Apr 28, 2024, 15:21 IST

ଘରେ ଲାଗିନି AC ହେଲେ କେମିତି ଏତେ ଥଣ୍ଡା ଜାଣନ୍ତୁ ଭାରତର No1 ଧନୀ ମୁକେଶ ଆମ୍ବାନୀଙ୍କ ଘରର ରହସ୍ୟ

Nb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ବନ୍ଧୁଗଣ ଦେଶର ସବୁଠାରୁ ପ୍ରଭାବଶାଳୀ ପରିବାର ଅମ୍ବାନୀ ପରିବାର ରାଜକୀୟ ଖର୍ଚ୍ଚ ପାଇଁ ସାରା ବିଶ୍ୱରେ ଜଣାଶୁଣା। 
Hu
ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ସମଗ୍ର ଦୁନିଆର ସବୁଠାରୁ ମହଙ୍ଗା ଘର। ଯଦିଓ ମୁକେଶ ଅମ୍ବାନୀ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି କିନ୍ତୁ ତାଙ୍କ ପତ୍ନୀ ନୀତା ଅମ୍ବାନୀ ବହୁତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।
ତେବେ ମୁକେଶ ଅମ୍ବାନୀଙ୍କ ଘରର ନାମ ହେଉଛି ଆଣ୍ଟିଲିଆ। ହେଲେ ତାଙ୍କ ଘରର କୌଣସି ଠାରେ ସେ ଗୋଟିଏ ହେଲେ ଏସି ଲଗାଇ ନାହାନ୍ତି। ଏଥିରେ ରହିଛି ସବୁ ପ୍ରକାର ର ସୁବିଧା ସୁଯୋଗ। ଘର ତ ନୁହେଁ ଏକ ରାଜ ମହଲ କହିଲେ ଚଳେ। 
ସେ ଘର ଭିତରେ ରହିଛି ସପିଙ୍ଗ ମଲ,ସୁଇମିଙ୍ଗ୍ ପୁଲ,ହେଲି ପ୍ୟାଡ। ଏମିତି କି ଏଠାରେ ସମୁଦ୍ର ର ମଜା ମଧ୍ୟ ନେଇ ପାରିବେ। ତେବେ ଆଣ୍ଟିଲିଆ ରେ ଲାଗିନି ଗୋଟିଏ ହେଲେ ଏସି।
Jje
ତେବେ ବନ୍ଧୁଗଣ ପ୍ରକୃତରେ ଆଣ୍ଟିଲିଆର ଅର୍ଥ ହେଉଛି ଆଣ୍ଟାର୍କାଟିକା ଭଳି ଆଇଲ୍ୟାଣ୍ଡ ଯେଉ ଠାରେ ବର୍ଷ ତମାମ ବରଫ ଥାଏ। ଯେମିତି ଆଣ୍ଟାର୍କାଟିକା ବିଶ୍ୱର ବିରଳ ସ୍ଥାନ। ସେମିତି ଆଣ୍ଟିଲିଆ ବିଶ୍ୱର ବିରଳ ଘର। ଏହି ଘରକୁ ଏମିତି କିଛି ମାଟେରିଆଲ୍ ରେ ତିଆରି କରାଯାଇଛି। 
ତେଣୁ ସର୍ବଦା ଥଣ୍ଡା ରୁହେ ଏହି ଘର। ଓ ଘର ର ତାପମାତ୍ରା କୁ ନିଜ ଇଚ୍ଛା ଅନୁସାରେ ବଦଳାଇ ହୁଏ। ଆହୁରି ମଧ୍ୟ ଆପଣ ଦେଖିଥିବେ ଯେ ଆଣ୍ଟିଲିଆ ର ସବୁ କୋଠରୀ ରେ ରହିଛି ବାଲକୋନି। ଯାହା ସହଜ ହୁଏ ପବନ ଚଳପ୍ରଚଳ।
ଏହା ଘର କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଆଉ ବାଲକୋନି ରେ ଲାଗିଥିବା ଗଛ ପାଇଁ ଘରେ ଖରା ଦିନ ରେ ମଧ୍ୟ ଗରମ ହୋଇ ଥାଏ। ବିନା ଏସିରେ ଘର ଫ୍ରିଜ୍ ଭଳି ଲାଗେ। ଗଛ ଲଗାଇ ବାକୁ ପସନ୍ଦ କରନ୍ତି ମୁକେଶ ଓ ନିତା ଅମ୍ବାନୀ।

Advertisement