Updated: Nov 24, 2023, 10:39 IST

ଏଣିକି ଯଦି ଆପଣ କୋଟିପତି ତାହାଲେ ଦେଖି ଚାହିଁ ସ୍ତ୍ରୀ କରନ୍ତୁ, ନହେଲେ ଛାଡ଼ପତ୍ର ପରେ ସେ ବି ଭାଗ ନେବ ଯେମିତି RAYMOND କମ୍ପାନୀ ମାଲିକ ଦେଲେ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତରେ ସବୁଠାରୁ ଦାମୀ ଛାଡ଼ପତ୍ର ଦେଖିବାକୁ ମିଳିଛି। ନିଜ ପତ୍ନୀ ଙ୍କୁ ଆଠ ହଜାର କୋଟି ଟଙ୍କା ଦେବାକୁ ଯାଉଛନ୍ତି ଗୌତମ। ଏବେ ଚର୍ଚ୍ଚାରେ ରେମଣ୍ଡ ଗ୍ରୁପ୍ର ଅଧ୍ୟକ୍ଷଙ୍କ ଛାଡ଼ପତ୍ର ଚର୍ଚ୍ଚାର ବିଷୟ ପାଲଟିଛି।
Special report
ସେ ହେଉଛନ୍ତି ରେମଣ୍ଡ ଗ୍ରୁପ ର ଅଧ୍ୟକ୍ଷ ଗୌତମ ସିଙ୍ଘାନିଆ। ସେ ହେଉଛନ୍ତି ଏକ ଧନି ବିଲିୟନୀୟର।ସେ ନିଜର ଲକ୍ଜୁରି ଲାଇଫ ଷ୍ଟାଇଲ ପାଇଁ ସର୍ବଦା ଖୁବ୍ ଚର୍ଚ୍ଚାରେ ମଧ୍ଯ ରହି ଥାଆନ୍ତି।
ହେଲେ ଏବେ କିନ୍ତୁ ସେ ଅନ୍ୟ କାରଣ ପାଇଁ ଆଲୋଚନାର ପରିସର କୁ ଆସିଛନ୍ତି। ଗୌତମ ଓ ତାଙ୍କର ପତ୍ନୀ ନାୱାଜ୍ ସିଙ୍ଘାନିଆ ଙ୍କ ହେଇଛି ଛାଡ଼ପତ୍ର। ଏନେଇ ସେ ନିକଟରେ ଘୋଷଣା ମଧ୍ଯ କରିଥିଲେ।
ଆଉ ଏବେ ନୱାଜ ମଧ୍ଯ ଛାଡ଼ପତ୍ର ପାଇଁ କିଛି ଦାବୀ ମଧ୍ଯ କରିଛନ୍ତି। ଆଉ ଏହା ଯଦି ସତ ହୋଇଥାଏ ତେବେ ଏହା ଭାରତର ସବୁଠାରୁ ଦାମୀ ଛାଡ଼ପତ୍ର ହେବ ବୋଲି କୁହା ଯାଉଛି। ତାଙ୍କର ସ୍ତ୍ରୀ ଏଭଳି କିଛି ଦାବୀ କରିଛନ୍ତି।
Special report
ସେ ଗୌତମ ଙ୍କ ସମସ୍ତ ସମ୍ପତ୍ତିର ୭୫ ପ୍ରତିଶତ ଦାବୀ କରିଛନ୍ତି। ସେ କହିଛନ୍ତି ସେ ନିଜ ପାଇଁ ଓ ତାଙ୍କର ଦୁଇ ଝିଅ ନିହାରିକା ଓ ନିଶା ପାଇଁ ସେ ଏଭଳି କିଛି ଦାବୀ କରିଛନ୍ତି।
କୁହା ଯାଉଛି କି ଏହି ଦାବିରେ ଗୌତମ ସିଙ୍ଘାନିଆ ମଧ୍ଯ ବହୁ ପରିମାଣ ରେ ରାଜି ହୋଇଛନ୍ତି। ଗୌତମ ସିଙ୍ଘାନିଆ ଭାରତର ସବୁଠାରୁ ପୁରୁଣା ଉଦ୍ୟୋଗପତି ପରିବାର ରୁ ଆସିଛନ୍ତି। ବର୍ତ୍ତମାନ୍ ରେ ରେମଣ୍ଡ ଗ୍ରୁପ ର ଏମଡି।
ଏବଂ ସେ ଚେୟାର ମ୍ୟାନ୍ ମଧ୍ୟ ଅଛନ୍ତି। ମୁକେଶ ଅମ୍ବାନୀ ଙ୍କ ପରେ ତାଙ୍କର ମୁମ୍ବାଇ ରେ ଦ୍ଵିତୀୟ ମହଙ୍ଗା ଏବଂ ଲକ୍ଜୁରୀ ଘର ରହିଛି। ତାଙ୍କର ଜୀବନ ଶୈଳୀ ପାଇଁ ସେ ବେଶ ଜଣାଶୁଣା ମଧ୍ଯ ଅଟନ୍ତି।
ତାଙ୍କର ମୋଟ ସମ୍ପତ୍ତି ଭାରତିୟ ମୂଲ୍ୟରେ ୧୧ ହଜାର କୋଟି ଟଙ୍କା ହେବ ବୋଲି ଏହା ଜଣା ପଡ଼ିଛି। ଏହି ଛାଡ଼ପତ୍ର ଏବେ ୮ ହଜାର କୋଟି ଟଙ୍କା ରୁ ମହଙ୍ଗା ହେବା ପାଇଁ ଯାଉଛି। ଆଉ ତାଙ୍କ ଡିମାଣ୍ଡ ମାନି ନିଆ ଗଲେ ଏହା ସବୁଠାରୁ ମହଙ୍ଗା ଛାଡ଼ପତ୍ର ହେବ।

Advertisement