Feb 13, 2024, 18:06 IST

ଖଳନାୟକ ରୋଲ୍ କରୁଥିଲେ ଆଜି ସବୁଦିନ ପାଇଁ ଛାଡାକି ଚାଲିଗଲେ ଦେଖନ୍ତୁ କଣ ହେଲା ଅଚାନକ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଓଲିଉଡ ରୁ ଆସିଲା ଦୁଃଖ ଖବର।ପୁଣି ଜଣେ ବରିଷ୍ଠ ଅଭିନେତା ଙ୍କ ର ହୋଇ ଯାଇଛି ପ-ର-ଲୋ-କ।୧୯୮୮ ମସିହାରୁ ସେ ଓଡ଼ିଆ ସିନେ ଜଗତ ରେ ଏକ ଖଳନାୟକ ଭୂମିକା ରେ ଅଭିନୟ କରୁଥିଲେ।କେବଳ ଓଲିଉଡ ନୁହେଁ ବଲିଉଡ ଓ ଯାତ୍ରା ଜଗତ ରେ ମଧ୍ୟ ନିଜ ଅଭିନୟ ର ଯାଦୁ ଦେଖାଇ ଥିଲେ।
Special report
ଗତ କିଛି ଦିନ ହେବ ଏହି ଅଭିନେତା ଜଣକ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ।ହେଲେ ଗତ ସୋମବାର ଦିନ ତାଙ୍କର ପର ଲୋକ ହୋଇ ଯାଇଛି।ତାଙ୍କ ପର ଲୋକ ରେ ଓଲିଉଡ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ଗତ ଗତ ସୋମବାର ଦିନ ଓଡ଼ିଆ ଙ୍କ ହୃଦୟ ରେ ସବୁ ବେଳେ ରହି ଥିବା ଅଭିନେତା ଚକ୍ରଧର ଜେନା ଙ୍କ ପ-ର-ଲୋ-କ ହୋଇଚି।ସେ ଆଉ ଏ ଦୁନିଆ ରେ ନାହାନ୍ତି।ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପର ଲୋକ ହୋଇ ଯାଇଛି।
Special report
ଯାହାକୁ ନେଇ ଏବେ ସମସ୍ତଙ୍କ ଆଖି ରେ ଲୁହ ଭରି ରହିଛି।୧୯୮୮ମସିହା ରେ ସେ ଦିଲ୍ଲୀ ର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ପାସ ହେବା ପରେ ଅଭିନୟ ଜଗତ ରେ ପାଦ ରଖି ଥିଲେ।ଏହା ପରେ ସେ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ।
ସାଧାରଣ ଚାଷୀ ପରିବାର ରୁ ଯାଇ ନିଜକୁ ଏକ ବଡ ଅଭିନେତା ରୂପେ ପରିଚିତ କରାଇଲେ।ସେ ଆହୁରି ମଧ୍ୟ ଦୁଇ ଟି ହଲିଉଡ ଫିଲ୍ମ ରେ ଅଭିନୟ କରି ଥିଲେ।ପଥର ଖସିଲା ବଡ ଦେଉଳ ରୁ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।
Special report
ଏହା ପରେ ସେ ଅନେକ ଫିଲ୍ମ ଅଭିନୟ କରି ଥିଲେ।ତାଙ୍କ ଅଭିନୟ ଦର୍ଶକ ଙ୍କ ହୃଦୟ କୁ ଛୁଇଁ ଯାଇ ଥିଲା।ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।ସେ ମଧୁମେହ ରୋଗ ରେ ଅନେକ ଦିନ ରୁ ପୀଡ଼ିତ ଥିଲେ।ଗତ ସୋମବାର ଦିନ ତାଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।
ଏହା ପରେ ତାଙ୍କ ପରିବାର ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ କୁ ନେଇ ଯାଇ ଥିଲେ।ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ମୃ-ତ୍ୟୁ ଘଟିଛି।ତାଙ୍କ ମୃତ୍ୟୁ ରେ ଓଡ଼ିଆ ସିନେ ଜଗତ ରେ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।ଆଜି ଏହି ଅଭିନେତା ଙ୍କ ପାଇଁ ସମସ୍ତଙ୍କ ଆଖି ରେ ଲୁହ ଭରି ରହିଛି।

Advertisement