ଦେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ।ଆପଣ ମାନେ ସମସ୍ତେ ଜାଣି ଥିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଶଂସକ ମାନଙ୍କୁ କେତେ ଭଲ ପାଆନ୍ତି।ସେ ସାରା ଦେଶ ର ମଙ୍ଗଳ।ପାଇଁ ଅନେକ କାମ କରିଛନ୍ତି।
Special report
ଆଜି ପୁଣି ଥରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାମ ପାଇଁ ସାରା ଦେଶ ରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କୁନି ଝିଅ ଟି ପାଇଁ ଭାଷଣ କୁ କିଛି ସମୟ ପାଇଁ ସେ ବନ୍ଦ କରି ଦେଇ ଥିଲେ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ।
ସୂଚନା ଅନୁସାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଜାମ୍ମୁ କାଶ୍ମୀର ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ୧୩୦ କୋଟି ର ଗୋଟିଏ ଶିଳାନ୍ୟାସ କରି ଥିଲେ।ଅନେକ ପ୍ରକାର ଲୋକ ସେଠାରେ ରୁଣ୍ଡ ହୋଇ ଥିଲେ।
ଆଜି ପର୍ଯ୍ୟନ୍ତ ଜାମୁ କାଶ୍ମୀର ରେ କଣ କଣ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଚି ସେ ବିଷୟ ମୋଦି ଲୋକ ମାନଙ୍କୁ କହି ଥିଲେ।ଶିକ୍ଷା ସ୍ବାସ୍ଥ୍ୟ ଆଦି କ୍ଷେତ୍ର ରେ ଜାମୁ କାଶ୍ମୀର ର ବହୁତ ଉନ୍ନତି ହୋଇଚି।ପିଲା ମାନଙ୍କର ପଢ଼ିବା ପାଇଁ ଭଲ ସ୍କୁଲ ଘର,ଖେଳ ପଡିଆ,ସବୁ କିଛି ଯୋଗାଇ ଦିଆ ଯାଇଛି।
Special report
ଏହି ସମୟ ରେ ଜଣେ ନିଜ ଛୋଟ ଝିଅ କୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସଭା କୁ ଆସି ଥିଲେ।ସେ ନିଜ ଝିଅ କୁ ଉପରକୁ ଟେକି ପ୍ରଧାନ ମନ୍ତ୍ରୀ ଙ୍କୁ ଦେଖାଇ ଥିଲେ।ଓ କହୁଥିଲେ ଦେଖ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ।ଏ କଥା ଶୁଣି ମୋଦି କିଛି ସମୟ ପାଇଁ ନିଜ ଭାଷଣ ବନ୍ଦ କରି ଦେଇଥିଲେ।
ଓ ଝିଅ ଟି କୁ ଉପର କୁ ନ ଟେକିବା ପାଇଁ କହି ଥିଲେ।ମୁଁ ଯଦି ସେଠାରେ ଥାଆନ୍ତି ତାହାଲେ ଝିଅ ଟି କୁ ଆଶୀର୍ବାଦ ଦେଇ ଥାଆନ୍ତି।ଏ କଥା ଶୁଣି ସମସ୍ତେ ଜୋର୍ ରେ ତାଳି ମାରି ଜୟ ଜୟକାର କରିବାକୁ ଲାଗିଲେ।
ସେ ଆହୁରି ମଧ୍ୟ କହି ଥିଲେ କୁ ଏହି ଛୋଟ ଝିଅ ଟି କୁ ପାଠ ପଢେଇବ।ଆଗକୁ ନେବ।ବର୍ତ୍ତମାନ ତାକୁ ଉପରକୁ ଟେକ ନାହିଁ।ଥଣ୍ଡା ପ୍ରବଳ ହେଉଛି।ଏହା ପରେ ପୁଣି ଥରେ ମୋଦି ତାଙ୍କ ଭାଷଣ ଆରମ୍ଭ କଲେ।
ତାଙ୍କର ଏହି କଥା ଟି ରେ ଲୋକ ମାନେ ବହୁତ ଖୁସି ହୋଇ ଗଲେ।ଏହା ପରେ ସେଠାରେ ଲୋକ ଙ୍କ ର ଆହୁରି ଭିଡ ଜମି ବାକୁ ଲାଗି ଥିଲା।ଏହି ଘଟଣା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement