Jan 25, 2024, 10:59 IST

ତମେ ସବୁ ମୋ ଖାଦ୍ୟ କୁ ଦେଖୁନ, ମୋ ଦେହ କୁ କାଈ ଦେଖୁଚ... ଭାଉଜ କୁ କିଏ ଦେଖେ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖାଦ୍ୟ ଥାଳି ଉପରୁ ନଜର ଯାଇ ଏବେ ନେହା ଙ୍କ ଛୋଟ ଡ୍ରେସ୍ ଉପରେ ପଡିଛି। ଖାଇବା ଟେଷ୍ଟ କଥା ଯେତିକି ଚର୍ଚ୍ଚା ନାହିଁ ସେତିକି ଏବେ ନେହା ଙ୍କ ଛୋଟିଆ ଡ୍ରେସ କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି।
Special report
ଏହା ମାନସିକତା ନା ଦୁର୍ବଳତା କାହିଁକି ନେହା ଙ୍କ ଡ୍ରେସ କୁ ଆକ୍ଷେପ କରାଯାଉଅଛି ଏନେଇ ଏବେ ଖୁବ ପ୍ରଶ୍ନ ମଧ୍ୟ ଉଠିଛି। ସେ କହିଥିଲେ କି ସ୍ୱାମୀଙ୍କୁ ଯଦି ଭାଇ ଭାବୁଛନ୍ତି ତେବେ ତାଙ୍କୁ ଭାଉଜ ନୁହେଁ ବରଂ ମାଆ ବୋଲି ଭାବନ୍ତୁ।
ନେହା ଙ୍କୁ ଛୋଟ ଡ୍ରେସ ରେ ଦେଖୁଥିବା ଲୋକେ ଏବେ ତାଙ୍କୁ ଆଦୌ ହେଲେ ବି ଶାଢ଼ୀ ରେ ଦେଖି ପାରୁ ନାହାଁନ୍ତି। ତାଙ୍କର ହାତ ରନ୍ଧା ଉପରେ ନୁହେଁ ବରଂ ଲୋକଙ୍କର ଏବେ ତାଙ୍କର ଛୋଟିଆ ଡ୍ରେସ୍ ଉପରକୁ ବାରମ୍ବାର ନଜର ଯାଉଛି।
ଲୋକ ମାନେ ଏହାକୁ ଭାଇରାଲ କରି ଏପଟ ସେପଟ କଥା ଲେଖୁଛନ୍ତି ଯାହାକି ନେହାଙ୍କୁ ବହୁତ୍ କଷ୍ଟ ମଧ୍ୟ ଦେଉଛି। ସେଥିପାଇଁ ସେ ବାଧ୍ୟ ହୋଇ ସୋସିଆଲ ମିଡିଆରେ ଆସି ନିଜ ଦୁଃଖକୁ କହିଛନ୍ତି।
Special report
୨୦୨୪ ମସିହା ହେଲାଣି ବିତିଯାଇଥିବା ବର୍ଷ ମଧ୍ୟରେ ମଣିଷର ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହୋଇ ସାରିଲାଣି। ହେଲେ ଏବେ ମଧ୍ୟ କିଛି ଲୋକ ଛୋଟ ଡ୍ରେସ କୁ ଆଦୌ ଗ୍ରହଣ କରି ପାରୁ ନାହାଁନ୍ତି। କାର ଖାନା କିଛିଦିନ ହେବ ମାର୍କେଟ କୁ ଆସିଥିଲା।
ଏହାର ଭୁବନେଶ୍ୱର ମାର୍କେଟ ରେ ଭଲ ଚାହିଦା ମଧ୍ୟ ଥିଲା। ଖାଇବା ରେ ଟେଷ୍ଟ ସହ ସୁହାଇଲା ଭଳି ରେଟ୍ ମଧ୍ୟ ଥିଲା। ଲୋକ ମାନେ ଲମ୍ବା ଲାଇନ ରେ ତାଙ୍କର ହାତ ରନ୍ଧା ଖାଇବାକୁ ଜଗି ବସୁଥିଲେ।
ଖାଇବା ଦେଖି ଗଣ ମାଧ୍ୟମ ପହଞ୍ଚି ଥିଲେ ଓ ଚର୍ଚ୍ଚା ମଧ୍ୟ ଯୋର୍ ଧରିଥିଲା। ଖାଦ୍ୟକୁ ନେଇ ଯେତିକି ପ୍ରଶଂସା ସାଉଁଟି ଥିଲେ ଏବେ ତାଙ୍କର ଇନ୍ଷ୍ଟାଗ୍ରାମ ରିଲ୍ସ କୁ ନେଇ ସେତିକି ଚର୍ଚ୍ଚା ହେବାରେ ଲାଗିଛି।
ଆଉ ଲୋକମାନେ ଏଭଳି ନେଗେଟିଭ କମେଣ୍ଟ କରୁଛନ୍ତି ଯାହାକୁ ନେଇ ନେହା କଷ୍ଟ ଅନୁଭବ କରୁଛନ୍ତି। ବିଏମସି ର ଚଢ଼ାଉ ପରେ ଏହା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement