ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟରେ ସୂଚନା ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣମାନେ ସମସ୍ତେ ତ ଏହି ଭିଡିଓ ମାଧ୍ୟମରେ ଏହି ଖବର ପାଇବେ ।
ଗୋଟିଏ ବାପା ତାର ପୁଅକୁ ବହୁତ ଭଲ ପାଇଥାଏ । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ବ୍ୟକ୍ତି ତାର ପୁଅକୁ ହ-ତ୍ୟା କରିଦେଇଛି । ଆଉ ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
ଗୋଟେ ଛୋଟ ଛୁଆ ଏମିତି କଣ ଭୁଲ କରିଲା ଯେ ତାର ବାପା ତାକୁ ମାରିଦେଲା । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବାପା ଜଣକ ଏତେ ନୃଶଂସ ହୋଇଗଲା ଯେ ସେ ତାର ଛୁଆକୁ ମାରିବା ସମୟରେ ତାର ହାତ ଟିକେ ବି ଥରିଲା ନାହିଁ ।
ଏହି ବାପା ଜଣକ ଅତି ନୃଶଂସ ଭାବରେ ତାର ନିଜର ସନ୍ତାନକୁ ମାରିଦେଲା । ସାମାନ୍ୟ କୁକୁଡ଼ା ପାଇଁ ଏହି ବାପା ଜଣକ ଏଭଳି କାମ କରିଲା । ଏହି ଘଟଣା ଦେଖି ପୁଅର ମାଆ ଅବାକ୍ ହୋଇଯାଇଛି ।ସ୍ଥାନୀୟ ଲୋକମାନେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ସାମାନ୍ୟ କୁକୁଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ । ବାପା ସାଜିଲା ହ-ତ୍ୟାକାରୀ । ଯେଉଁ ପୁଅକୁ କୋଳେଇ ଖାକେଇ ମଣିଷ କରିଥିଲା ବାପା ସେହି ବାପା ଆଜି ତାର ଜୀବନ ନେଇଗଲା । ଏହି ଘଟଣା ଏବେ ସାମ୍ନାକୁ ଆସିଛି ।
ଏଭଳି ଲୋମ ହର୍ଷଣକାରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ମୟୂରଭଞ୍ଜ ଜିଲ୍ଲାର କୁଣ୍ଟା ଥାନା ଅଧୀନ ସୁନ୍ଦାମାଟି ଗ୍ରାମରେ । ପୁଅଟି ସବୁବେଳେ ବାପା ସହ ଝଗଡ଼ା କରୁଥିଲା । ଆଉ କୁକୁଡ଼ା ବିକ୍ରିକୁ ନେଇ ବାପା ପୁଅଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା ।
ଏହିଭଳି ଝଗଡ଼ା ଲାଗୁଥିଲା ଆଉ ସେହି ଦିନ ଝଗଡ଼ା ଅଧିକ ହେବା ପରେ ବାପା ଜଣକ ପୁଅକୁ ଠେଙ୍ଗାରେ ପିଟି ଦେଇଥିଲା । ଏହି ଘଟଣା ବିଷୟରେ ପୁଅର ମାଉସୀ କହିଛନ୍ତି । ଏହି ଘଟଣା ପରେ ଅନେକ ଘଟଣା ସାମ୍ନାକୁ ଆସୁଛି । ମୃ-ତ-ଦେ-ହକୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଛି ।