Feb 7, 2024, 13:51 IST

ସାଇକେଲ ରେ ୨୦୦ କିଲୋ ର କୋଇଲା ଭରି ଵୋହିଲେ ରାହୁଲ, ଗରିବ ଙ୍କ ପାଇଁ ରାହୁଲ ସବୁ ବେଳେ ପ୍ରସ୍ତୁତ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଭଲ ଭାବେ ଜାଣି ଥିବେ।ଭାରତ ଯୋଡ ନ୍ୟାୟ ଯାତ୍ରା ରେ ଏବେ ସେ ନିଜକୁ ସାମିଲ କରିଛନ୍ତି।ଆଗକୁ ନିର୍ବାଚନ ରହିଛି ସେଥିପାଇଁ ସେ ଏବେ ଠାରୁ ନିଜ ର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି।
Special report
ଆମେ ଆଜି ସେହି ରାହୁଲ ଗାନ୍ଧୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ସେ ଗତ କାଲି କୋଇଲା ବସ୍ତା କୁ ସାଇକେଲ ରେ ନେଇ ଯାଉ ଥିଲେ।ଯାହାର ଏକ ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।
ଭାରତ ଯୋଡ଼ ନ୍ୟାୟ ଯାତ୍ରା ରେ ସେ ଏବେ ଏପରି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଏଭଳି ଘଟଣା ଦେଖିବାକୁ ମିଳି ଥିଲା ଝାଡ଼ଖଣ୍ଡ ରାଜ୍ୟ ରେ।ସେଠାରେ ଜଣେ ଶ୍ରମିକ ୨୦୦ କେଜି ର କୋଇଲା ସାଇକେଲ ରେ ନେଇ କରି ଯାଉ ଥିଲେ।
ଏହି ସମୟ ରେ ରାହୁଲ ଗାନ୍ଧୀ ସେଠାରେ ପହଞ୍ଚି ଥିଲେ।ସେ ଉକ୍ତ ଶ୍ରମିକ କୁ ସାହାର୍ଯ୍ୟ କରି ଥିଲେ।ତାଙ୍କୁ ତାଙ୍କ କୋଇଲା ବସ୍ତା କୁ ନେବାରେ ସାହାର୍ଯ୍ୟ କରି ଥିଲେ।ଯାହାକୁ ଦେଖି ଉପସ୍ଥିତ ଲୋକ ମାନେ ଚକିତ ହୋଇ ଯାଇ ଥିଲେ।
Special report
ରାହୁଲ ଗାନ୍ଧୀ ଏହାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ସେ ଏବେ ଝାଡଖଣ୍ଡ ରେ ରହୁଛନ୍ତି।ସେଠାରେ ଗତ ସୋମବାର ଦିନ ମହାତ୍ମା ଗାନ୍ଧୀ ରୋଡ ରୁ ନିଜ ଯାତ୍ରା ଆରମ୍ଭ କରି ଥିଲେ।
ଏହି ସମୟ ରେ ତାଙ୍କର ସେହି ଶ୍ରମିକ ଙ୍କ ସହିତ ଦେଖା ହୋଇ ଥିଲା।ତାଙ୍କୁ ଦେଖି ସେ ତାଙ୍କ କଷ୍ଟ କୁ ସହି ପାରି ନ ଥିଲେ।ସେ ସେମାନଙ୍କ ସହିତ କିଛି ସମୟ କଥା ହୋଇ ଥିଲେ।ଏହା ପରେ ସେମାନଙ୍କ ସାଇକେଲ ରେ ଥିବା ୨୦୦ ବସ୍ତା କୋଇଲା କୁ ଧରି ବୋହି ଥିଲେ।
ଏହି ସମୟ ରେ ରାହୁଲ ଗାନ୍ଧୀ କହି ଥିଲେ କି ସେମାନଙ୍କ କଷ୍ଟ କେହି ସହି ପାରିବେ ନାହିଁ।ନ୍ୟାୟ ଯାତ୍ରା ସମୟ ରେ ଦେଶ ର ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ଆମର ଲକ୍ଷ୍ୟ।ଆମେ ସମସ୍ତେ ମିଶି ଏହାକୁ ସଫଳ କରାଇବା ବୋଲି କହିଛନ୍ତି ରାହୁଲ ଗାନ୍ଧୀ।
ସାଧାରଣ ଗରିବ ଙ୍କ ସମସ୍ୟା କୁ ଅଣଦେଖା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।ସେମାନଙ୍କୁ ନ୍ୟାୟ ଦିଆ ଯିବା ଦରକାର।ଆମେ ଏଥିପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

Advertisement