Updated: Oct 10, 2023, 12:39 IST

ନିଜ ସ୍ତନ କ୍ଷୀରରୁ ମହିଳା କଲେ ଆବିଷ୍କାର ଦେଖନ୍ତୁ କେମିତି ତିଆରି କରିଦେଲେ ସାବୁନ ସବୁଆଡେ ଚର୍ଚ୍ଚା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ ଏଭଳି କିଛି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ମନରେ ଅନେକ କଥା ଆଣିବ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
ଆପଣମାନେ ସମସ୍ତେ ତ ଜାଣିଥିବେ ମାଆ କ୍ଷୀର ବହୁତ ପୃଷ୍ଟିକର ଆଉ ପୋଷାକ ତତ୍ତ୍ଵରେ ପରିପୂର୍ଣ୍ଣ ହୋଇଥାଏ । ମାଆ କ୍ଷୀର ନବଜାତ ଶିଶୁ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏହି ଭିଡିଓ ଦ୍ଵାରା ଆପଣମାନେ ଏଭଳି ଏକ ଖବର ପାଇପାରିବ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଜଣେ ମହିଳା ସ୍ତନର କ୍ଷୀରରେ ସାବୁନ ତିଆରି କରିଛନ୍ତି । ଆଉ ଏହି ସାବୁନ ଲଗାଇଲେ ଚର୍ମ ରୋଗ ଭଲ ହେଉଛି । ଏହି ସାବୁନର ମୂଲ୍ୟ ୨୫୦୦ ଟଙ୍କା ଅଟେ । ସ୍ତନ କ୍ଷୀରରୁ ସାବୁନ ତିଆରି କରି ଏହି ମହିଳା ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି ଏହି ସାବୁନକୁ ବିକ୍ରି କରି ମହିଳା ଜଣକ ଭଲ ରୋଜଗାର ବି କରୁଛନ୍ତି । ଏହାସହ ସେ ଅନ୍ୟମାନଙ୍କୁ ସୋସିଆଲ ମିଡିଆରେ ତାଲିମ ବି ଦେଉଛନ୍ତି । ଆମେରିକାର ବାସିନ୍ଦା ୨୪ ବର୍ଷୀୟା ବ୍ରିଟିନ ଏଡି ଏହି ସାବୁନ ତିଆରି କରିଛନ୍ତି । ତାଙ୍କର ଏକ ସାତ ମାସର ଶିଶୁ ରହିଥିଲା ।
ଆଉ ସେ ମଧ୍ୟ କ୍ଷୀର ଖାଉଥିଲା । ତାଙ୍କର କ୍ଷୀର ସଞ୍ଚୟ ହେବାକୁ ଲାଗିଲା ଆଉ ସେ ତାକୁ ଫ୍ରିଜରେ ରଖୁଥିଲେ । ଦିନେ ତାଙ୍କ ସ୍ଵାମୀ ଫ୍ରିଜ୍ ଚଲାଇବାକୁ ଭୁଲି ଯାଇଥିଲେ । ଏହାପରେ ସବୁ କ୍ଷୀର ନଷ୍ଟ ହୋଇ ଯାଇଥିଲା । ଏହାପରେ ଏଡି ଚିନ୍ତାରେ ପଡ଼ି ଯାଇଥିଲେ ଏହି କ୍ଷୀରକୁ କଣ କରିବେ ।
Special report
ଏହାପରେ ସେ ଇଣ୍ଟରନେଟରେ ଏହି କ୍ଷୀରକୁ ନେଇ କଣ କରିବେ ତାହାକୁ ଖୋଜିବାକୁ ଲାଗିଲେ । ଏହାପରେ ସେ ଦେଖିଲେ ସ୍ତନ କ୍ଷୀରରୁ ସାବୁନ ତିଆରି ହେଉଛି ଏହାପରେ ବ୍ରିଟିନ ସାବୁନ ତିଆରି କରିଥିଲେ । ଆଉ ସାବୁନ ତିଆରି କରିବା ପରେ ସେ ଏହାକୁ ୨୫୦୦ ଟଙ୍କାରେ ବିକ୍ରି କରିଥିଲେ ।
ଆଉ ଏହି ସାବୁନ ଲଗାଇଲେ ଚର୍ମ ରୋଗ ଭଲ ହୋଇଥାଏ । ଏହାସହ ଦେହ କୁଣ୍ଡାଇ ହେବା ମଧ୍ୟ ବନ୍ଦ ହୋଇଥାଏ । ବୈଜ୍ଞାନିକମାନେ କହିଛନ୍ତି କି ସ୍ତନ କ୍ଷୀରରେ ପୋଷାକ ତତ୍ତ୍ଵ ରହିଥାଏ ଆଉ ଏହା ସାବୁନ ବନାଇଲେ ନଷ୍ଟ ହୋଇ ଯାଇଥାଏ । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି ।

Advertisement