Updated: Apr 16, 2024, 07:15 IST

ଜେ-ଲ ରୁ ଆଉ ବାହାରିବେନି କେଜରିୱାଲ..ଲାଗୁଛି ମୁ ଏଇଠି ବୁଢ଼ା ହେଇଯିବି

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣିଥରେ ଲାଗିଲା କେଜରିୱାଲ ଙ୍କୁ ଝଟକା। ବଢିଲା କେଜରିୱାଲ ଙ୍କ ଜେଲ ରହଣି ଅବଧି। ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ନାହିଁ ଆଶ୍ୱସ୍ଥି।
ଗୋଟେ ଦିନରେ ହିଁ କେଜରିୱାଲ ଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟେ ପଟେ ସୁପ୍ରିମ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କ ଗିରଫ ଦାବୀ ରେ ତ୍ଵରାନିତ ଭାବରେ ଶୁଣାଣି କରିବା ପାଇଁ ମନା କରି ଦେଇଛନ୍ତି।
Gg
ତାଙ୍କର ନାୟିକ ହେପାଜତରେ ରହିବା ଅବଧି ମଧ୍ୟ ଏପ୍ରିଲ ୨୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ନିକଟରେ ମଧ୍ୟ କୌଣସି ପ୍ରେସମିଟ୍ ର କିଛି ମୂଲ୍ୟ ନାହିଁ ବୋଲି କୁହା ଯାଇଛି।
ଦୁଇ ଜଣ ଲୋକଙ୍କ ଷ୍ଟେଟମେଣ୍ଟ ଅନୁସାରେ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରାଯାଇଅଛି। ଶରତ ରେଡ୍ଡୀ ଙ୍କ କହିବା ଅନୁସାରେ ହିଁ ଏମିତି ହୋଇଛି। ସେ ବିଜେପି ଙ୍କୁ ୬୦ କୋଟି ଟଙ୍କା ମଧ୍ୟ ଡୋନେଶନ ଦେଇଥିବା ଜଣା ପଡ଼ିଛି।
ବିନା କିଛି ପ୍ରମାଣ ରେ ତାଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଦଳର କର୍ମୀ ମାନେ ଏହା କହିଛନ୍ତି। ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ। ତାଙ୍କର ଏହା ବିଶ୍ବାସ ରହିଛି କି ସୁପ୍ରିମ କୋର୍ଟ ରୁ ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ବୋଲି।
Gh
ସବୁ ଫ୍ୟାକ୍ଟ କୁ ଦେଖିବା ପରେ ହିଁ ଆକ୍ସନ ନିଆ ଯିବ। କେଜରିୱାଲ ଙ୍କୁ ଇଡି ଭିଡିଓ କମ୍ଫରେନ୍ସିଂ ମଧ୍ୟରେ କୋର୍ଟ ରେ ହାଜର କରାଇଥିଲା। କାରଣ ସୋମବାର ଦିନ ତାଙ୍କର ନାୟିକ ହେପାଜତ ଶେଷ ହେଉଥିଲା।
ଏବେ ତାଙ୍କର ଜେଲ୍ ରହଣି ଅବଧିକୁ ମଧ୍ୟ ଏପ୍ରିଲ୍ ମାସ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ ତାରିଖରେ ହେବ ବୋଲି ମଧ୍ୟ ଏହା ଜଣା ପଡ଼ିଛି।
ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି କି ପ୍ରକୃତରେ କେଜରିୱାଲ ଙ୍କ କିଛି ଭୁଲ୍ ଅଛି ନା ନାହିଁ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement