Apr 22, 2024, 09:13 IST

ଜେ-ଲ ରେ କେଜରିୱାଲ ଙ୍କ ଦେହ ହେଲା ଭୀଷଣ ଖରାପ...ଔଷଧ ଖାଇବାକୁ ମନା କଲେ, କହିଲେ ମତେ ନ୍ୟାୟ ଦିଅ

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଦିଲ୍ଲୀ ର ମୁଖ୍ୟ ମନ୍ତ୍ରୀ ରୂପେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ଥିଲେ।
ତେବେ ବର୍ତ୍ତମାନ ସମୟ ରେ ଆମେ ତାଙ୍କୁ ନେଇ ଏକ ଖବର ଆପଣ ମାନଙ୍କୁ କହିବାକୁ ଯାଉଛୁ।ଗତ ୨୦ ଦିନ ହେବ ସେ ଜେଲ ରେ ଅଛନ୍ତି।ଦୀର୍ଘଦିନ ହେବ ଠକେଇ ମାମଲା ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଚି।ଏହା ପରେ ଦିଲ୍ଲୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଥିଲା।ଏହା ପର ଠାରୁ ସେ ଜେଲ ରେ ଅଛନ୍ତି।
Bb
ଏବେ ଶୁଣିବାକୁ ମିଳିଚି ଯେ ଅରବିନ୍ଦ କେଜରିୱାଲ ଦୀର୍ଘ ୩୦ ବର୍ଷ ହେବ ଡ଼ାଇବେଟିସ ରୋଗ ରେ ପୀଡ଼ିତ ଥିଲେ।ସବୁବେଳେ ଇନସୁଲିନ ନେଉ ଥିଲେ।ତେବେ ବର୍ତ୍ତମାନ ସମୟ ରେ ସେ ଜେଲ ରେ ୨୦ ଦିନ ହେଲାଣି ଅଛନ୍ତି।ହେଲେ ତାଙ୍କୁ ଏ ଯାଏଁ କୌଣସି ଔଷଧ ଦିଆ ଯାଇ ନାହିଁ।
ତାଙ୍କର ମଧୁମେହ ରୋଗ ଏବେ ୩୦୦ ଉପରେ ରହି ଅଛି।ତେବେ ଏହି ପରିସ୍ଥିତି ରେ ତାଙ୍କ ପାଇଁ ମେଡିସିନ ର ଆବଶ୍ୟକତା ରହିଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକ କହିଛନ୍ତି ତାଙ୍କୁ ଜେଲ ରେ ଖାଦ୍ୟ ମଧ୍ୟ ଠିକ୍ ସେ ଦିଆ ଯାଇ ନାହିଁ।
ତେବେ ଏ ନେଇ ଗତ କାଲି ଆମ ଆଦମୀ ପାର୍ଟି ର ଅନ୍ୟତମ ନେତ୍ରୀ କହିଛନ୍ତି କି ଅରବିନ୍ଦ କେଜରିୱାଲ ଅନେକ ଦିନ ରୁ ମଧୁମେୟ ରୋଗ ରେ ପୀଡ଼ିତ।ତାଙ୍କୁ ଔଷଧ ରେ ଆବଶ୍ୟକତା ରହିଛି।
Bb
ହେଲେ ଭାରତୀୟ ଜନତା ପାର୍ଟି ର ସୁପାରିଶ କ୍ରମେ ତାଙ୍କୁ ଇନସୁଲିନ ଦିଆ ଯାଇ ନାହିଁ।ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି।ଏପରି କ୍ରୁରତା କାମ ଇଂରେଜ ମାନଙ୍କ ସମୟ ରେ କରା ଯାଉ ନ ଥିଲା।
ଯାହା ଏବେ ଭାରତୀୟ ଜନତା ପାର୍ଟି କରୁଚି।ଗୋଟିଏ ଜୀବନ୍ତ ଲୋକ ଙ୍କୁ ମାରିବା ପାଇଁ ଚେଷ୍ଟା କରୁଛି।ଅରବିନ୍ଦ କେଜରିୱାଲ ଦୀର୍ଘ ୨୦ ଦିନ ହେଲାଣି ଜେଲ ରେ ଅଛନ୍ତି।ଖାଦ୍ୟ ପାଇଁ ତାଙ୍କର ଏତେ ଧ୍ୟାନ ମଧ୍ୟ ରଖି ନାହାଁନ୍ତି।
ଭାରତୀୟ ଜନତା ପାର୍ଟି ର ସୁପାରିଶ କ୍ରମେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ତେବେ ଆଗକୁ କଣ ହେଉଚି ତାହା ଦେଖିବାକୁ ବାକି ରହିଲା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement