Feb 7, 2024, 17:00 IST

ଖେଳାଳିଙ୍କ ନାଁ ରେ ଆସିଲା ସଙ୍ଗୀନ ଅଭିଯୋଗ ଦେଖନ୍ତୁ ଆସିଲା ବ-ଳା-ତ୍କା-ର କରି କରିଛନ୍ତି ଏମିତି କାଣ୍ଡ !!

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପୁଣି ଜଣେ ଖେଳାଳି ଙ୍କ ବିରୋଧ ରେ ଆସିଚି ଅଭିଯୋଗ।ଜଣେ ମହିଳା ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।
Special report
ହେଲେ ଶେଷ ରେ ତାଙ୍କୁ ଧୋକା ଦେଇ ଚାଲି ଯାଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍ଗାଲୋର ରେ।ଭାରତୀୟ ହକି ଖେଳାଳୀ ଙ୍କ ନାମ ରେ ଆସିଚି ଏଭଳି ଏକ ସାଙ୍ଘାତିକ ଅଭିଯୋଗ।ସେହି ଖେଳାଳି ଜଣକ ଅର୍ଜୁନ ପୁରସ୍କାର ପାଇଛନ୍ତି।
ତାଙ୍କ ନାମ ହେଉଚି ବରୁଣ କୁମାର।ସେ ଗତ କିଛି ବର୍ଷ ହେବ ଭାରତୀୟ ହକି ଟିମ୍ ରେ ଖେଳୁଛନ୍ତି।ଭାରତୀୟ ହକି ଟିମ୍ ଅଲମ୍ପିକ ରେ ଖେଳି ଏକ ମେଡାଲ ସେ ପାଇ ଥିଲେ।ଆଜି ତାଙ୍କ ନାମ ରେ ଏଭଳି ଅଭିଯୋଗ ଶୁଣିବାକୁ ମିଳୁଚି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ସୂଚନା ଅନୁସାରେ ଗତ କାଲି ବାଙ୍ଗାଲୋର ର ଗୋଟିଏ ଝିଅ ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ।୨୦୧୯ ମସିହା ରେ ବରୁଣ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠି ଥିଲା।ଏହା ଭିତରେ ସେମାନଙ୍କ ସମ୍ପର୍କ ରେ ପାଞ୍ଚ ବର୍ଷ ବିତି ଯାଇଚି।
ବରୁଣ ତାଙ୍କ ସହିତ ଅନେକ ଥର ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ହେଲେ ବର୍ତ୍ତମାନ ସମୟ ରେ ଯୁବତୀ ଜଣକ ଯେତେବେଳେ ବିବାହ କରିବା କଥା କହିଥିଲେ।ସେତେବେଳେ ବରୁଣ ଆଉ ତାଙ୍କ ସହିତ କଥା ହୋଇ ନ ଥିଲେ।
Special report
ଏହା ଦେଖି ଯୁବତୀ ଜଣକ ଥାନା ର ଦ୍ବାରସ୍ଥ ହେଲେ।ପୋଲିସ ର ସୂଚନା ଅନୁସାରେ ବରୁଣ ଏବେ ଫେରାର ହୋଇ ଯାଇଛନ୍ତି।ବରୁଣ ହିମାଚଳପ୍ରଦେଶ ର ବାସିନ୍ଦା ହୋଇ ଥିବା ବେଳେ ଗତ କିଛି ବର୍ଷ ହେବ ସେ ପଞ୍ଜାବ ରେ ରହୁଥିଲେ।
Special report
ଜଣେ ଯୁବତୀ ଙ୍କ ସହିତ ଏଭଳି କରିବା ଅଭିଯୋଗ ରେ ତାଙ୍କ ନାମ ରେ ଅଭିଯୋଗ ହୋଇଚି।ଏହି ସମୟ ରେ ସେ ଫେରାର ହୋଇ ଯାଇଛନ୍ତି।ପୋଲିସ ଏବେ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।
ତେବେ ଏବେ ଦେଖିବାକୁ ବାକି ରହିଲା ଉକ୍ତ ଯୁବତୀ ଙ୍କୁ କେତେବେଳେ ନ୍ୟାୟ ମିଳୁଚି ପୋଲିସ କେବେ ବରୁଣ ଙ୍କୁ ଗିରଫ କରିବେ ତାହା ଦେଖିବାକୁ ବାକି ରହିଲା।

Advertisement