Feb 9, 2024, 11:10 IST

ଆଜ୍ଞା ମସ୍ତ ଖାଇ ପିଇ ଶୋଇଥିଲି , ରାତି ଅଧ ରେ ୪ଟା ଟୋକା ପଶି ମୋ ସହ ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କଲେ....

Special report

ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଙ୍କୁ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ତାଙ୍କ ଅଭିନୟ ପାଇଁ ସାରା ଓଡିଶା ରେ ଏବେ ପରିଚିତ ଅଛନ୍ତି।ଗତ କିଛି ଦିନ ହେବ ସେ ତାଙ୍କ ବିବାଦୀୟ ବୟାନ ପାଇଁ ଖୁବ୍ ଭାଇରାଲ ହେଉଛନ୍ତି।
Special report
ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଛି।ତାଙ୍କୁ ଧମକ ମିଳିଚି।କିଛି ଲୋକ ମାନେ ତାଙ୍କ ଘର ଭିତରେ ପ୍ରବେଶ କରି ତାଙ୍କୁ ଧମକ ଦେଇ ଥିଲେ।ଏହା ପରେ ସେ ସେମାନଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ରାଣୀ ପ୍ରିୟଦର୍ଶିନୀ ଏବେ ଏପରି କିଛି କହି ଦେଉଛନ୍ତି ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ରେ ରହୁଛନ୍ତି।ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ରେ ରାଣୀ ପଣ୍ଡା ଓ ଅନ୍ୟ କିଛି ଲୋକଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରୁଛନ୍ତି।
ଏବେ ତାଙ୍କୁ ତାଙ୍କ ଘରେ ପଶି କିଛି ଲୋକ ଧମକ ଦେଇଛନ୍ତି।ତୁ ଯଦି ଆଗକୁ ଏପରି କିଛି କହିବୁ ତାହାଲେ ତୋତେ ପଶ୍ଚିମବଙ୍ଗ ର ସୋନାଗାଚି ରେ ବିକ୍ରୀ କରି ଦେବୁ।ନ ହେଲେ ତୋର ବେକ କାଟି ହ-ତ୍ୟା କରିବୁ।ଏହା ପରେ ସେ ଥାନା ରେ ଅଭିଯୋଗ କରିଛନ୍ତି।
Special report
ତାଙ୍କ ଅଭିଯୋଗ ଅନୁଯାୟୀ ଗଜପତି କିଛି ଲୋକ ଙ୍କୁ ପଠାଇ ତାଙ୍କ ସହିତ ଏପରି କରିଛନ୍ତି।ସେମାନେ ରାଣୀ ଙ୍କ ବେକ ରେ ଛୁରୀ ଲଗାଇ ଧମକ ଦେଇଛନ୍ତି।ରାତି ୯ ଟା ପରେ ସେ ଘରେ ଶୋଇ ଥିବା ସମୟ ରେ ହଟାତ ତାଙ୍କ ଘରେ କିଛି ଲୋକ ପ୍ରବେଶ କରି ଥିଲେ।
ତାଙ୍କ ବେକ ରେ ଛୁରୀ ଲଗାଇ ତାଙ୍କୁ ହ-ତ୍ୟା ଧମକ ଦେଇ ଥିଲେ।ଏହା ପରେ ସମସ୍ତଙ୍କ ଆଗରେ ରାଣୀ ପ୍ରିୟଦର୍ଶିନୀ କହି ଥିଲେ କି ମୁଁ ତ କାହା ଭଳି କାନ କାମୁଡି ନ ଥିଲି।ତେବେ ମୋ ସହିତ ଏପରି କାହିଁକି ହେଉଚି।ମୁଁ କଣ କାହାର କରିଛି।
ମୋ ସହ ଏପରି କାହିଁକି ହେଉଛି।ମୁଁ କାହାରି ଭଳି କିଛି ବି ଖରାପ କରି ନାହିଁ।ତେବେ ଗଜପତି ର ମୋ ଉପରେ କି ରାଗ ରହିଛି।ଖୁବ୍ ଶୀଘ୍ର ତାକୁ ଗିରଫ କରା ଯାଉ।ମୋ ଇଚ୍ଛା ମୁଁ ଯାହା କହିଲି ସେମାନଙ୍କର କଣ ଯାଉଛି।
ଏ କଥା ରାଣୀ ପ୍ରିୟଦର୍ଶିନୀ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisement