Dec 23, 2023, 10:42 IST

ସକାଳୁ ସକାଳୁ କୋହଲି ଙ୍କ ପରିବାର ରେ ଆସିଗଲା ଦୁଃଖ ର ପାହାଡ଼ : ଅଧା ମ୍ୟାଚ୍ ରୁ କାନ୍ଦି କାନ୍ଦି ଘରକୁ ଫେରିଲେ କୋହଲି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଦଳ ର ନାମୀ ଦାମୀ ଖେଳାଳି ବିରାଟ କୋହଲି ଙ୍କ ବିଷୟ ରେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ବିଶ୍ଵର ଜଣେ ପ୍ରସିଦ୍ଧ ଖେଳାଳି ରୂପେ ସେ ପରିଚିତ।
ତାଙ୍କ ପରିବାର ର କୌଣସି ସଦସ୍ୟ ଆଗରୁ ଖେଳାଳି ନ ଥିଲେ।ସେ ପ୍ରଥମ ଥର ପାଇଁ ନିଜ ପରିବାର ର ଜଣେ ପ୍ରସିଦ୍ଧ ଖେଳାଳି ରୂପେ ନାଆଁ କରିଛନ୍ତି।ସେ ତାଙ୍କ ଖେଳ ମାଧ୍ୟମ ରେ ସଚିନ ତେନ୍ଦୁଲକର ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
Special Report
ଆଉ କିଛି ଦିନ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳା ଯିବ।ଯାହାକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ମାନେ ଅପେକ୍ଷା କରି ରହିଛନ୍ତି।ବିରାଟ କୋହଲି ଙ୍କ ଖେଳ କୁ ଦେଖିବା ପାଇଁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।
ସେ ମଧ୍ୟ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ପଡିଆ ରେ ଅଭ୍ୟାସ କରୁ ଥିବାର ନଜର ଆସି ଥିଲେ।ହେଲେ କୌଣସି ଏକ କାରଣ ପାଇଁ ସେ ନିଜ ଦେଶ ଭାରତ କୁ ଚାଲି ଆସିଛନ୍ତି।ତାଙ୍କର ଲକ୍ଷ୍ୟ ଥିଲା କି ସେ ବିଦେଶ ମାଟି ରେ ଭଲ ଖେଳି ସମସ୍ତ ଙ୍କୁ ଦେଖାଇବେ।
ହେଲେ ତାଙ୍କର ସେହି ଲକ୍ଷ୍ୟ ପୁରଣ ହୋଇ ପାରିଲା ନାହିଁ।ଖେଳ ଆରମ୍ଭ ହେବା ପୂର୍ବ ରୁ ସେ ନିଜ ଦେଶ କୁ ଫେରି ଆସିଲେ।କୁହା ଯାଉଛି ଯେ ତାଙ୍କ ପରିବାର ସଦସ୍ୟ ଙ୍କ ମଧ୍ୟରୁ ଜଣକ ଦେହ ବହୁତ ଖରାପ ହୋଇ ଯାଇଛି।
Special Report
ଯାହାକୁ ନେଇ ସେ ନିଜ ଦେଶ କୁ ଚାଲି ଆସିଛନ୍ତି।ବିସିସିଆଇ ପାଖରେ କହି ଥିଲେ କି ଫ୍ୟାମିଲି ଏମରଜେନ୍ସି ଥିବାରୁ ମୁ ମୋ ଘର କୁ ଯିବା ପାଇଁ ଚାହୁଁଛି।ଏହା ପରେ ସେ ଦକ୍ଷିଣ ଆଫ୍ରିକା ରେ ନ ଖେଳି ଚାଲି ଆସିଲେ।
ହେଲେ ପ୍ରକୃତ ସତ୍ୟ ଏ ଯାଏଁ ଜଣା ପଡି ନାହିଁ।ସେ ଗଣ ମାଧ୍ୟମ ଆଗରେ ଏ ଯାଏଁ ତାଙ୍କ ମୁହଁ ଖୋଲି ନାହାନ୍ତି।ଅନ୍ୟ ପଟେ ଆସନ୍ତା ୨୬ ତାରିଖ ରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି।
ଏହାକୁ ନେଇ କ୍ରିକେଟ ପ୍ରେମୀ ମାନେ ଅପେକ୍ଷା କରି ରହୁଛନ୍ତି।ଭାରତ ଏହି ମ୍ୟାଚ୍ କୁ ଜିତିବା ପାଇଁ ନିଜ ଅଭ୍ୟାସ ଜାରି ରଖିଛି।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ଏହି ମ୍ୟାଚ୍ କୁ ଜିତିବ।

Advertisement