Jan 17, 2024, 12:22 IST

ଖୋଲାଖୋଲି ଭାବରେ ପାଣ୍ଡିଆନ ଙ୍କୁ ତାମିଲନାଡୁ ଯିବାକୁ କହିଦେଲେ ଯୁବକ : ଭଲ ରେ ଯୁଆଡୁ ଆସିଥିଲ ଚାଲିଯାଓ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ବିଭିନ୍ନ ରାଜନୈତିକ ଦଳ ଭୋଟ ପାଇବା ଆଶା ରେ ଆଜିର ଯୁବ ଗୋଷ୍ଠୀ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି।କଲେଜ୍ କ୍ୟାମ୍ପସ ରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ କରା ଯାଉଛି।
Special Report
ଏଥିରେ ମଧ୍ୟ ରାଜନେତା ମାନେ ପ୍ରବେଶ କରୁଛନ୍ତି।ଯୁବ ଗୋଷ୍ଠୀ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି।ବର୍ତ୍ତମାନ ସମୟ ରେ ଖବର ମିଳିଚି କି ଏ ବର୍ଷ ୧୨ ଲକ୍ଷ ନୂଆ ଭୋଟର ଆସିଛନ୍ତି।ସେମାନଙ୍କ ଭୋଟ ପାଇବା ଆଶା ରେ ସମସ୍ତ ନେତା ମାନେ ଯୋଜନା କରିଛନ୍ତି।
ଏବେ ଠାରୁ ଏ ନେଇ ସଚେତନ ହୁଅନ୍ତୁ।କାହାରି କଥା ନ ଶୁଣି କେବଳ ନିଜ ଇଛା ଅନୁସାରେ ଭଲ ନେତା ମାନଙ୍କୁ ବାଛନ୍ତୁ।ଏ ନେଇ ଅଜୟ ପଣ୍ଡା ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ ଛାତ୍ର ସଂସଦ ଏବେ ଠାରୁ ସଚେତନ ହୁଅନ୍ତୁ।ଓଡ଼ିଶା ର ଲୋକ ମାନଙ୍କୁ ନେତା ମାନେ ଲୁଟି ସାରିଲେଣି।
Special Report
ଆପଣ ମାନେ ଭୋଟ ଦେବା ବେଳେ ଇଭିଏମ୍ ମେସିନ ରେ ଠିକ୍ ଭାବେ ଭୋଟ ଦିଅନ୍ତୁ। ବଟମ କୁ ଭାବେ ପ୍ରେସ କରି ନିଜ ପାଇଁ ଭଲ ନେତା ବାଛନ୍ତୁ।ଏଥିପାଇଁ ଆପଣ ମାନଙ୍କୁ କୌଣସି ପ୍ରକାର ବାଧ୍ୟ କରା ଯିବ ନାହିଁ।
ଏବେ କଲେଜ୍ ରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ସରକାର ଏଥିରେ ମୁଣ୍ଡ ପୁରାଇ ଛନ୍ତି।ହେଲେ ଏବେ ଏସବୁ ର ଆବଶ୍ୟକତା କଣ ଅଛି।ଏଠାରେ ଛାତ୍ର ମାନଙ୍କୁ ଗୁରୁତ୍ଵ ଦିଆ ଯାଇ ନାହିଁ।କେବଳ ଦଳ ଓ ନେତା ମାନଙ୍କୁ ଗୁରୁତ୍ଵ ଦିଆ ଯାଉ ଅଛି।
ଛାତ୍ର ରାଜନୀତି ରୁ ଅନେକ ପ୍ରକାର ରାଜନେତା ଓଡ଼ିଶା ରେ ସୃଷ୍ଟି ହୋଇ ଛନ୍ତି।କିନ୍ତୁ ଏବେ ଏହାକୁ ଏକ ବେପାର କରି ଦିଆ ଯାଇଛି।କଲେଜ୍ ରେ ନିର୍ବାଚନ ହେବ ମାନେ ସମସ୍ତେ ଗଣ୍ଡଗୋଳ ରେ ଲାଗି ପଡୁ ଛନ୍ତି।କେହି କାହାରି କୁ ମାନୁ ନାହାନ୍ତି।
ଏହାର କାରଣ ହେଉଛି ଆମ ଛାତ୍ର ସଂସଦ ଉପରେ ଗୁରୁତ୍ବ ଦିଆ ଯାଉ ନାହିଁ।ଯେତେବେଳେ ରାଜ୍ୟ ରେ ଅଣ ଓଡ଼ିଆ ମାନେ ପ୍ରାଧାନ୍ୟ ବିସ୍ତାର କରିବେ।ସେତେବେଳେ ରାଜ୍ୟର ଅବସ୍ଥା କଣ ହେବ ଆପଣ ମାନେ ଥରେ ଭାବନ୍ତୁ।କଲେଜ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଧ୍ୟ ରାଜନେତା ମାନେ ଅଂଶ ଗ୍ରହଣ କରୁଛନ୍ତି।ଏହା କେତେଦୂର ଠିକ୍ ଆପଣ ମାନେ ବିଚାର କରନ୍ତୁ।

Advertisement